Odisha Link
Bridging the Missing Links in Odisha
Daily Archives

August 28, 2020

IPL 2020: CSKର ଜଣେ ଖେଳାଳି, ୧୨…

ଆବୁଧାବି: IPL ୨୦୨୦ ପୂର୍ବରୁ ଖେଳାଳି କରୋନା ପଜିଟିଭ ଚିହ୍ନଟ। ଚେନ୍ନାଇ ସୁପର କିଙ୍ଗସର ଜଣେ ଦ୍ରୁତ ବୋଲର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ CSKର ୧୨ ସହଯୋଗୀ ଷ୍ଟାଫ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସପ୍ତାହେ ପୂର୍ବରୁ ୟୁଏଇରେ ପହଁଞ୍ଚିଥିବା ଚେନ୍ନାଇ ସୁପର କିଙ୍ଗସର ଜଣେ ଦ୍ରୁତ…

ନନ୍ଦନକାନନରେ ହଳଦିଆ ଆନାକୋଣ୍ଡାର…

ଭୁବନେଶ୍ବର: ନନ୍ଦନକାନନରେ ଆଉ ଏକ ହଳଦିଆ ଆନାକୋଣ୍ଡାର ମୃତ୍ୟୁ। ଦର୍ଶକଙ୍କୁ ଆକର୍ଷିତ କରିବା ନିମନ୍ତେ ନନ୍ଦନକାନନ କର୍ତ୍ତୃପକ୍ଷ ଚେନ୍ନାଇରୁ ୮ଟି ହଳଦିଆ ଆନା‌କୋଣ୍ଡା ଆଣିଥିଲେ। ମାତ୍ର ଆସିଥିବା ୮ ଗୋଟି ହଳଦିଆ ଆନା‌କୋଣ୍ଡା ମଧ୍ୟରୁ ପୂର୍ବରୁ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ଜଣଙ୍କର…

ଦଶନ୍ଧି ଦଶନ୍ଧିର ପ୍ରତିଶ୍ରୁତିକୁ ପୂରଣ…

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦଶନ୍ଧି ଦଶନ୍ଧି ଧରି ବିଚାରଧୀନ ଥିବା ଅନେକ ପ୍ରତିଶ୍ରୁତିକୁ ପୂରଣ କରାଯାଉଛି ଏବଂ ଏହା ହିଁ ନୂଆ ଭାରତକୁ ନିର୍ମାଣ କରାଯିବାର ପ୍ରମାଣ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୋଦି ସରକାର ୨.୦ର ପ୍ରଥମ ବର୍ଷର…

BCASର ପ୍ରଥମ ମହିଳା ଡିଜି ହେଲେ ଉଷା…

ନୂଆଦିଲ୍ଲୀ: ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ଉଷା ପାଢ଼ୀଙ୍କୁ କେନ୍ଦ୍ରରେ ଗୁରୁ ଦାୟିତ୍ବ। କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା ଉଷାଙ୍କୁ ବ୍ୟୁରୋ ଅଫ୍ ସିଭିଲ୍ ଏଭିଏସନ୍ ସିକ୍ୟୁରିଟିର ଡିଜି ଭାବେ ଦାୟିତ୍ୱ ମିଳିଛି। ଉଷାଙ୍କ ପୂର୍ବରୁ ଆଇପିଏସ ଅଫିସର ରାକେଶ ଅସ୍ଥାନା ଥିବାବେଳେ ତାଙ୍କୁ ସୀମା ସୁରକ୍ଷା…

ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ -୨୦୧୯…

ଭୁବନେଶ୍ୱର: ଘୁଞ୍ଚିଲା ଓଡ଼ିଶା ସିଭିଲ ସର୍ଭିସ -୨୦୧୯ ପରୀକ୍ଷା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଡ଼ିଶା ପବ୍ଲିକ ସର୍ଭିସ କମିସନ (ଓପିଏସସି) ପକ୍ଷରୁ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସିଭିଲ ସର୍ଭିସ-୨୦୧୯ ମୁଖ୍ୟ ଲିଖିତ ପରୀକ୍ଷାକୁ ଆସନ୍ତା ନଭେମ୍ବର ମାସକୁ ଘୁଞ୍ଚାଇ ଦିଆଯାଇଥିବା ନେଇ ଓପିଏସସି…

