Odisha Link
Bridging the Missing Links in Odisha

ଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର

ପୁରୀ: ଡିସେମ୍ବରରେ ଖୋଲିପାରେ ଶ୍ରୀମନ୍ଦିର। ଏହା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଡ କ୍ରିଷନ କୁମାର ସୂଚନା ଦେଇଛନ୍ତି। ଡିସେମ୍ବର ୨ୟ କିମ୍ବା ୩ୟ ସପ୍ତାହରେ ଖୋଲି ପାରେ ବୋଲି ସେ କହିଛନ୍ତ ।

ଶ୍ରୀମନ୍ଦିର ଏନେଇ ଭକ୍ତମାନଙ୍କ ଏସଓପି ପ୍ରସ୍ତୁତ କରାଯିବ। କରୋନା କଟକଣା କାରଣରୁ ସାଧାରଣ ଭକ୍ତ ମାନଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର।

Comments are closed.