Odisha Link
Bridging the Missing Links in Odisha
Daily Archives

September 2, 2020

ଜାଲ ବିଇଡି ପ୍ରମାଣପତ୍ର ଦେଇ ଫସିଲେ ୧୨…

କେନ୍ଦୁଝର: ଇଚ୍ଛାଥିଲା ସରକାରୀ ଚାକିରି। ନକଲି ପ୍ରମାଣପତ୍ରର ସାହାରା ନେଇ ଇଚ୍ଛା ପୂରଣ କରି ହେଲେ ଶିକ୍ଷକ। ମୋଟା ଅଙ୍କର ଦରମା ନେଇ ଜୀବନକୁ ବେଶ୍ ଆରାମରେ କାଟିବେ ବୋଲି ଭାବିଥିଲେ। ହେଲେ ଏବେ ସବୁ ଫସର ଫାଟିଯାଇଛି । ଏଭଳି ଏକ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲାରେ। ଜାଲ ବିଇଡି ପ୍ରମାଣପତ୍ର ଦେଇଥିବା…

ବନ୍ୟାଞ୍ଚଳ ତଦାରଖ ପାଇଁ ଏଆଇସିସି କମିଟି…

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଓ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଓଡ଼ିଶାରେ ଭୟଙ୍କର ବନ୍ୟା ବିତ୍ପାତ ଦେଖାଦେଇଛି। ଏହାଦ୍ୱାରା ରାଜ୍ୟର ପ୍ରାୟ ୧୨ଟି ଜିଲ୍ଲା ପ୍ରଭାବିତ ହୋଇଛି। ବନ୍ୟା କାରଣରୁ ହଜାର ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇଯାଇ ଥିବା ବେଳେ ବହୁ କଚ୍ଚା ଘର ଭାଙ୍ଗି…

ୟୁଜି/ପିଜି ପରୀକ୍ଷା ଘୁଞ୍ଚାଇବାକୁ…

ଭୁବନେଶ୍ୱର: ସେପ୍ଟେମ୍ବର ୩୦ ସୁଦ୍ଧା ସ୍ନାତକ(ୟୁଜି) ଓ ସ୍ନାତକୋତ୍ତର(ପିଜି) ଶେଷ ସେମିଷ୍ଟର ପରୀକ୍ଷା ଶେଷ କରିବା ପାଇଁ ସୁପ୍ରିକୋର୍ଟ ରାୟ ଦେଇଥିଲେ। ଏହା ପରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରୀକ୍ଷା ପରିଚାଳନା ପାଇଁ ପଦକ୍ଷେପ ଆରମ୍ଭ କରାଯାଇଥିଲା। ୟୁଜିସି ନିୟମ ମୁତାବକ ପରୀକ୍ଷା କରିବାକୁ ଉଚ୍ଚଶିକ୍ଷା…

ପଥର ସନ୍ଧିରୁ ୫ ବର୍ଷର ଶିଶୁ ଉଦ୍ଧାର

ବୌଦ୍ଧ: ପଥର ସନ୍ଧିରୁ ୫ ବର୍ଷର ଶିଶୁ ଉଦ୍ଧାର। ପୁରୁଣା କଟକ ବୁରୁଗୁଡ଼ା ଗାଁ ନିକଟସ୍ଥ ପାହାଡ଼ି ଲକ୍ଷ୍ମୀ ନାଳରେ ଫଶି ରହିଥିବା ଶିଶୁ ଉଦ୍ଧାର। ନାଳକୁ ଗାଧୋଇବାକୁ ଯାଇଥିବା ବେଳେ ୫ ବର୍ଷର ଶିଶୁର ଗୋଡ଼ ପଥର ସନ୍ଧିରେ ଫସି ଯାଇଥିଲା। ଗୋଡ଼ ନବାହାରିବାରୁ ଓଡ୍ରାଫ ଟିମ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର…

ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌…

ଭୁବନେଶ୍ବର: ଆଗାମୀ ପର୍ଯ୍ୟଟନ ଋତୁରେ ବେଳାଭୂମି ପରିବେଶ ଏବଂ ସୌନ୍ଦର୍ଯ୍ୟ ପରିଚାଳନା ସେବା (ବିମ୍ସ) କାର୍ଯ୍ୟକ୍ରମ ଅଧୀନରେ ‘ବ୍ଲୁ ଫ୍ଲାଗ୍‌' ମାନ୍ୟତା ପାଇବା ପାଇଁ ଅନ୍ତର୍ଜାତୀୟ ଜୁରି (ଡେନମାର୍କ)କୁ ସୁପାରିଶ କରାଯାଇଥିବା ଦେଶର ୮ଟି ଭାରତୀୟ ବେଳାଭୂମି ମଧ୍ୟରେ ସ୍ୱର୍ଣ୍ଣିମ ବେଳାଭୂମି ପୁରୀକୁ…

୪ ମାସ ହେଲା ମିଳୁନି ଏଲପିଜି ସବସିଡି!

