Odisha Link
Bridging the Missing Links in Odisha
Daily Archives

September 1, 2020

ସ୍ବର୍ଗଦ୍ବାରରେ ଦାହ ସଂସ୍କାର କଟକଣା…

ପୁରୀ: ପୁରୀ ସ୍ବର୍ଗଦ୍ବାରରେ ଦାହ ସଂସ୍କାର କଟକଣା ବୃଦ୍ଧି। ସ୍ବର୍ଗଦ୍ବାରରେ ଶବ ଦାହ ସଂସ୍କାର କଟକଣା ପୁଣି ଏକ ମାସ ବୃଦ୍ଧି। ସେପ୍ଟେମ୍ବର ୩୦ ଯାଏଁ ସ୍ବର୍ଗଦ୍ବାରରେ ଦାହ ସଂସ୍କାର କଟକଣା ବଢ଼ାଇଲେ ପୁରୀ ଜିଲ୍ଲାପାଳ ବଳଓ୍ବନ୍ତ ସିଂ। କଟକଣା ମୁତାବକ ପୁରୀ ଜିଲ୍ଲା ବାହାର ଲୋକଙ୍କୁ ସ୍ବର୍ଗଦ୍ବାରରେ ଶବ…

ଆଦିତ୍ୟ ମୃତ୍ୟୁ ପଛରେ ସାଇକୋ ଲେଡ଼ି!

ଭୁବନେଶ୍ବର: ବହୁ ଚର୍ଚ୍ଚିତ ତଥା ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲା ଏବେ ନୂଆ ମୋଡ଼ ନେଇଛି। ଜଣେ ସାଇକୋ ଲେଡ଼ିକୁ ନେଇ ସନ୍ଦେହ ବ୍ୟକ୍ତି କରିଛନ୍ତି ଆଦିତ୍ୟଙ୍କ ବାପା। ଆଦିତ୍ୟ ବାପାଙ୍କ କହିବା ଅନୁଯାୟୀ ଜଣେ ଯୁବତୀ ଆଦିତ୍ୟଙ୍କୁ ବାହାଘର ପୂର୍ବରୁ ବ୍ଲାକମେଲିଂ କରୁଥିଲେ। ସେ ଆଦିତ୍ୟଙ୍କୁ ଏକତରଫା ଭଲ…

ପଞ୍ଚଭୂତରେ ଲୀନ ହେଲେ ପ୍ରଣବ ଦା

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ପଞ୍ଚଭୂତରେ ଲୀନ ହେଲେ ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ପ୍ରଣବ ମୁଖାର୍ଜୀ। ତାଙ୍କୁ ଆଡ଼ଅଫ ଅନର ପ୍ରଦାନ କରାଯାଇଛି। ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପାର୍ଥିବ ଶରୀରକୁ ତାଙ୍କ ୧୦ ରାଜାଜୀ ମାର୍ଗ ସ୍ଥିତ ବାସଭବନରୁ ଲୋଧି ରୋଡ଼ ସ୍ଥିତ ଶ୍ମଶାନ ଘାଟକୁ ନିଆଯାଇଥିଲା। ସେଠାରେ…

ଆଜିଠୁ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି :…

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ବସ୍ ଚଳାଚଳ ସ୍ୱାଭାବିକ ହୋଇଛି ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ରାଜ୍ୟରେ ବସ୍ ଚଳାଚଳ ନେଇ ପରିବହନ ମନ୍ତ୍ରୀ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତିି ଯେ, ବସ୍ ଯାତ୍ରା କରିବା ସମୟରେ ସମସ୍ତ ଯାତ୍ରୀ କୋଭିଡ୍ ନିୟମ ମାନିବାକୁ କୁହାଯାଇଛି । ଏହା…

୨୦୦ ଟଙ୍କା ପାଇଁ ଦୁଇ ଭାଇଙ୍କ ମୃତ୍ୟୁ

ଯାଜପୁର: ମାତ୍ର ୨ଶହ ଟଙ୍କା ପାଇଁ ଚାଲିଗଲା ଦୁଇ ଭାଇଙ୍କ ଜୀବନ। ଯାଜପୁର ଜିଲ୍ଲା କାଳିଆପାଣି ମହ୍ଲାର ସାହି ମାଙ୍କେଡିଆ ବସ୍ତିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମଜୁରୀ ଟଙ୍କା ଭାଗ ବଣ୍ଟାକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା। ପରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ୨ ଶହ ଟଙ୍କାକୁ ନେଇ…

