Odisha Link
Bridging the Missing Links in Odisha
Daily Archives

August 28, 2020

ହୀରାକୁଦ ଡ୍ୟାମ୍‌ର ୩୬ଟି ଗେଟ୍‍ ଖୋଲିଲା

ହୀରାକୁଦ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଆହୁରି ୪ଟି ଗେଟ୍‌ ଖୋଲାଯାଇଛି ଫଳରେ ହୀରାକୁଦରେ ମୋଟ ୩୬ଟି ଗେଟ ଦେଇ ବନ୍ୟାଜଳ ନିଷ୍କାଷିତ ହେଉଛି। ଶୁକ୍ରବାର ସକା​ଳ ସୁଦ୍ଧା ୨୪ଟି ଗେଟ ଖୋଲାଯାଇଥିବା ବେଳେ ପରେ ୨୮ଟି,୩୨ଟି ଏବଂ…

ମହାନଦୀ ସମ୍ଭାଳିଛି ୧୬ ଲକ୍ଷ କ୍ୟୁସେକ୍‌…

ଭୁବନେଶ୍ବର: ବନ୍ୟା ଖବର ନେଇ ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା ଏନେଇ ସୂଚନା ଦେଇଛନ୍ତି। ଶ୍ରୀ ଜେନା କହିଛନ୍ତି ଯେ, ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା କରାଯାଉଛି। ଛିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦକୁ ୮ ଲକ୍ଷ କ୍ୟୁସେକ ପଶୁଛି। ହୀରାକୁଦ ୩୨ ଗେଟ୍‌ ଖୋଲା ଯାଇଛି। ମୋଟ ୩୬ ଗେଟ୍‌…

ଜାପାନର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା…

ଓଏଲ୍‌ ବ୍ୟୁରୋ: ଜାପାନାର ପ୍ରଧାନମନ୍ତ୍ରୀ ପଦବିରୁ ଇସ୍ତଫା ଦେଲେ ସିଞ୍ଜୋ ଆବେ। ଜାପାନର ସବୁଠୁ ଅଧିକ ସମୟ ରହିଥିବା ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସ୍ବାସ୍ଥ୍ୟଗତ କାରଣରୁ ଇସ୍ତଫା ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସିଞ୍ଜୋ ଆବେ କହିଛନ୍ତି ଯେ, “ଯଦି ମୁଁ ଲୋକଙ୍କ ପାଇଁ ସର୍ବୋତ୍ତମ…

ରାଜ୍ୟରେ ବନ୍ୟା: ବିପଦସଙ୍କେତ ଉପରେ ୪…

ଭୁବନେଶ୍ୱର: ଉପରେମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀରେ ଜଳସ୍ତର ବଢୁଥିବା ଦେଖିବାକୁ ମିଳିଛି। ଏବେ ରାଜ୍ୟର ୪ଟି ପ୍ରମୁଖ ନଦୀ ବିପଦସଙ୍କେତ ଉପରେ ପ୍ରବାହିତ ହେଉଥିବା ଜଣାଯାଇଛି । ଯାଜପୁରର ବ୍ରାହ୍ମଣୀ ନଦୀ ଜେନାପୁର ଠାରେ ବିପଦସଙ୍କେତ ୨୩ ମିଟର ଥିବାବେଳେ ଏବେ ଜଳ ସ୍ତର ୨୩.୪୫ ମିଟର…

ବରଗଡ଼ ଜିଲ୍ଲାପାଳ ଅଫିସ ୩ ଦିନ ଯାଏ…

ବରଗଡ଼: ଦିନକୁ ଦିନ ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତ ସଂଖ୍ୟା। ଆଜି ବରଗଡ଼ ଜିଲ୍ଲାରୁ ୧୫୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ ଜିଲ୍ଲାପାଳଙ୍କ ଅଫିସରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଫଳରେ ଜିଲ୍ଲାପାଳଙ୍କ ଅଫିସକୁ ୩ ଦିନ ପାଇଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି।…

