Odisha Link
Bridging the Missing Links in Odisha

କନିଷ୍ଠ ଯନ୍ତ୍ରୀ ନିଖୋଜ

ସୁନ୍ଦରଗଡ଼: ଆଜି କନିଷ୍ଠ ଯନ୍ତ୍ରୀ ସୁଧିର କୁମାର ନାୟକ ନିଖୋଜ ଥିବା ଜଣାପଡ଼ିଛି। ଏନେଇ ପରିବାର ଲୋକଙ୍କ ପକ୍ଷରୁ ଭସ୍ମା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଭସ୍ମା-କୁଣ୍ଡୁକେଲା ମଝି ସଫେଇ ନଦୀ ପୋଲରୁ ଯନ୍ତ୍ରୀଙ୍କ ବାଇକ ଚପଲ ଜବତ ମିଳିଛି। କନିଷ୍ଠ ଯନ୍ତ୍ରୀଙ୍କ ନିଖୋଜ ଖବର ମିଳିବା ପରେ ଖୋଜାଖୋଜି ଆରମ୍ଭ ହୋଇଛି।

Comments are closed.