Odisha Link
Bridging the Missing Links in Odisha
Daily Archives

October 6, 2020

ବିମୁଦ୍ରାୟନ, ଜିଏସଟି ଏବଂ କୃଷି ଆଇନ…

ହରିଆଣା: ବିମୁଦ୍ରାୟନ, ଜିଏସଟି ଏବଂ ଏହାପରେ କୃଷି ଆଇନ ମୋଦୀ ସରକାରଙ୍କର ୩ ଗୋଟି ବଡ଼ ଭୁଲ ବୋଲି କହିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଳ ଗାନ୍ଧୀ। ପଞ୍ଜାବରୁ ଟ୍ରାକ୍ଟର ରାଲିରେ ହରିଆଣା ଯିବା ଅବସରରେ ବିମୁଦ୍ରାୟନ, ଜିଏସଟି ଏବଂ କୃଷି ଆଇନ ବ୍ୟବସ୍ଥା ମୋଦୀ ସରକାରଙ୍କ କଳା ଆଇନ…

ରିୟାଙ୍କୁ ବଡ ଝଟକା, ଅକ୍ଟୋବର ୨୦…

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ଼ରେ ଡ୍ରଗ୍ସ ଲିଙ୍କ ମାମଲା ସାମ୍ମନା ଆସିଥିଲା ।ତେବେ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ୍ ଚକ୍ରବର୍ତ୍ତୀଙ୍କୁ ପୁଣି ଥରେ କୋର୍ଟ ତରଫରୁ ଏକ ବଡ଼ ଝଟକା ମିଳିଛି । ରିୟା ଚକ୍ରବର୍ତ୍ତୀ,…

ସ୍କୁଲ ଖୋଲିବା ନେଇ କଣ କହିଲେ ଶିକ୍ଷା…

ଭୁବନେଶ୍ବର: ସ୍କୁଲ ଖୋଲିବା ନେଇ ଅକ୍ଟୋବର ଶେଷ ସପ୍ତାହରେ ବିଚାର ହେବ। ଅକ୍ଟୋବରରେ କରୋନା ସ୍ଥିତିକୁ ଦେଖି ନିଷ୍ପତ୍ତି ନେବେ ରାଜ୍ୟ ସରକାର। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ। ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ କହିଛନ୍ତି ପୂଜା ପର୍ଯ୍ୟନ୍ତ ସ୍କୁଲ…

ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର…

ଭୁବନେଶ୍ୱର : ଜାତୀୟ ମିଶନ ଅଧୀନରେ ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଏବଂ ରାଜ୍ୟର ମହିଳା, କ୍ଷୁଦ୍ର, ମଧ୍ୟମ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ଗତ ୪ ବର୍ଷ ମଧ୍ୟରେ ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭.୭୫ କୋଟି ଟଙ୍କା ପ୍ରଦାନ ପ୍ରଦାନ କରାଯାଇଛି ବୋଲି ଟ୍ୱିଟ୍…

ପ୍ଲାଣ୍ଟରେ ପାଇପ୍‌ ଫାଟି ୪ ଗୁରୁତର

ଗଞ୍ଜାମ: ଗଞ୍ଜାମ ବ୍ଲକ ଗ୍ରାସିମ୍‌ କମ୍ପାନୀରେ ପାଇପ୍‌ ଫାଟି ୪ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି। କମ୍ଫାନୀର ଷ୍ଟିମ୍‌ ପାଇପ ଫାଟି ଯିବାରୁ ପୋଡ଼ି ହୋଇ ଯାଇଛନ୍ତି ୪ ଜଣ ଶ୍ରମିକ। ଜଣେ ଇଞ୍ଜିନିୟର ଓ ଅନ୍ୟ ୩ କର୍ମଚାରୀ ପୋଡ଼ି ହୋଇ ଗୁରୁତର ହୋଇଛନ୍ତି। ସମସ୍ତ ୪ ଜଣ ଗୁରୁତରଙ୍କୁ ପ୍ରହ୍ମପୁର ଏମକେସିଜି…

