Odisha Link
Bridging the Missing Links in Odisha

ସେପ୍ଟମ୍ବର ୧୦ରେ ବାୟୁସେନାରେ ସାମିଲ ହେବ ରାଫେଲ

ନୂଆଦିଲ୍ଲୀ: ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ ଆସନ୍ତା ୧୦ ତାରିଖରେ ଭାରତୀୟ ବାୟୁସେନାରେ ସାମିଲ ହେବ। ହରିୟାଣାର ଅମ୍ବାଲା ଏୟାର ବେସରେ ସାମିଲ ହେବ ୫ଟି ରାଫେଲ। କରୋନା କାଳରେ ଔପଚାରିକ ଭାବେ ବାୟୁସେନାରେ ସାମିଲ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଉତ୍ସବରେ ଫ୍ରାନ୍ସ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଆମନ୍ତ୍ରଣା କରଯାଇଥିବା ସୂଚନା।

ସୂଚନାଥାଉକି, ଜୁଲାଇ ୨୯ ତାରିଖରେ ଫ୍ରାନ୍ସରୁ ଭାରତକୁ ଆସିଥିଲା ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ।

Comments are closed.