ଚର୍ଚ୍ଚାରେ ‘ମୋଦୀ ଇଟିଲି’,…

କୋଇମ୍ବାଟୁର: ପିଏମ୍‌ ମୋଦୀଙ୍କ ଲୋକପ୍ରିୟତା ସାରା ଭାରତରେ ରହିଛି। ପିଏମ୍‌ ମୋଦୀଙ୍କୁ ଜଣେ ଦକ୍ଷ ନେତା ଭାବେ ବହୁତ ଜନସାଧାରଣ ପସନ୍ଦ କରନ୍ତି। ଯାହା ୨୦୧୯ ସାଧାରଣ ନିର୍ବାଚନରେ ମୋଦୀଙ୍କ ଲୋକପ୍ରିୟତା ଦେଖିବାକୁ ମିଳିଥିଲା। ମୋଦୀଙ୍କ ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ତାମିଲନାଡ଼ୁର ସେଲମ ସହରରେ ମୋଦୀଙ୍କ…

ଟାପୁରେ ଫସିଛନ୍ତି ହାତୀ ପଲ

ପଦ୍ମପୁର: ଉପରେମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ଅନେକ ନଦୀରେ ବନ୍ୟା ଆସିଛି। ଫଳରେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଛି। କେଉଠିଁ ବନ୍ୟା ପାଣିରେ ଲୋକେ ଫସି ରହିଛନ୍ତି ତ ପୁଣି କେଉଁଠି ଆଜି ପର୍ଯ୍ୟନ୍ତ ବନ୍ୟା ପାଣି ଛାଡୁ ନାହିଁ। ଏଥିରୁ ବାଦ ପଡିନାନ୍ତି ଜଙ୍ଗଲୀ ପଶୁ। ଏମିତି ଏକ ଘଟଣା ଦେଖିବାକୁ…

କଟକ ଡିସିପି ଅଫିସ୍‌ ସଟ୍‌ଡାଉନ୍

କଟକ: କଟକ ଡିସିପି ଅଫିସ୍‌ ସଟ୍‌ଡାଉନ୍। ୩ ଦିନ ଯାଏଁ ଡିସିପି ଅଫିସ୍‌କୁ ସଟ୍‌ଡାଉନ୍‌ ଘୋଷଣା। କଲେ ଡିସିପି ପ୍ରତୀକ ସିଂହ। ଡିସିପି ଅଫିସ୍‌ରୁ ଏକାଧିକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ଡିସିପି ଅଫିସ୍‌କୁ ୩ ଦିନ ଯାଏଁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଡିସିପି ଅଫିସ୍‌ର ୧୫ ଜଣ କର୍ମଚାରୀ…

ବଜ୍ରପାତରେ ଚାଲିଗଲା ୩ ଜୀବନ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ନନ୍ଦିପାଦା ଥାନା ଇଞ୍ଚୋଳରେ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ବାହାରିପୁରରେ ଜଣେ ଏବଂ ରାମଚନ୍ଦ୍ରପୁର ଥାନା ଗଡବାନ୍ଧୋଗଡା ସାପୁଆସାହିରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ବିଲରେ କାମ କରୁଥିବା ସମୟରେ ବଜ୍ରପାତ ହୋଇଥିଲେ । ବଜ୍ରାଘାତରେ ସମସ୍ତଙ୍କର ମୃତ୍ୟୁ ହୋଇଛି ।

ଟେଲିକମ୍‌ କମ୍ପାନୀଙ୍କୁ ଆଶ୍ବସ୍ତି, AGR…

ନୂଆଦିଲ୍ଲୀ: ଟେଲିକମ୍ କମ୍ପାନୀଗୁଡ଼ିକୁ ବଡ଼ ଆଶ୍ବସ୍ତି। ଆଡଜଷ୍ଟଡ୍ ଗ୍ରସ ରେଭେନ୍ୟୁ (ଏଜିଆର) ମାମଲାରେ ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି। ପୂର୍ବରୁ ଅନେକ ଟେଲିକମ କମ୍ପାନିଗୁଡ଼ିକ ଏଜିଆର ଦେୟ ଦେବା ପାଇଁ ୧୫-୨୦ବର୍ଷ ସମୟ ମାଗିଥିବା ବେଳେ ସୁପ୍ରିମକୋର୍ଟ ସେମାନଙ୍କୁ ୧୦ବର୍ଷ ସମୟ ଦେଇଛନ୍ତି। ଏବେ…