Odisha Link
Bridging the Missing Links in Odisha
Daily Archives

September 2, 2020

ବିଶ୍ୱବିଦ୍ୟାଳୟ ସ୍ତରରେ ବଡ଼ ସଂସ୍କାର,…

ଭୁବନେଶ୍ବର: ଅପରାହ୍ନରେ ହୋଇଥବା ରାଜ୍ୟ କାବିନେଟରେ ନିଆଯାଇଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଉଚ୍ଚଶିକ୍ଷା କ୍ଷେତ୍ରରେ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ବିଶ୍ୱ ବିଦ୍ୟାଳୟ ସ୍ତରରେ ହେବ ବଡ ସଂସ୍କାର। ୟୁନିଭର୍ସିଟିରେ ବ୍ୟାପକ ପରିବର୍ତ୍ତନ ନେଇ ସରକାରଙ୍କ ନିଷ୍ପତ୍ତି । ପ୍ରେସମିଟ କରି ସଂସ୍କାର…

ଐତିହ୍ୟ କ୍ୟାବିନେଟ୍‌ରେ ୭ଟି ପ୍ରସ୍ତାବକୁ…

ଭୁବନେଶ୍ବର: ଆଜି ଅପରାହ୍ନରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ଭର୍ଚୁଆଲ ମାଧ୍ୟମରେ ହୋଇଛି। ଅନେକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯିବା ସହ ବହୁ…

IPL ୨୦୨୦: ଖେଳିବେନି ମାଲିଙ୍ଗା, ତାଙ୍କ…

ନୂଆଦିଲ୍ଲୀ: ମୁ‌ମ୍ବାଇ ଇଣ୍ଡିଆନ୍ସର ଷ୍ଟାର ଖେଳାଳି ଲାସିଥ୍‌ ମାଲିଙ୍ଗା ଖେଳିବେନି IPL ୨୦୨୦। ବ୍ୟକ୍ତିଗତ କାରଣରୁ ଚଳିତ IPL ସଂସ୍କରଣ ଖେଳିବେନି ଏହି ଷ୍ଟାର ଖେଳାଳି। ଏନେଇ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସୂଚନା ଦିଆଯାଇଛି। IPLର ୪ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ମାଲିଙ୍ଗାଙ୍କ ବଦଳ ଖେଳାଳି ଭାବେ…

ପ୍ଲାଜମା ଦେଲେ ଓଡ଼ିଆ‌ ଯବାନ, ପ୍ରଶଂସା…

ଜଗତସିଂହପୁର: କରୋନା ସଂକ୍ରମଣ ଅଣାୟତ୍ତ। ଏପରିକି କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ କୌଣସି ଟିକା ବାହାରି ନାହିଁ। ଏଭଳି କ୍ଷେତ୍ରରେ ପ୍ଲାଜମା ଚିକିତ୍ସା ବରଦାନ ସଦୃଶ୍ୟ ସାବ୍ୟସ୍ତ ହୋଇଛି। ପ୍ଲାଜମା ଚିକିତ୍ସାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ରାଜ୍ୟର ୬ଟି ଜାଗାରେ ପ୍ଲାଜମା ବ୍ୟାଙ୍କ ଖୋଲିଛନ୍ତି।…

ବନ୍ୟା ଘେରରେ ଲୋକେ, ନବୀନ ଦିନେ…

ଭୁବନେଶ୍ବର: ଲଗାଣ ବର୍ଷା ହେତୁ ରାଜ୍ୟରେ ବନ୍ୟା ସ୍ଥିତି। ବର୍ଷା ଛାଡ଼ି ଯାଇଛି ସତ ହେଲେ ସରିନି ଜନସାଧାରଣଙ୍କ ଦୁର୍ଦ୍ଦଶା। କାଁଭାଁ କେଉଁଠି ରିଲିଫ ପହଞ୍ଚିଛି ତ ଆଉ କେଉଁଠି ସରକାର ଓ ପ୍ରଶାସନର ସାହାଯ୍ୟକୁ ଅପେକ୍ଷା କରି ଭୋକ ଓପାସରେ ଦିନ କାଟୁଛନ୍ତି ଲୋକେ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ୟୁଜି/ପିଜି ପରୀକ୍ଷା ପାଇଁ ଅଧିକ ୧୦ ଦିନ…

