Odisha Link
Bridging the Missing Links in Odisha
Daily Archives

September 10, 2020

ଭିତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର…

ଭୁବନେଶ୍ୱର: ଦେଶର ତୈଳ ଏବଂ ଗ୍ୟାସ ରାଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ) ଓ ସେମାନଙ୍କ ଯୌଥ ଉଦ୍ୟୋଗ ସାହାଯ୍ୟରେ ଗ୍ୟାସ ଆଧାରିତ ଭିତିଭୂମି ନିର୍ମାଣ ଦିଗରେ ଭାରତ ଅଗ୍ରସର ବୋଲି ଆଜି ଭିଡିଓ କନଫରେନ୍ସିଂ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ ୫୬ଟି ସିଏନଜି ଷ୍ଟେସନ ଲୋକାର୍ପଣ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ…

ଟ୍ରକ୍ ଓ କାର ମୁହାଁମୁହିଁ, ୨ ମୃତ

ସମ୍ବଲପୁର: ସମ୍ବଲପୁର ୫୫ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜୁଜୁମୁରା ଥାନା ଅନ୍ତର୍ଗତ ସମ୍ବଲପୁରୀ ଢ଼ାବା ସାମ୍ନାରେ ଅପରାହ୍ନରେ ଟ୍ରକ୍ ଓ କାର ମୁହାଁମୁହିଁ ଧକ୍କା ହୋଇଥିଲା ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି…

ଏନ୍‌ଏସ୍‌ଡିର ନୂଆ ଅଧ୍ୟକ୍ଷ ହେଲେ ପରେଶ…

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ବିଜେପି ନେତା ପରେଶ ରାୱଲଙ୍କୁ ନ୍ୟାସନାଲ ସ୍କୁଲ ଅଫ ଡ୍ରାମା (ଏନଏସଡି)ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ବିଜେପିର ପୂର୍ବ ଲୋକସଭା ସାଂସଦ ପରେଶ ରାୱଲ ଏଣିକି ଏନଏସଡିର ଦାୟିତ୍ୱ ସମ୍ଭାଳିବେ। ୨୦୧୭ ମସିହାରୁ ଏନଏସଡି ଅଧ୍ୟକ୍ଷ ପଦ ଖାଲିପଡିଥିଲା। ପରେଶଙ୍କ…

ଅସଭ୍ୟ ମନ୍ତବ୍ୟ ନେଇ କଙ୍ଗନାଙ୍କ ବିରୋଧରେ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିରୋଧରେ ମାମଲା ରୁଜ୍ଜୁ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପ୍ରତି ଅସଭ୍ୟ ଭାଷା ପ୍ରୟୋଗ କରିଥିବା ଅଭିଯୋଗରେ କଙ୍ଗନାଙ୍କ ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ଆଜି ମୁମ୍ବାଇର ବିକ୍ରୋଲି ଥାନାରେ କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।…

ଅଭିନେତ୍ରୀ ବର୍ଷାଙ୍କ ଘରେ ମାନବାଧିକାର…

କଟକ: କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷାଙ୍କ ମଧ୍ୟରେ ବିବାଦ ଭିତରେ ଆଜି ବର୍ଷାଙ୍କୁ ମାନବାଧିକାରୀ କର୍ମୀ ଭେଟିଛନ୍ତି। ଆଲୋଚନା ସମୟରେ ବର୍ଷା କହିଛନ୍ତି, ଅନୁଭବଙ୍କ ବ୍ୟତୀତ ଶାଶୂ ଘରେ ଅନ୍ୟ କେହି ତାଙ୍କ ପ୍ରତି ଅତ୍ୟାଚାର କରିନାହାନ୍ତି। କେବଳ ଅନୁଭବ ଅନେକ ସମୟରେ ମଦ୍ୟପାନ…

ନାବାଳିକା ଗଣଦୁଷ୍କର୍ମ ମାମଲା: ୪୮ ଘଣ୍ଟା…

ଭୁବନେଶ୍ଵର: ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ସପ୍ତାହରୁ ଅଧିକ ଦିନ ପରେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଞ୍ଚି ପାରି ନାହିଁ। ସେପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ କମିଶନରେଟ୍ ପୋଲିସ ଉପରେ ଗିରଫଦାରୀ ନେଇ ଚାପ…

ଭାରତରେ କୋଭିସିଲ୍‌ଡର ପରୀକ୍ଷଣ ସ୍ଥଗିତ :…

ନୂଆଦିଲ୍ଲୀ: କରୋନା ମହାମାରୀ ପ୍ରତିହତ କରିବା ପାଇଁ ଭାରତରେ କୋଭିସିଲ୍‌ଡର ପରୀକ୍ଷଣ ଜାରି ରହିଥିବା ବେଳେ ଏବେ ଟୀକା ପରୀକ୍ଷଣ ବନ୍ଦ କରାଯାଇଛି। ଆମେରିକା ଅକ୍ସଫୋର୍ଡ କମ୍ପାନୀ ପ୍ରସ୍ତୁତ କୋଭିସିଲ୍‌ଡ ଟୀକା ପରୀକ୍ଷଣରେ ସାମୟିକ ବିରତି ନେଇ ଆଜି ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ କୁହାଯାଇଛି। ସେରମ…

କାଲିଠାରୁ ୫ ଦିନ ବର୍ଷିବ, ୨୧ ଜିଲ୍ଲାକୁ…

ଭୁବନେଶ୍ୱର: ପୁଣି ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ-କେନ୍ଦ୍ରୀୟ ଆନ୍ଧ୍ର ଉପକୂଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ସେପ୍ଟେମ୍ବର ୧୩ ସୁଦ୍ଧା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆସନ୍ତାକାଲି ଠାରୁ ୫ ଦିନ ଯାଏଁ ବର୍ଷା ହେବାର ସମ୍ଭାବନା…

ଜେରା ସମୟରେ ଆତ୍ମ-ଅପରାଧୀ ସ୍ୱୀକାର…

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ୍‌ ନେଇ ଏନ୍‌ସିବି ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ଗରିଫ କରିଛି। ଗରିଫ ପରେ ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ ସାଇକୋଟ୍ରୋପିକ୍ ସବଷ୍ଟାନ୍ସ ଅଧିନିୟମ ଅନୁଯାୟୀ ଏକ ସ୍ୱତନ୍ତ୍ର କୋର୍ଟରେ ଜାମିନ ଆବେଦନ କରିଛନ୍ତି ରିୟା।…

ନଦୀରୁ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଲୁଣାନଦୀର ପଳାଶପୁର ନିକଟ ନଦୀରୁ ହାତ ବନ୍ଧା ଅବସ୍ଥାରେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟଙ୍କ ମୃତଦେହକୁ ସ୍ଥାନୀୟ ଲୋକେ ଦେଖି ଖବର ଦେବା ପରେ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିଛନ୍ତି। ତେବେ କେଉଁ ପରିସ୍ଥିତିରେ…