Odisha Link
Bridging the Missing Links in Odisha

କରୋନା ପାଇଁ ଘୁଞ୍ଚିଲା ଓଜେଇଇ

ଭୁବନେଶ୍ବର: କରୋନା ପାଇଁ ଘୁଞ୍ଚିଲା ଚଳିତ ବର୍ଷ ଓଜେଇଇ ପରୀକ୍ଷା। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ଆଜି ସୂଚନା ଦିଆଯାଇଛି। ଚଳିତ ବର୍ଷ ଓଜେଇଇ ଅନ୍‌ଲାଇନ୍‌ ପରୀକ୍ଷା ସେପ୍ଟେମ୍ବର ୯ରୁ ୧୫ ତାରିଖ ଯାଏଁ ହେବାକୁଥିଲା।

ପରୀକ୍ଷା ପାଇଁ ରାଜ୍ୟରେ ୨୧ଟି ଏବଂ ରାଜ୍ୟ ବାହାରେ ୩ଟି ପରୀକ୍ଷା କେନ୍ଦ୍ରରେ ହୋଇଥିଲା। ରାଞ୍ଚି, କୋଲକାତା ଓ ପାଟନାରେ ଓଜେଇଇ ପରୀକ୍ଷା କେନ୍ଦ୍ରରେ ହୋଇଥିଲା। ଆସନ୍ତା ମାସରେ ହୋଇପାରେ ଓଜେଇଇ ଅନ୍‌ଲାଇନ୍‌ ପରୀକ୍ଷା।

Comments are closed.