Odisha Link
Bridging the Missing Links in Odisha
Daily Archives

September 24, 2020

କରୋନାରେ କର୍ଣ୍ଣାଟକର କଂଗ୍ରେସ ବିଧାୟକ…

କର୍ଣ୍ଣାଟକ: କରୋନାରେ କର୍ଣ୍ଣାଟକର କଂଗ୍ରେସ ବିଧାୟକଙ୍କର ମୃତ୍ୟୁ। କର୍ଣ୍ଣାଟକ ବସବକଲ୍ୟାଣ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ନାରାୟଣ ରାଓଙ୍କର ଗୁରୁବାର ଅପରାହ୍ନ ୩ଟା ୫୫ ମିନିଟରେ କରୋନାରେ ମୃତ୍ୟୁ ହୋଇଛି। କଂଗ୍ରେସ ବିଧାୟକ ନାରାୟଣ ରାଓଙ୍କର ୬୬ ବର୍ଷ ବୟସରେ ମୃତ୍ୟୁ ହୋଇଛି। କରୋନାରେ…

ହୃଦରୋଗୀ ଓ ମଧୁମେହ ରୋଗୀଙ୍କ ପାଇଁ କରୋନା…

ଭୁବନେଶ୍ବର: କରୋନାରେ ଅଧିକ ପ୍ରଭାବିତ ହେଉଛନ୍ତି ମଧୁମେହରେ ପୀଡିତ ରୋଗୀ ଓ ହୃଦରୋଗୀ। ରାଜ୍ୟ ସରକାରଙ୍କ ପକ୍ଷରୁ କରୋନା ଆକ୍ରାନ୍ତ ହୃଦରୋଗୀଙ୍କୁ ଡାକ୍ତର ମହେନ୍ଦ୍ର ତ୍ରିପାଠୀ ପରାମର୍ଶ ଦେଇ କହିଛନ୍ତି ଯେ, ‘ କରୋନା ଆକ୍ରାନ୍ତଙ୍କ କ୍ଷେତ୍ରରେ ହୃଦରୋଗ ସମସ୍ୟା ବଢିପାରେ। କରୋନାରେ ରକ୍ତ ଜମାଟ…

ଭୁବଶ୍ୱେରରେ ବାଦଲଫଟା ବର୍ଷା

ଭୁବନେଶ୍ୱର : ଭୁବନେଶ୍ୱରରେ ହୋଇଛି ବାଦଲଫଟା ବର୍ଷା । ଗତ ସୋମବାର ଦିନ ଭୁବନେଶ୍ୱରରେ ବାଦଲଫଟା ଯୋଗୁଁ ଏଭଳି ବର୍ଷା ହୋଇଥିବା ସୂଚନା ଦେଇଛି ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର । ସୋମବାର ଦିନ ୩ଟାରୁ ୩.୫୦ ମିନିଟ ଧରି ଘଂଟା ପ୍ରତି ୯୬…

ବିବାହର ୨ସପ୍ତାହ ପରେ ବିଛେଦ ହେବେ ଏହି…

ମୁମ୍ବାଇ : ମଡେଲ ତଥା ଅଭିନେତ୍ରୀ ପୁନମ ପାଣ୍ଡେ ଚଳିତ ମାସ ସେପ୍ଟେମ୍ବର ୧୦ ତାରିଖରେ ବୟଫ୍ରେଣ୍ଡ୍ ସାମ୍ ଅହମଦ୍ ବମ୍ୱେଙ୍କୁ ବିବାହ କରିଥିଲେ । ବିବାହର ଦୁଇ ସପ୍ତାହ ପରେ ପୁନମ ସ୍ୱାମୀଙ୍କ ଉପରେ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ ଥାନାରେ ଅଭିଯୋଗ କରି କହିଛନ୍ତି ସ୍ୱାମୀ ସାମ୍ ବମ୍ୱେ ତାଙ୍କୁ…

ଦୁଷ୍କର୍ମକାରୀଙ୍କ ଫଟୋ ଓ ପୋଷ୍ଟର ସହର…

ଲକ୍ଷ୍ନୌ: ମହିଳାଙ୍କ ସୁରକ୍ଷାକୁ ନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯଦି କୌଣସି ମହିଳାଙ୍କୁ କେହି ଅସଦାଚରଣ ବା ଦୁଷ୍କର୍ମ କରେ ତେବେ ସହର ସାରା ଦୁଷ୍କର୍ମକାରୀର ପୋଷ୍ଟର ଲାଗିବ। ମହିଳାଙ୍କ ବିରୋଧରେ ଅତ୍ୟାଚାର କରୁଥିବା ବ୍ୟକ୍ତିଙ୍କୁ…

ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ…

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡିନ୍ ଜୋନ୍ସଙ୍କ ପରଲୋକ। ମୁମ୍ବାଇରେ ତାଙ୍କର ହୃଦଘାତରେ ଦେହାନ୍ତ ହୋଇଛି। ୫୯ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ ହୋଇଛି। ଡିନ୍ ଜୋନ୍ସ ଇଣ୍ଡିଆନ୍ ପ୍ରିମିୟମ ଲିଗ୍(ଆଇପିଏଲ୍) ପାଇଁ ଷ୍ଟାର୍ ସ୍ପୋର୍ଟସ ଭାଷ୍ୟକାର ଦଳର ଅଂଶ ଥିଲେ। ଏଥିପାଇଁ ସେ ମୁମ୍ବଇର ଏକ…

ମୁମ୍ବାଇ ଅଭିମୁଖେ ଯାତ୍ରା କଲେ…

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ପ୍ରସଙ୍ଗ ଆସିବା ପରେ ଗଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତିଙ୍କୁ ପୁଲିସ ଗିରଫ କରିଥିଲା। ସେଠାରେ ସେ ଅନେକ ସେଲିବ୍ରେଟିଙ୍କ ଡ୍ରଗ୍ସ ଲିଙ୍କ ବିଷୟରେ ଖୋଲାସା କରିଥିଲେ । ରିୟା ଚକ୍ରବର୍ତ୍ତୀଙ୍କ ଫୋନରେ ହୋଇଥିବା ଚାଟ୍ ଉପରେ ଆଧାର କରି…

ହ୍ୟାପିନେସ୍‌ ରିପୋର୍ଟ ୨୦୨୦: ସର୍ବନିମ୍ନ…

ଭୁବନେଶ୍ୱର: ଓଡ଼ିଶା ହେଉଛି ସହସ୍ର କୀର୍ତ୍ତିରାଜିର ଭୂମି। ଓଡ଼ିଶା କଳା, ସଂସ୍କୃତି, ଖାଦ୍ୟ, ନୃତ୍ୟ ବିଶ୍ବ ବିଦିତ ଓ ମନୋହର। ତଥାପି ଓଡ଼ିଶାବାସୀ ଖୁସି ନଥିବା ଜଣାପଡ଼ିଛି। ହ୍ୟାପିନେସ୍‌ ରିପୋର୍ଟ ୨୦୨୦ ମୁତାବକ ଓଡ଼ିଶା ସର୍ବନିମ୍ନ ତାଲିକାରେ ଅନ୍ତର୍ଭୁକ୍ତ। ହ୍ୟାପିନେସ୍‌ ତାଲିକାରେ ମିଜୋରାମ୍‌…

ରାଜଧାନୀରୁ ଆଉ ୩୪୯ କରୋନା ପଜିଟିଭ୍‌…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରୁ ଗୁରୁବାର ରେକର୍ଡ ସଂଖ୍ୟକ ୩୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୨୦ ଜଣ ରହିଥିବା ବେଳେ ହେଉଛନ୍ତି ୨୨୯ ସ୍ଥାନୀୟ ସଂକ୍ରମିତ। ଏଥିସହ ୩୭୩ ଜଣ ଆରୋଗ୍ୟ ଲାଭ କରିଛନ୍ତି।…

ବିକାଶ ଦୁବେ ଉପରେ ନିର୍ମାଣ ହେବ ଓ୍ବେବ…

ନୂଆଦିଲ୍ଲୀ : ଏନକାଉଣ୍ଟର ରେ ମୃତ୍ୟୁ ବରଣ କରିଥିବା କାନପୁର ର ଗ୍ୟାଙ୍ଗଷ୍ଟାର ବିକାଶ ଦୁବେଙ୍କ ଉପରେ ପ୍ରସ୍ତୁତ ହେବାକୁ ଯାଉଛି ୱେବ ସିରିଜ୍ । ଏହି ସିରିଜଟିକୁ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ଭଉଣୀ ନେହା କଶ୍ୟପ ମଧ୍ୟ ବିକାଶ ଦୁବେଙ୍କ ଉପରେ ଓ୍ବେବ ସିରିଜ ନିର୍ମାଣ କରିବେ। ନେହାଙ୍କୁ ବାଘପତ ଲୋକେସନ…