ଭୁବନେଶ୍ବର: ୟୁଜି/ପିଜି ଫାଇନାଲ୍‌ ପରୀକ୍ଷା ପାଇଁ ଅଧିକ ସମୟ ମାଗିଲା ରାଜ୍ୟ। ଏ ନେଇ ୟୁଜିସି ସଚିବଙ୍କୁ ଚିଠି ଲେଖିଲେ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର। ସେପ୍ଟେମ୍ବର ୩୦ ପରିବର୍ତ୍ତେ ଅକ୍ଟୋବର ୧୦ ଯାଏଁ ସମୟ ଦେବାକୁ ଚିଠି ଲେଖା ଯାଇଛି। ଚିଠିରେ ରାଜ୍ୟରେ କରୋନା ସ୍ଥିତି ଯୋଗୁଁ ଅଧିକ ସମୟ ଦେବାକୁ…

ଡିଜିଟାଲ ଷ୍ଟ୍ରାଇକ୍‌: ପବ୍‌-ଜି ସମେତ ଆଉ…

ନୂଆଦିଲ୍ଲୀ: ପୁଣି ଆସିଲା ବଡ଼ ଖବର। କେନ୍ଦ୍ର ସରକାରଙ୍କର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ସୀମାରେ ଭାରତ-ଚୀନ ମଧ୍ୟରେ ଜାରି ରହିଥିବା ତିକ୍ତତା ମଧ୍ୟରେ କେନ୍ଦ୍ର ସରକାରଙ୍କର ଆଉ ଏକ ବଡ଼ ନିଷ୍ପତ୍ତି । ସବୁଠୁ ଅଧିକ ବୃବହୃତ ଗେମିଂ ମୋବାଇଲ ଆପ୍‌ ପବ୍‌-ଜି ଆପ୍‌ ସମେତ ୧୧୮ ମୋବାଇଲ ଆପ୍‌କୁ ବ୍ୟାନ ଘୋଷଣା…

ଶିମିଳିପାଳ ଜଙ୍ଗଲରୁ ହାତୀ ଛୁଆର ମୃତଦେହ…

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଯଶିପୁର ଶିମିଳିପାଳ ବନାଞ୍ଚଳର ଜାତୀୟ ଉଦ୍ୟାନ ରେଞ୍ଜ ଅନ୍ତର୍ଗତ ଜାମୁଆଣି ସେକ୍ସନର ରାଜପାଳ ଗ୍ରାମ ନିକଟରେ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି। ଏ ନେଇ ଖବର ପାଇ ଯଶୀପୁର ଜାତୀୟ ଉଦ୍ୟାନ ରେଞ୍ଜ ଅଧିକାରୀ, ଏସିଏଫ୍ ପ୍ରମୁଖ ସମ୍ପୃକ୍ତ ଅଞ୍ଚଳରେ ପହଞ୍ଚି ହାତୀ ଶାବକର…

ଆସନ୍ତା ୨ ଦିନ ଯାଏ ରାଜ୍ୟରେ ବର୍ଷା…

ଭୁବନେଶ୍ବର: ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ। ଉପକୂଳ ଆନ୍ଧ୍ରପ୍ରଦେଶ ଓ ଉତ୍ତରରେ ଏକ ଘୂର୍ଣ୍ଣିବଳୟ ପ୍ରବାହ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନ ଠାରୁ ୨.୧ କିଲୋମିଟର ଉଚ୍ଚତାରେ ତାମିଲନାଡୁ ଉପକୂଳ ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆସନ୍ତା ଅଗଷ୍ଟ…

ଇଡିର ଖୁଲାସା: ବିଭିନ୍ନ ହ୍ବାଟ୍‌ସଆପ୍‌…

ମୁମ୍ବାଇ: ଦିନକୁ ଦିନ ବଲିଉଡର ଷ୍ଟାଇଲିସ୍‌ ଷ୍ଟାର ସୁଶାନ୍ତ ସିଂ ମୃତ୍ୟୁ ମାମଲାକୁ ନେଇ ସସ୍‌ପେନ୍ସ ଜାରି ରହିଛି। ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ତଦନ୍ତ ଭାର ଏବେ ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କରୁଛି। ଏହି ମାମଲାରେ ଛନ୍ଦି ହୋଇଯାଇଥିବା ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍‌ ଲିଙ୍କ୍‌…