Odisha Link
Bridging the Missing Links in Odisha
Daily Archives

September 18, 2020

ଗୁଗୁଲ ପ୍ଲେ ଷ୍ଟୋରକୁ ଫେରିଲା ପେଟିଏମ୍‌…

ନୂଆଦିଲ୍ଲୀ: ପ୍ରାୟ ୪ ଘଣ୍ଟା ପରେ ପୁଣିଥରେ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ହେଲା ପେଟିଏମ୍‌ ଆପ୍। ଏନେଇ ପେଟିଏମ୍‌ ପକ୍ଷରୁ ଏକ ଟୁଇଟ କରି ସୂଚନା ଦିଆଯାଇଛି। ଆଜି ଅପରାହ୍ନରେ ଗୁଗୁଲ ପ୍ଲେ ଷ୍ଟୋରରୁ ହଟିଥିଲା ପେଟିଏମ୍‌ ଆପ୍। ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଗୁଗୁଲ ପକ୍ଷରୁ କୁହାଯାଇଥିଲା ଯେ,…

ସାମୁଦ୍ରିକ ଝଡ ‘ନୋଲ୍’ ପ୍ରଭାବରେ ୨୦…

ଭୁବନେଶ୍ୱର: ଦକ୍ଷିଣ ଚୀନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ନୋଲ୍’ ର ପ୍ରଭାବରେ ବଙ୍ଗୋପସାଗରରେ ଆସନ୍ତା ରବିବାର ସୁଦ୍ଧା ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ଏହାର ଠିକ୍ ଗୋଟିଏ ଦିନ ପରେ ବଙ୍ଗୋପସାଗରରେ ଏହା ଅବପାତ ରୂପ ନେବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି…

ପ୍ରତିରକ୍ଷା କ୍ଷେତ୍ରରେ ଏଫଡିଆଇ…

ନୂଆଦିଲ୍ଲୀ : ପ୍ରତିରକ୍ଷା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ନୀତି ସଂଶୋଧନକୁ ସରକାର ଅନୁମୋଦନ କରିଛନ୍ତି। ନୂତନ ଲାଇସେନସ୍ ଧାରୀ ମାନଙ୍କ ପାଇଁ ସିଧାସଳଖ ଭାବେ ୭୪ ପ୍ରତିଶତ ପର୍ଯ୍ୟନ୍ତ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶକୁ ଅନୁମତି ମିଳିଥିବା ବେଳେ ୭୪ ପ୍ରତିଶତରୁ ଅଧିକ ପୁଞ୍ଜିନିବେଶ…

ଆମେରିକାରେ ଟିକ୍‌ଟକ୍‌, ଓ୍ଵିଚାଟ୍ ଉପରେ…

ନୂଆଦିଲ୍ଲୀ: ଭାରତ ପରେ ଆମେରିକାରେ ଚାଇନିଜ୍ ଆପ୍‌ ଟିକ୍‌ଟକ୍‌ ଓ ଓ୍ଵିଚାଟ୍ ଉପରେ ଲାଗିଲା କଟକଣା। ରାଇଟର୍ସର ରିପୋର୍ଟ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ସେପ୍ଟେମ୍ବର ୨୦ରୁ ଆମେରିକାରେ ଟିକ୍‌ଟକ୍‌ ଏବଂ ଓ୍ଵିଚାଟ୍ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ଅର୍ଥାତ ସେପ୍ଟେମ୍ବର ୨୦ରୁ ଆମେରିକାରେ…

ଗୋମାଂସ ବିବାଦ: ହାଇକୋର୍ଟରୁ…

ପଞ୍ଜାବ: ଗୋମାଂସ ବିବାଦ ମାମଲାରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ୍‌ଙ୍କୁ କ୍ଲିନ୍‌ ଚିଟ୍‌ ପ୍ରଦାନ କରିଛନ୍ତି। ଗୋମାଂସ ଭକ୍ଷଣ ମାମଳାରେ କଙ୍ଗନାଙ୍କ ଏକ ପୁରାତନ ଟୁଇଟ୍‌ ସହ ଏହି ମାମଲା ଜଡ଼ିତ। ଧାର୍ମିକ ଭାବାବେଗକୁ ଆଘାତ କରିଥିବା ଅଭିଯୋଗ କରି ଲୁଧିଆନାର ନବନୀତ…

