ରାଜଧାନୀରୁ ପୁଣି ଗଞ୍ଜେଇ ଜବତ

ଭୁବନେଶ୍ବର: ରାଜଧାନୀରୁ ପୁଣି ଗଞ୍ଜେଇ ଜବତ।କମିଶନରେଟ ପୁଲିସ ତମାଣ୍ଡୋ ଥାନା ଅଞ୍ଚଳରୁ ଚୋରା କାର୍ ସହ ଗଞ୍ଜେଇ ଜବତ କରିଛି ।କରୋନା ଲକ୍ଡାଉନ ଏବଂ ସଟଡାଉନ୍ରେ ମଧ୍ୟ ରାଜଧାନୀରେ ବେଧଡ଼କ ନିଶା କାରବାର ଚାଲିଥିଲା। ୬ଜଣ ଅପରାଧୀଙ୍କୁ ଅଟକ ରହିଛନ୍ତି ପୁଲିସ। ଏ ସଂପର୍କରେ ଡିସିପି ଉମାକାନ୍ତ ଦାଶ ସୂଚନା ଦେଇଛନ୍ତି।