Odisha Link
Bridging the Missing Links in Odisha

ବଢ଼ିଲା ସୁନା ଦର, ଜାଣନ୍ତୁ କେତେ…

ଭୁବନେଶ୍ବର: ପୁଣି ବଢ଼ିଲା ସୁନା ଦର। କିଛି ଦିନ ସୁନାଦରରେ ହ୍ରାସ ଘଟିବା ପରେ ପୁଣି ସୁନାର ଦାମ ଧୀରେ ଧୀରେ ବଢିବାକୁ ଲାଗିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୮,୨୬୦ ଟଙ୍କାରେ ପହଞ୍ଚିଛି।ଥିବା ଏଥିସହ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୯,୨୬୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି।

ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୦୨୦ ଟଙ୍କା ଥିବାବେଳେ। ୨୪ କ୍ୟାରେଟ ସୁନା ଦର ୫୦,୨୦୦ ଟଙ୍କା ଛୁଇଁଛି।

Comments are closed.