୭୦% କରୋନା ଆକ୍ରାନ୍ତ ହୋମ୍ ଆଇସୋଲେସନରେ…

ଭୁବନେଶ୍ୱର: ରାଜ୍ୟରେ ପ୍ରାୟ ହୋମ ଆଇସୋଲେସନରେ ରହି ଅଧିକ କରୋନା ଆକ୍ରାନ୍ତ ସୁସ୍ଥ ହେଉଛନ୍ତି। ୭୦ ପ୍ରତିଶତ କରୋନା ରୋଗୀ ହୋମ ଆଇସୋଲେସନରେ ରହୁଛନ୍ତି। ଏନେଇ ଆଜି ଭୁବନେଶ୍ୱରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ କହିଛନ୍ତି।ବିଧାୟକ, ମନ୍ତ୍ରୀ,…

ପିଏଲଏଫଆଇର ୨ ହାର୍ଡକୋର୍ ସଦସ୍ୟ ଗିରଫ

ସୁନ୍ଦରଗଡ: ସୁନ୍ଦରଗଡ଼ ପୋଲିସ ଦ୍ୱାରା ଗିରଫ ହେଲେ ପିଏଲଏଫଆଇର ୨ ହାର୍ଡକୋର ସଦସ୍ୟ। ପିଏଲଏଫଆଇ ବାଦସାହ ଗ୍ରୁପର ଏହି ୨ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ। ସେମାନଙ୍କଠାରୁ କାରବାଇନ, ୭ଟି ଦେଶୀ ସିଙ୍ଗିଲ୍ ସଟ୍ ବନ୍ଧୁକ, ଗୋଟିଏ ଡବଲ୍ ସଟ୍ ଦେଶୀ ବନ୍ଧୁକ ଓ ୨ ଟି ଜୀବନ୍ତ ଗୁଳି ଜବତ ହୋଇଛି।ଏନେଇ…

ଅକ୍ଟୋବର ୧୨ରୁ ୧୯ ଯାଏଁ ହେବ ଓଜେଇଇ…

ଭୁବନେଶ୍ବର: ଅକ୍ଟୋବର ୧୨ରୁ ୧୯ ଯାଏଁ ହେବ ଚଳିତ ବର୍ଷର ଓଜେଇଇ ପରୀକ୍ଷା। ଏନେଇ ଓଜେଇଇର ଅଧ୍ୟକ୍ଷ ସୁଦୀପ କୁମାର ଚାନ୍ଦ୍‌ ସୂଚନା ଦେଇଛନ୍ତି। ମୋଟ ୫୩ ଟି କେନ୍ଦ୍ରରେ ହେବ ଚଳିତ ବର୍ଷର ଓଜେଇଇ ପରୀକ୍ଷା। ରାଜ୍ୟ ଭିତରେ ୨୧ଟି ସହରର ୫୦ଟି କେନ୍ଦ୍ରରେ ହେବ ଓଜେଇଇ ପରୀକ୍ଷା। ରାଜ୍ୟ ବାହାରେ ରାଞ୍ଚି,…

ସୁଶାନ୍ତ ମୃତ୍ୟୁ ମାମଲା: ବଲିଉଡର ୮…

ମୁଜାଫରପୁର: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ମୁଜାଫରପୁର ଜିଲ୍ଲା କୋର୍ଟ ଆଜି ଏକ ବଡ଼ ନିଷ୍ପତି ଶୁଣାଇଛନ୍ତି। ଅକ୍ଟେବାର ୭ ତାରିଖ ମୁଜାଫରପୁର କୋର୍ଟରେ ହାଜର ହେବାକୁ ବଲିଉଡ ୮ଜଣ ସେଲିବ୍ରିଟିଙ୍କୁ ନୋଟିସ ଦେଇଛନ୍ତି। ସେମାନେ ନିଜେ ନଚେତ ଓକିଲଙ୍କ ମାଧ୍ୟମରେ ହାଜର…

ଦେଶରେ କରୋନା: ୨୪ ଘଣ୍ଟାରେ ୮୭୪୭୨ ଜଣ…

ନୂଆଦିଲ୍ଲୀ : ଦେଶରେ କରୋନା ଆରୋଗ୍ୟ ହାର ବୃଦ୍ଧି ପାଉଛି। ଗତ ୨୪ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ୮୭ହଜାର ୪୭୨ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ ଆରୋଗ୍ୟଙ୍କ ସଂଖ୍ୟା ୪୧ ଲକ୍ଷ ୧୨ ହଜାରରୁ ଅଧିକ ରହିଛି। ଏଥିସହ କରୋନା ଆରୋଗ୍ୟ ହାର ୭୮.୮୬ ପ୍ରତିଶତକୁ ବୃଦ୍ଧି ପାଇଛି। ଏନେଇ…