Odisha Link
Bridging the Missing Links in Odisha
Browsing Tag

IAF

ଦୁର୍ଘଟଣାର ସମ୍ମୁଖୀନ ହେଲା ଆଇଏଏଫର…

ଓଏଲ୍‌ ବ୍ୟୁରୋ: ଦୁର୍ଘଟଣାର ସମ୍ମୁଖୀନ ହେଲା ଆଇଏଏଫ ଟ୍ରେନିଂ ଏୟାରକ୍ରାଫ୍ଟ। କର୍ଣ୍ଣାଟକ କାମରାଜନଗରରେ ଆଇଏଏଫ ଟ୍ରେନିଂ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି। କ୍ରାସ୍ ହୋଇଥିବା ବିମାନର ଦୁଇ ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳିଛି। ପୂର୍ବରୁ ବିମାନ ଧ୍ରୁବ ତିନିଟି ସ୍ଥାନରେ…

ଦେଶର ପ୍ରଥମ ମୁସଲିମ ମହିଳା ଭାବେ ସାନିଆ…

ଓଏଲ୍‌ ବ୍ୟୁରୋ : ଦେଶରେ ପ୍ରଥମ ମୁସଲିମ ମହିଳା ଫାଇଟର ପାଇଲଟ ଭାବେ ଇତିହାସ ରଚିବାକୁ ଯାଉଛନ୍ତି ଉତ୍ତର ପ୍ରଦେଶର ସାନିଆ ମିର୍ଜା। ଉତ୍ତରପ୍ରଦେଶର ସାନିଆ ନ୍ୟାସନାଲ ଡିଫେନ୍ସ ଏକାଡେମୀ ପରୀକ୍ଷାରେ ୧୪୯ତମ ରାଙ୍କ ହାସଲ କରିଥିବାବେଳେ ସେ ୟୁପିର ପ୍ରଥମ ମହିଳା ଫାଇଟର ପାଇଲଟ୍ ହେବେ । ୨୭ ଡିସେମ୍ୱରରୁ…

ଜନ୍ମମାଟିରେ ଜଳିଲା ବୀର ଯବାନଙ୍କ ଜୁଈ

ଭୁବନେଶ୍ବର: ଶହୀଦ ଯବାନ ରାଣାପ୍ରତାପ ଦାସଙ୍କୁ ଝୁରୁଝି ଓଡ଼ିଶା। ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବୀର ଯବାନ ରାଣାପ୍ରତାପଙ୍କୁ ଜନ୍ମ ମାଟି କୃଷ୍ଣଚନ୍ଦ୍ରପୁର ଗାଁରେ ଦିଆଯାଇଛି ଶେଷ ସଲାମ୍। ଯେଉଁ ମାଟିରେ ଜନ୍ମ ହୋଇଥିଲେ ସେ ମାଟିରେ ହିଁ ଜଳିଲା ଜୁଈ। ଆଉ ଆତ୍ମୀୟ ପରିଜନ ଦେଇଛନ୍ତି ଶେଷ ବିଦାୟ।…

ବାୟୁସେନା ବିମାନ ଦୁର୍ଘଟଣା: ଓଡ଼ିଆ ଯବାନ…

ଭୁବନେଶ୍ବର: ବାୟୁସେନା ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ ଓଡ଼ିଆ ଯବାନ। ବୁଧବାର ହୋଇଥିବା ବିମାନ ଦୁର୍ଘଟଣାରେ ମୃତ ୧୩ଜଣଙ୍କ ମଧ୍ୟରେ ରହିଛନ୍ତି ଜଣେ ଓଡ଼ିଆ ଯବାନ । ମୃତ ଯବାନଙ୍କ ନାମ ରାଣା ପ୍ରତାପ ଦାସ। ତାଙ୍କ ଘର ତାଳଚେରର କଣ୍ଢାଳ ପଞ୍ଚାୟତର କୃଷ୍ଣଚନ୍ଦ୍ରପୁର ଗାଁରେ ବୋଲି ସୂଚନା ରହିଛି । ବୁଧବାର…

ବାୟୁସେନା ବିମାନ ଦୁର୍ଘଟଣା: ବଞ୍ଚିଗଲେ…

ବୁଧବାର ଘଟିଥିବା ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ପ୍ରତିରକ୍ଷା ମୁଖ୍ୟ ଜେନେରାଲ୍‌ ବିପିନ ରାଓ୍ବତ, ତାଙ୍କ ପତ୍ନୀ ମଧୁଲିକା ରାଓ୍ବତଙ୍କ ସମେତ ମୋଟ ୧୪ ଜଣଙ୍କର ପ୍ରାଣହାନି ଘଟିଛି। ତେବେ ଏହି ଦୁର୍ଘଟଣାରେ ଏକମାତ୍ର ବ୍ୟକ୍ତି ଭାବେ ଗ୍ରୁପ୍‌ କ୍ୟାପ୍ଟେନ୍‌ ବରୁଣ ସିଂହ ବଞ୍ଚି ଯାଇଛନ୍ତି।…