ଭାଷା ଅନୁବାଦ କରିବ ମାସ୍କ

ବିଶ୍ବକୁ ଘାରିଛି କରୋନା ଭୟ। ଏଥିରୁ ରକ୍ଷା ପାଇବା ପାଇଁ ସରକାର ନୂଆ ନୂଆ ନିୟମ କରୁଥିବା ବେଳେ କେତେବେଳେ ସଡ୍‌ ଡାଉନ୍‌ ତ ପୁଣି କେତେବେଳେ କରାଯାଉଛି ଲକ୍‌ ଡାଉନ୍ ।‌ ଏହା ଛଡା ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଉଥିବା ବେଳେ ବାରମ୍ବାର ହାତ ଧୋଇବା ସହ ସାନିଟାଇଜ୍ କରିବାକୁ ପରାମର୍ଶ ଦିଆଯାଉଛି…

ପାଣି ସୁଅରେ ଭାସିଗଲା ନାବାଳିକା

ବରଗଡ଼: ବରଗଡ଼ ଜିଲ୍ଲା ଦନ୍ତାନଦୀର ବନ୍ୟା ପାଣି ଦେଖିବାକୁ ଯାଇଥିବା ଜଣେ ୫ ବର୍ଷର ବାଳିକା ପାଣି ସୁଅରେ ଭାସିଯାଇଛି । ଗତକାଲି ସନ୍ଧ୍ୟା ସାଢେ଼ ୫ଟାରେ ଏହି ଘଟଣା ଘଟିଛି । ଭାସିଯାଇଥିବା ବାଳିକା ଜଣକ ବରଗଡ଼ ସରଲା ଗାଁର ବି ହଂସିନୀ ବୋଲି ଜଣାପଡ଼ିଛି। ହଂସିନୀର ପିତାଙ୍କ ଗୋଡ଼ ଭାଙ୍ଗି ଯାଇଥିବାରୁ ସେ…

ଯଦି ନିର୍ବାଚନ ନ ହୁଏ, ଆସନ୍ତା ୫୦ ବର୍ଷ…

ନୂଆଦିଲ୍ଲୀ: ଯେତେ ଲୁଚେଇଲେ ବି ଲୁଚୁନି କଂଗ୍ରେସର ଅନ୍ତଃକନ୍ଦଳ। ପୁଣିଥରେ ପଦାରେ ପଡ଼ିଲା କଂଗ୍ରେସର ଅନ୍ତଃକନ୍ଦଳ। ରାଜ୍ୟସଭାରେ ବିରୋଧୀ ଦଳର ନେତା ଗୁଲାମ ନବୀ ଆଜାଦ ପୁଣି ଥରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଏବଂ ସଂଗଠନର ପ୍ରମୁଖ ପଦବୀରେ ନିର୍ବାଚନ କରିବାକୁ ଜିଦ୍ ଧରିଛନ୍ତି। ଯାହାକୁ ନେଇ କଂଗ୍ରେସ…

କାନ୍ଥ ଭୁଶୁଡି ବୃଦ୍ଧ ମୃତ

ନୂଆପଡା: କାନ୍ଥ ଭୁଶୁଡି ବୃଦ୍ଧ ମୃତ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ନୂଆପଡା ଜିଲ୍ଲା କୋମନା ଥାନା ବିଶିବାହାଲ ଗାଁରେ। ରାତିରେ ଶୋଇ ଥିବା ସମୟରେ ଘରର ମାଟି କାନ୍ଥ ଭୁଶୁଡି ପଡିବାରୁ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ବୃଦ୍ଧ ମୃତକ ଜଣକ ହେଉଛନ୍ତି ୬୫ ବର୍ଷୀୟ ତ୍ରିନାଥ ଭୋଇ। ଗତକାଲି ରାତିରେ ଲଗାଣ ବର୍ଷା…

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ହାଇକୋର୍ଟ…

ଭୁବନେଶ୍ବର: ବହୁ ଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ନୂଆ ମୋଡ୍‌। ହାଇକୋର୍ଟର ଦ୍ବାରସ୍ଥ ହେଲେ ଆଦିତ୍ୟଙ୍କ ବାପା, ମା ଓ ପତ୍ନୀ ବିଦ୍ୟାଶ୍ରୀ। ସିବିଆଇ ତଦନ୍ତ ଦାବି ନେଇ ହାଇକୋର୍ଟରେ ଆବେଦନ କଲେ ପରିବାର ବର୍ଗ। ଗତ କାଲି ବିଦ୍ୟାଶ୍ରୀ ଲାଏ ଡିଟେକ୍ସନ୍ ଟେଷ୍ଟ ଦେଇଥିଲେ। ବର୍ତ୍ତମାନ…