Odisha Link
Bridging the Missing Links in Odisha
Browsing Tag

Rafale

ଭାରତକୁ ଆସିଲା ଆଉ ୩ ଟି ରାଫେଲ

ନୂଆଦିଲ୍ଲୀ: ଭାରତକୁ ଆସିଲା ଆଉ ୩ ଟି ରାଫେଲ। ବୁଧବାର ରାତି ୩ଟାରେ ଭାରତରେ ପହଞ୍ଚିଛି ୩ଟି ରାଫେଲ ଯୁଦ୍ଧ ବିମାନ। ଏହାକୁ ମିଶାଇ ଭାରତରେ ୨୪ ଟି ରାଫେଲ ବିମାନ ରହିଛି। ଏବେ ଆସିଥିବା ୩ଟି ରାଫେଲ ବିମାନକୁ ପଶ୍ଚିମବଙ୍ଗର ହାସୀମାରା ଏୟାରବେସଠାରେ ନିୟୋଜିତ କରାଯିବ ବୋଲି ଜଣାପଡ଼ିଛି। ଗତକାଲି ରାତିରେ…

ଆହୁରି ସଶକ୍ତ ହେବ ଭାରତୀୟ ବାୟୁସେନା,…

ନୂଆଦିଲ୍ଲୀ: ଆହୁରି ସଶକ୍ତ ହେବ ଭାରତୀୟ ବାୟୁସେନା। ଆଗାମୀ ବର୍ଷ ସୁଦ୍ଧା ବାୟୁସେନାରେ ୩୬ଟି ଲଢ଼ୁଆ ବିମାନ ରାଫେଲ୍ ସାମିଲ ହେବ। ଏନେଇ ଆଜି ଭାରତୀୟ ବାୟୁସେନାର ପ୍ରମୁଖ ଏୟାରମାର୍ଶଲ ଆରକେଏସ୍ ଭଦୌରିଆ ସୂଚନା ଦେଇଛନ୍ତି। ଆରକେଏସ୍ ଭଦୌରିଆ କହିଛନ୍ତି ଯେ, ବର୍ତ୍ତମାନ ଏନେଇ ଉଦ୍ୟମ ଜାରି ରହିଛି। ଖୁବ୍…

ଆଜି ଭାରତକୁ ଆସୁଛି ଆଉ ୩ ରାଫେଲ

ନୂଆଦିଲ୍ଲୀ: ଆହୁରି ମଜଭୁତ ହେବ ଭାରତୀୟ ବାୟୁସେନା ଚୀନ୍ ସହିତ ଚାଲିଥିବା ସୀମା ବିବାଦ ଭିତରେ ଭାରତୀୟ ବାୟୂୁସେନା ଆହୁରି ମଜଭୁତ ହେବାକୁ ଯାଉଛି। ଆଜି ଯୁଦ୍ଧ ବିମାନ ରାଫାଲର ୩ ଟି ନୂଆ ସଂସ୍କରଣ ଫ୍ରାନ୍ସରୁ ଭାରତ ଆସୁଛି। ଏହି ୩ ଟି ବିମାନ କେଉଁଠି ନ ଅଟକି ସିଧା ୭ ହଜାର କିଲୋମିଟର ଆସି ଭାରତରେ…

ସେପ୍ଟମ୍ବର ୧୦ରେ ବାୟୁସେନାରେ ସାମିଲ ହେବ…

ନୂଆଦିଲ୍ଲୀ: ଲଢ଼ୁଆ ଯୁଦ୍ଧ ବିମାନ ରାଫେଲ ଆସନ୍ତା ୧୦ ତାରିଖରେ ଭାରତୀୟ ବାୟୁସେନାରେ ସାମିଲ ହେବ। ହରିୟାଣାର ଅମ୍ବାଲା ଏୟାର ବେସରେ ସାମିଲ ହେବ ୫ଟି ରାଫେଲ। କରୋନା କାଳରେ ଔପଚାରିକ ଭାବେ ବାୟୁସେନାରେ ସାମିଲ କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ଏହି ଉତ୍ସବରେ ଫ୍ରାନ୍ସ ପ୍ରତିରକ୍ଷା…