କାହିଁକି ହେଲା CDS ବିପିନ୍‌ ରାଓ୍ବତଙ୍କ…

ଭୁବନେଶ୍ବର: ଦେଶର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ବିପିନ୍‌ ରାଓ୍ବତଙ୍କ ଦେହାନ୍ତ। ତାମିଲନାଡୁରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ବିପିନ୍‌ ରାଓ୍ବତଙ୍କ ସମେତ ମୋଟ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଭାରତୀୟ ବାୟୁସେନା ପକ୍ଷରୁ ଟ୍ୱିଟ କରି ଏହି ସୂଚନା ଦିଆଯାଇଛି। ଜେନେରାଲ ରାୱତଙ୍କ ସମେତ ତାଙ୍କ ପତ୍ନୀ…

ସେପ୍ଟମ୍ବର ୧୦ରେ ବାୟୁସେନାରେ ସାମିଲ ହେବ…

ନୂଆଦିଲ୍ଲୀ: ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ ଆସନ୍ତା ୧୦ ତାରିଖରେ ଭାରତୀୟ ବାୟୁସେନାରେ ସାମିଲ ହେବ। ହରିୟାଣାର ଅମ୍ବାଲା ଏୟାର ବେସରେ ସାମିଲ ହେବ ୫ଟି ରାଫେଲ। କରୋନା କାଳରେ ଔପଚାରିକ ଭାବେ ବାୟୁସେନାରେ ସାମିଲ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଉତ୍ସବରେ ଫ୍ରାନ୍ସ ପ୍ରତିରକ୍ଷା…

ଭାରତରେ ରାଫେଲ: ନୂଆ ଯୁଗର ଆରମ୍ଭ-ରାଜନାଥ

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଭାରତରେ ପହଁଞ୍ଚିଲା ଲଢ଼ୁଆ ରାଫେଲ ବିମାନ। ଆଜି ଅପରାହ୍ନ ୩ଟା ସମୟରେ ଅମ୍ବାଲା ଏୟାରବେସରେ ପହଞ୍ଚିଛି ଘାତକ ଯୁଦ୍ଧ ବିମାନ ରାଫେଲ। ୫ଟି ରାଫେଲ ମଧ୍ୟରେ ତିନୋଟି ଟ୍ରେନର ଓ ଦୁଇଟି ଲଢ଼ୁଆ ବିମାନ ରହିଛି। ରାଫେଲ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ଭାରତର ଅମ୍ବାଲାରେ “ରାଫେଲ”

ନୂଆଦିଲ୍ଲୀ: ସମସ୍ତ ପ୍ରତୀକ୍ଷାର ଅନ୍ତଘଟାଇ ଆଜି ଭାରତରେ ପହଞ୍ଚିଲା ରାଫେଲ। କିଛି ସମୟ ପୂର୍ବରୁଭାରତର ଅମ୍ବଲା ବିମାନଘାଟିରେ ପହଁଞ୍ଚିଲା ଲଢ଼ୁଆ ବିମାନ ରାଫେଲ। ଏହି ଯୁଦ୍ଧ ବିମାନ ପ୍ରାୟ ୭ହଜାର ୩୬୪କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାରବେସରେ ପହଞ୍ଚିଛି। ବାୟୁସେନା ମୁଖ୍ୟ ସ୍ବାଗତ…

ଭାରତୀୟ ବାୟୁସୀମାରେ ପ୍ରବେଶ କଲା ରାଫେଲ

ନୂଆଦିଲ୍ଲୀ: ସମସ୍ତ ପ୍ରତୀକ୍ଷାର ଅନ୍ତଘଟାଇ ଆଜି ଭାରତରେ ପହଞ୍ଚିବ ରାଫେଲ। ଆଉ କିଛି ସମୟ ପରେ ଭାରତର ଅମ୍ବଲା ବିମାନଘାଟିରେ ପହଁଞ୍ଚିବ ଲଢ଼ୁଆ ବିମାନ ରାଫେଲ। ଏହି ଯୁଦ୍ଧ ବିମାନ ପ୍ରାୟ ୭ହଜାର ୩୬୪କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାରବେସରେ ପହଞ୍ଚିବ। ଏଥିପାଇଁ ଅମ୍ବଲା ବିମାନଘାଟିର…