Odisha Link
Bridging the Missing Links in Odisha

ଦେଶରେ କରୋନା: ୨୪ ଘଣ୍ଟାରେ ୫୬୩ କରୋନା ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ : ଦେଶରେ ୨୪ ଘଣ୍ଟାରେ ୪୮,୬୪୮ କରୋନା  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ୫୬୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ କରୋନା ମୃୃତ୍ୟୁ ସଂଖ୍ୟା ୧ଲକ୍ଷ ୨୧ ହଜାର ୯୦କୁ ବୃଦ୍ଧି ପାଇଛି ।

ମୋଟ ଆକ୍ରାନ୍ତ ସଂଖ୍ୟା ୮୦ ଲକ୍ଷ ୮୮ ହଜାର ୮୫୧ କୁ ବୃଦ୍ଧି ପାଇଛି । ମୋଟ କେସ୍ ୫,୯୪,୩୮୬ ଆକ୍ଟିଭ୍ ଥିବା ବେଳେ , ୭୩,୭୩,୩୭୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛନ୍ତି ।

Comments are closed.