Odisha Link
Bridging the Missing Links in Odisha
Daily Archives

September 4, 2020

ଦୁଇ ବର୍ଷର ପୁତୁରାକୁ ହାଣିଦେଲା ଦାଦା

ମାଲକାନଗିରି: ନିଜ ଦୁଇ ବର୍ଷର ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ନୃଶଂସ ଦାଦା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ମାଥିଲି ଥାନା କୋପ୍ରା ଗାଁରେ ପୂର୍ବ ଶତ୍ରୁତାରୁ ନୃଶଂସ ଦାଦା ଏମିତି କାଣ୍ଡ କରିଛି। ଖବର ପାଇ ଘଟଣା ସ‌୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ଦାଦାକୁ ଅଟକ ରଖି…

ଜେଲ ଗଲେ କୋଟିପତି ବାବୁ

ଢେଙ୍କାନାଳ: ଜେଲ୍‌ ଗଲେ ଏଆରସିଏସ ରମେଶ ବେହେରା। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ  ଫ୍ୟାକ୍ଟି୍ର ଓ ବଏଲର୍ସ ଉପନିଦେ୍ର୍ଧଶକ ରମେଶ ବେହେରାଙ୍କୁ ଭିଜିଲାନ୍ସ ଗିରଫ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ୪ଟି ଟିମ ଏକ କାଳୀନ ଚାରୋଟି ଜାଗାରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଭୁବନେଶ୍ୱରର ପଟିଆରେ ଥିବା…

ଯୁବ ଆଇପିଏସଙ୍କୁ ମୋଦୀଙ୍କ ଗୁରୁମନ୍ତ୍ର

ନୂଆଦିଲ୍ଲୀ: ସିଂଘମ ଭଳିଆ ନହୋଇ ପ୍ରେମରେ ଲୋକଙ୍କ ହୃଦୟ ଜିତିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରାମର୍ଶ ଦେଇଛନ୍ତି। ଟ୍ରେନିଂ ଆଇପିଏସମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଆଇପିଏସ ପ୍ରୋବେସନରମାନଙ୍କ ସହ ଆଲୋଚନା କାଳରେ ମୋଦି ସେମାନଙ୍କ ପ୍ରଶିକ୍ଷଣ ଠାରୁ ନେଇ ଲୋକତନ୍ତ୍ର ଓ…

ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କୁ କରୋନା

ନବରଙ୍ଗପୁର: ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କୁ କରୋନା। ଏ ନେଇ ସୋସିଆଲ ମିଡିଆରେ ରମେଶ ମାଝୀ ଜଣାଇଛନ୍ତି। ଏପରିକି ତାଙ୍କ ସଂଶ୍ପର୍ସରେ ଆସିଥିବା ବ୍ୟକ୍ତିଙ୍କୁ ଘରୋଇ ସଂଗରୋଧରେ ରହିବାକୁ ପରାମର୍ଶ ଦେଇଛନ୍ତି। ଗତକାଲି ମନ୍ତ୍ରୀ ପଦ୍ମିନୀ ଦିଆନ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ ହୋଇଥିଲେ । ଅନ୍ୟପଟେ …

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ : ୭ ମୃତ

ଚେନ୍ନାଇ: ତାମିଲନାଡୁର ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ତାମିଲନାଡୁର କୁଡ୍ଡାଲୋର ଜିଲାର କାଟ୍ଟାମନ୍ନାରକୋଲ ସହରରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।ବାଣ ବିସ୍ଫୋଣଣର ମାତ୍ରା ଏତେଥିଲା ଯେ  କଂକ୍ରିଟ କୋଠା ସଂପୂର୍ଣ୍ଣ  ଭୁଶୁଡି…

ଏଣିକି ଓଟିଡିସି କରିବ ବଣଭୋଜିର ବ୍ୟବସ୍ଥା

ଭୁବନେଶ୍ୱର: ଏଣିକି ଆଉ ବଣଭୋଜି କରିବା ପାଇଁ ଚିନ୍ତା ମୁଣ୍ଡାଇବାକୁ ପଡ଼ିବ ନାହିଁ। ବୁକିଂ ମାତ୍ରେ ଆପଣଙ୍କ ପାଇଁ ବଣଭୋଜିର ସମସ୍ତ ସୁବିଧା ଯୋଗାଡ଼ କରିଦେବ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)। ପ୍ରଥମ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିତ କିଛି ଜୈବ ପର୍ଯ୍ୟଟନ ସ୍ଥଳରେ ଏ ସମସ୍ତ ସୁବିଧା…

ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍‌ ବନ୍ଦ

ହୀରାକୁଦ : ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ୍‌ ବନ୍ଦ। ଉପର ମୁଣ୍ଡରେ ବର୍ଷା କମିଥିବାରୁ ଜଳ ଭଣ୍ଡାରକୁ ଜଳ ପ୍ରବାହ କମିଯାଇଛି। ସେଥିପାଇଁ ହୀରାକୁଦର ଡ୍ୟାମର ଆଉ ତିନୋଟି ଗେଟ୍‌କୁ ବନ୍ଦ କରାଯାଇଛି। ଏବେ ମୋଟ୍ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ହୀରାକୁଦ ଡ୍ୟାମର ବାମପଟୁ ୪ଟି ଗେଟ୍ ଦେଇ ଜଳ…

ସୀମା ବିବାଦ ମଧ୍ୟରେ ଚୀନ୍ ପ୍ରତିରକ୍ଷା…

ନୂଆଦିଲ୍ଲୀ : ସୀମାରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ ଥିବାରୁ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ପରିସ୍ଥିତିରେ ମସ୍କୋ ଗସ୍ତରେ ଥିବା ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିଜର ଚୀନ ପ୍ରତିରକ୍ଷା ମନ୍ତ୍ରୀ ଓ୍ଵି ଫେଗହିଙ୍କୁ ଭେଟିବେ। ପୂର୍ବରୁ ଏହି ସାକ୍ଷାତ ପାଇଁ କୌଣସି କାର୍ଯ୍ୟକ୍ରମ…

ଉପଜିଲ୍ଲାପାଳଙ୍କ ନାଁରେ ଅସଦାଚରଣ ଅଭିଯୋଗ…

ବଲାଙ୍ଗିର: ଜଣେ ମହିଳା କର୍ମଚାରୀଙ୍କୁ ଉପଜିଲ୍ଲାପାଳ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏନେଇ ସମ୍ପୃକ୍ତ ମହିଳା କର୍ମଚାରୀ ଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ଉପଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ଏଠାରୁ ବଦଳି କରିବା ପାଇଁ ସମ୍ପୃକ୍ତ ମହିଳା ଜିଲ୍ଲାପାଳଙ୍କ…

ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତଙ୍କୁ…

ଭଦ୍ରକ: ରାଜ୍ୟରେ ଦିନକୁ ଦିନ ହୁ ହୁ ହୋଇ ବଢ଼ିଚାଲିଛି କରୋନା। ପୂର୍ବରୁ ଅନେକ ରାଜନୈତିକ ବ୍ୟକ୍ତି କରୋନା ପଜିଟିଭ ହୋଇଥିବା ବେଳେ ପୁଣି ଜଣେ ବିଧାୟକ କରୋନା ପଜିଟିଭ ହୋଇଥିବା ଜଣାଯାଇଛି। ଭଦ୍ରକ ଜିଲ୍ଲାର ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କୁ କରୋନା ହୋଇଥିବା ଜଣାଯାଇଛି। ଏନେଇ ସେ ନିଜେ…