ଆଖି ବୁଜିଲେ ଆଉ ୧୫ କରୋନା ଆକ୍ରାନ୍ତ
ଭୁବନେଶ୍ଵର : ରାଜ୍ୟରେ ଆଜିର ଆଉ ୧୫ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୯୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ କରି ସୂଚନା ଦିଆଯାଇଛି।
Regret to inform the demise of fifteen #COVID19 positive patients while under treatment in hospitals.
1. A 73-year-old male of Cuttack district who was also suffering from COPD.
2. A 70-year-old male of Bhubaneswar.
3. A 54-year-old female of Bhubaneswar.— H & FW Dept Odisha (@HFWOdisha) November 6, 2020
Comments are closed.