ସିନେମା ହଲ୍ ପାଇଁ ଲାଗୁ ହେଲା ଏସଓପି

ନୂଆଦିଲ୍ଲୀ : କରୋନା କାରଣରୁ ସମସ୍ତ ସିନେମାହଲ ବନ୍ଦ କରାଯାଇଥିଲା । ଆସନ୍ତା ୧୫ ତାରିଖରୁ ଦେଶରେ ସିନେମା ହଲ୍, ଥିଏଟର ଓ ମଲ୍ଟିପ୍ଲେକ୍ସ ଖୋଲାଯିବ । ଆଜି ଏଥିଲାଗି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀପ୍ରକାଶ ଜାଭଡ଼େକରପକ୍ଷରୁ ଏସଓପି ଘୋଷଣା କରାଯାଇଛି । ଦେଶର ସମସ୍ତ ସିନେମା ହଲ୍, ଥିଏଟର ଓ…

ଆଜିର ଦିନ ଅମାବାସ୍ୟାର ଦିନ: ନରସିଂହ

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ ପାସ୍‌ ନେଇ ନରସିଂହ ମିଶ୍ରଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି।ନରସିଂହ କହିଛନ୍ତି ଯେ, ଆଜିର ଦିନ ବିଧାନସଭା ଇତିହାସରେ ଅମାବାସ୍ୟାର ଦିନ। ଆଜିର ଦିନ ଏକ କଳା ଦିନ। ଏହି ଆଇନ ଏକ କଳା ଆଇନ ହେବ। ନୂଆ ବିଲ୍‌ ଦ୍ବାରା ବିଶ୍ବବିଦ୍ୟାଳୟର ଅଟୋନୋମି ନଷ୍ଟ ହେବ।…

ବିଧାନସଭା: ପାରିତ ହେଲା ବିଶ୍ବବିଦ୍ୟାଳୟ…

ଭୁବନେଶ୍ବର: ବିଧାସଭାରେ ବିଶ୍ବବିଦ୍ୟାଳୟ ସଂଶୋଧନ ବିଲ୍‌ -୨୦୨୦ ପାରିତ ହୋଇଛି। ବିରୋଧୀଙ୍କ ହୋହଲା ଭିତରେ ପାରିତ ହେଲା ଏହି ବିଲ୍। ୪ ଦିନର ଆଲୋଚନା ପରେ ଗୃହରେ ବିଲ୍‌ ପାରିତ ହୋଇଛି। ବିଲ୍‌କୁ କଳା ଆଇନ କହି ବିରୋଧ କଲେ ନରସିଂହ ମିଶ୍ର। ଆଜିର ଅଲୋଚନାରେ ଭାଗ ନେଲା ନାହିଁ ବିଜେପି। ପ୍ରକାଶ ଯେ,…

କୋଭିଡ଼ ନିୟମ ଉଲ୍ଲଂଘନ ପ୍ରସଙ୍ଗ: ପ୍ରଶାସନ…

ପୁରୀ: ମନ୍ତ୍ରୀ ଓ ବିଧାୟକଙ୍କ ନାଁରେ କୋଭିଡ଼ ନିୟମ ଉଲ୍ଲଂଘନ ଅଭିଯୋଗ ପ୍ରସଙ୍ଗ ନୂଆ ମୋଡ଼ ନେଇଛି। ଏନେଇ ପୁରୀ ଏସ୍‌ପିଙ୍କ ଠାରେ ତଥ୍ୟ ପ୍ରମାଣ ଦାଖଲ କଲା ଶ୍ରୀଜଗନ୍ନାଥ ସେବା। ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ତଥ୍ୟ ଦାଖଲ କରିଛନ୍ତି। ମନ୍ତ୍ରୀ ସମୀର ଦାଶ ଓ ବିଧାୟାକୟ ଉପା…

ବିଧାନସଭା ଖବର: ହଟ୍ଟଗୋଳ ମଧ୍ୟରେ ଚାଲିଛି…

ଭୁବନେଶ୍ବର: ଆଜି ବିଧାନସଭାରେ ହଟ୍ଟଗୋଳ ଲାଗି ରହିଥିଲେ ବି ଜାରି ରହିଛି ଗୃହ କାର୍ଯ୍ୟ। ବିଧାନସଭାରେ ବାଚସ୍ପତି ମୁଲତବି ନୋଟିସ୍‌ ଗ୍ରହଣ ନକରିବାରୁ ବିଜେପି ଅସନ୍ତୋଷ ପ୍ରକାଶ କରିଛି। ପିଏମ୍‌ କିଶାନ ଯୋଜନାକୁ ନେଇ ମୁଲତବି ନୋଟିସ୍‌ ଦେଇଥିଲା ବିଜେପି। ସେପଟେ ମୁଲତବି ନୋଟିସ୍‌କୁ ନେଇ ବାଚସ୍ପତି…