ଭାରତରେ ରାଫେଲ୍, ସଂସ୍କୃତରେ ଶ୍ଲୋକ ଲେଖି…

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଆଜି ହରିୟାଣାର ଅମ୍ବାଲା ଏୟାରବେସ୍‌ରେ ଲ୍ୟାଣ୍ଡିଂ କରିଛି ରାଫେଲ୍‌ ବିମାନ। ସୋମବାରରୁ ଉଡ଼ାଣ ଆରମ୍ଭ କରିଥିବା ରାଫେଲ ବିମାନ ୭ହଜାର କିଲୋମିଟରରୁ ଉର୍ଦ୍ଧ୍ବ ରାସ୍ତା ଅତିକ୍ରମ କରି ଆଜି ଭାରରେ ପହଁଞ୍ଚିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ କରି ରାଫେଲ…

ଭାରତରେ ରାଫେଲ: ନୂଆ ଯୁଗର ଆରମ୍ଭ-ରାଜନାଥ

ନୂଆଦିଲ୍ଲୀ: ବହୁ ପ୍ରତିକ୍ଷାର ଅନ୍ତ ଘଟାଇ ଭାରତରେ ପହଁଞ୍ଚିଲା ଲଢ଼ୁଆ ରାଫେଲ ବିମାନ। ଆଜି ଅପରାହ୍ନ ୩ଟା ସମୟରେ ଅମ୍ବାଲା ଏୟାରବେସରେ ପହଞ୍ଚିଛି ଘାତକ ଯୁଦ୍ଧ ବିମାନ ରାଫେଲ। ୫ଟି ରାଫେଲ ମଧ୍ୟରେ ତିନୋଟି ଟ୍ରେନର ଓ ଦୁଇଟି ଲଢ଼ୁଆ ବିମାନ ରହିଛି। ରାଫେଲ ପହଞ୍ଚିବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ…

ଭାରତର ଅମ୍ବାଲାରେ “ରାଫେଲ”

ନୂଆଦିଲ୍ଲୀ: ସମସ୍ତ ପ୍ରତୀକ୍ଷାର ଅନ୍ତଘଟାଇ ଆଜି ଭାରତରେ ପହଞ୍ଚିଲା ରାଫେଲ। କିଛି ସମୟ ପୂର୍ବରୁଭାରତର ଅମ୍ବଲା ବିମାନଘାଟିରେ ପହଁଞ୍ଚିଲା ଲଢ଼ୁଆ ବିମାନ ରାଫେଲ। ଏହି ଯୁଦ୍ଧ ବିମାନ ପ୍ରାୟ ୭ହଜାର ୩୬୪କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାରବେସରେ ପହଞ୍ଚିଛି। ବାୟୁସେନା ମୁଖ୍ୟ ସ୍ବାଗତ…

ଭାରତୀୟ ବାୟୁସୀମାରେ ପ୍ରବେଶ କଲା ରାଫେଲ

ନୂଆଦିଲ୍ଲୀ: ସମସ୍ତ ପ୍ରତୀକ୍ଷାର ଅନ୍ତଘଟାଇ ଆଜି ଭାରତରେ ପହଞ୍ଚିବ ରାଫେଲ। ଆଉ କିଛି ସମୟ ପରେ ଭାରତର ଅମ୍ବଲା ବିମାନଘାଟିରେ ପହଁଞ୍ଚିବ ଲଢ଼ୁଆ ବିମାନ ରାଫେଲ। ଏହି ଯୁଦ୍ଧ ବିମାନ ପ୍ରାୟ ୭ହଜାର ୩୬୪କିଲୋମିଟର ଅତିକ୍ରମ କରିବା ପରେ ଆଜି ଅମ୍ବାଲା ଏୟାରବେସରେ ପହଞ୍ଚିବ। ଏଥିପାଇଁ ଅମ୍ବଲା ବିମାନଘାଟିର…

ଆଜି ଭାରତରେ ପହଁଞ୍ଚିବ ରାଫେଲ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ଶକ୍ତିକୁ ମଜବୁତ କରିବାକୁ ଯାଉଥିବା ଫ୍ରାନ୍ସ ନିର୍ମିତ ୫ଟି ରାଫେଲ ଯୁଦ୍ଧ ବିମାନ ଆଜି ଭାରତରେ ପହଁଞ୍ଚିବ। ୭୩୬୪ କିଲୋମିଟର ଉଡ଼ାଣ ପରେ ଆଜି ଭାରତର ପହଁଞ୍ଚିବ ରାଫେଲ୍। ବିମାନଗୁଡ଼ିକ ହରିୟାଣାର ଅମ୍ବାଲା ବିମାନଘାଟିରେ ଅବତରଣ କରିବ ଏବଂ ଏଥିପାଇଁ ଏହି ଅଞ୍ଚଳ‌େର ୧୪୪…