ନୂଆଦିଲ୍ଲୀ: ଗ୍ୟାସ୍‌ ଉପଭୋକ୍ତାଙ୍କୁ ଆଉ ମିଳୁନି ସବ୍‌ସିଡି ଟଙ୍କା। ଏଲ୍‌ପିଜି ସିଲିଣ୍ଡର ଉପରେ ଆଉ ସବ୍‌ସିଡି ମିଳୁନାହିଁ। ସିଲିଣ୍ଡର ପିଛା ଦରରେ ନିୟମିତ ବୃଦ୍ଧି ଘଟିବା ଓ ଆନ୍ତର୍ଜାତିକ ବଜାରରେ ତୈଳ ଦର ହ୍ରାସ ପାଇବାରୁ ଏଲ୍‌ପିଜି ଉପରେ ଆଉ ସବ୍‌ସିଡି ଦେବାକୁ ପଡ଼ୁନାହିଁ। ଏଲ୍‌ପିଜି ଗ୍ୟାସ୍‌…

ସ୍ୱାଭାବିକ ହେବ ଯାତ୍ରୀବାହୀ ବସ ଚଳାଚଳ:…

ଭୁବନେଶ୍ୱର: ସରକାରଙ୍କ ଆଦେଶ ମୁତାବକ ରାଜ୍ୟରେ ଲକଡାଉନ ଓ ସଟଡାଉନ କଟକଣା ସମ୍ପୂର୍ଣ୍ଣ ହଟାଇଛନ୍ତି। ଏବେ ଯାତ୍ରୀବାହୀ ବସ ଚଳାଚଳ ସ୍ୱାଭାବିକ। ଏପରି ଆଶା ବ୍ୟକ୍ତ କରି କହିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା। ସେପଟେ ରାଜ୍ୟ ଘରୋଇ ବସ ମାଲିକ ସଂଘର କହିବା କଥା କଟକଣା କୋହଳ ପରେ ବି…

ରାମ ମନ୍ଦିର ନକ୍ସାକୁ ବୋର୍ଡର ମଞ୍ଜୁରୀ

ଅଯୋଧ୍ୟା : ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ଶ୍ରୀରାମ ମନ୍ଦିର ପାଇଁ ପ୍ରସ୍ତୁତ ନକ୍ସା ଏବଂ ପାର୍ଶ୍ବ ଅଞ୍ଚଳର ମାନଚିତ୍ରକୁ ବୋର୍ଡର ମଞ୍ଜୁରୀ। ଅଯୋଧ୍ୟା ବିକାଶ ପ୍ରାଧିକରଣର ବୈଠକରେ ମନ୍ଦିରର ନକ୍ସା ସର୍ବସମ୍ମତି କ୍ରମେ ଗୃହିତ ହୋଇଛି। ପ୍ରାଧିକରଣର ଅଧ୍ୟକ୍ଷ ତଥା କମିଶନର ଏସ.ପି ଅଗ୍ରୱାଲଙ୍କ…

ବିପୁଳ ପରିମାଣର ଦେଶୀମଦ ଜବତ, ୧୦ ଗିରଫ

ପାଟଣା: ବିପୁଳ ପରିମାଣର ଦେଶୀମଦ ଜବତ। କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ଚଢାଉ କରି ବିପୁଳ ପରିମାଣର ଦେଶୀମଦ ଜବତ କରିବା ସହ ୧୦ଜଣଙ୍କୁ ଗିରଫ କରିଛି। ପାଟଣା ଓ ତୁରୁମୁଙ୍ଗା ଥାନା ଅଞ୍ଚଳରେ ଚଢ଼ାଉ କରାଯାଇଛି। ଘଟଣାରେ ୧୦ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ୟକ୍ତି ହେଲେ…

ବୁଲା କୁକୁରଙ୍କ ପାଇଁ ଫେଲ୍ ମାରିଲା ଲୁଟ୍…

ଭୁବନେଶ୍ୱର: ଜନଜୀବନ ରକ୍ଷା କରିବାରେ ସହାୟକ ହେଉଛନ୍ତି ମଣିଷର ବିଶ୍ୱାସୀ ପ୍ରାଣୀ କୁକୁର । କେତେବେଳେ ଘର ଭିତରକୁ ପଶୁ ଥିବା ବିଷଧର ସାପ ସହ ଲଢେ଼ଇ କରି ଜୀବନ ଦେଉଛି ତ ଆଉ ପୁଣି କେତେବେଳେ ମରଣ ମୁହଁରୁ ତା’ମାଲିକକୁ ବଞ୍ଚାଉଛି। ଏହି ବିଶ୍ବାସୀ ପ୍ରାଣୀ ଯୋଗୁ ରାଜଧାନୀରେ ଏକ ବଡ଼ ଧରଣର ଡକାୟତି ବ୍ୟର୍ଥ…