ପିଜି ପ୍ରବେଶିକା ଆବେଦନ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର: ଘୁଞ୍ଚିଲା ପିଜି ପ୍ରବେଶିକା ଆବେଦନ ତାରିଖ। ରାଜ୍ୟରେ ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା (କମନ୍ ପିଜି ଏଣ୍ଟ୍ରାନ୍ସ ଟେଷ୍ଟ) ପାଇଁ ଆବେଦନ କରିବାର ଶେଷ ତାରିଖ ସେପ୍ଟେମ୍ବର ୧୦ ତାରିଖକୁ ଘୁଞ୍ଚାଇ ଯାଇଥିବା ନେଇ ଆଜି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଭାଗର ସୂଚନା ମୁତାବକ,…

ପାଣି ସୁଅରୁ ଉଦ୍ଧାର ହେଲା କଅଁଳା ଶିଶୁ

ଯାଜପୁର: ଯାଜପୁର ଜିଲ୍ଲା ବରୀ ଅଞ୍ଚଳର ପାଣି ମୁହଁରୁ କଅଁଳ ଶିଶୁକୁ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ। ବରୀ ବ୍ଲକ ରାମଚନ୍ଦ୍ରପୁର ଅଞ୍ଚଳର ଶଙ୍କରକୂଳ ଗାଁରୁ ୨ ମାସର ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଶିଶୁଙ୍କ ସମେତ ୬ ଜଣ ଲୋକ ଏକ ଘରେ ଫସି ରହିଥିଲେ। ଖବର ଜଣାପଡିବା ପରେ ଅଗ୍ନିଶମ କର୍ମଚାରୀ…

ମର୍ମନ୍ତୁଦ ସଡକ ଦୁର୍ଘଟଣା, ବାପ ପୁଅ ମୃତ

ବୌଦ୍ଧ : ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ସିଙ୍ଗାରୀ ଢାବା ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଦୁର୍ଘଟଣାରେ ବାପ ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଏକ ପୁଅ ଗୁରୁତର ଅଛି। ଗୁରୁତର ଥିବା ପୁଅକୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଜୁରାମୁଣ୍ଡା ଗାଁର ସୁଜିତ ଦାସ ତାଙ୍କ ୨…

କର୍ଣ୍ଣାଟକରେ କୃତ୍ରିମ ଚନ୍ଦ୍ରଗର୍ତ୍ତ…

ବେଙ୍ଗାଲୁରୁ: ଆସନ୍ତାବର୍ଷ ଚନ୍ଦ୍ରଯାନ-୩ ଲଞ୍ଚ କରିବ ଭାରତର ମହାକାଶ ସଙ୍ଗଠନ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। ଏହି ଯାତ୍ରାକୁ ସଫଳ କରିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରୁଛି ଇସ୍ରୋ। ଏଥିପାଇଁ ବାଙ୍ଗାଲୋରଠାରୁ ପ୍ରାୟ ୨୧୫ କିଲୋମିଟର…

ଜେଲ୍‌ରୁ ୨୧୮ କରୋନା ଆକ୍ରାନ୍ତ ଚିହ୍ନଟ

ରାୟଗଡା: ଦିନକୁ ଦିନ ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା। ପ୍ରତିଦିନ ହଜାର ହଜାର କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ରାଜ୍ୟରେ ଏବେ କରୋନା ସଂକ୍ରମଣ ଗ୍ରାଫ ଉପରମୁହାଁ ହୋଇରହିଥିବା ବେଳେ ଆଜି ରାୟଗଡା ଜିଲ୍ଲାରେ ୨୧୮ ଜେଲ୍‌ ଅନ୍ତେବାସୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।…