Odisha Link
Bridging the Missing Links in Odisha
Yearly Archives

2020

ଏକାଠି ନଜର ଆସିବେ ରଶ୍ମୀକା ଓ ଅମିତାଭ

ମୁମ୍ବାଇ: ଖୁବ ଶୀଘ୍ର ବଲିଉଡ଼ରେ ପାଦ ଦବାକୁ ଯାଉଛନ୍ତି ଟଲିଉଡ ସୁନ୍ଦରୀ ରଶ୍ମୀକା ମନ୍ଦନା। ସେ ସିନେମା ‘ମିସନ ମଜନୁ’ରେ ନଜର ଆସିବେ। ତେବେ ତାଙ୍କର ପ୍ରଥମ ସିନେମା ରିଲିଜ ହେବା ପୂର୍ବରୁ ଦ୍ୱିତୀୟ ସିନେମା ବି ସାଇନ କରିସାଲେଣି। ଖୁବ ଶୀଘ୍ର ବଲିଉଡର ବିଗବି ଅମିତାଭ ବଚ୍ଚନଙ୍କ ସହ ସ୍କ୍ରିନ ଶେଆର…

କଟକରେ ହେବ ନାହିଁ ଜିରୋ ନାଇଟ…

କଟକ: ଭୁବନେଶ୍ବର ପରେ ପରେ ଏବେ କଟକ ମହାନଗର ଅଞ୍ଚଳରେ ହେବ ନାହିଁ ଜିରୋ ନାଇଟ୍ ସେଲିବ୍ରିସେନ। ସିଏମ୍‌ସି ଏ ନେଇ କଟକଣା ଜାରିକଲା ।କରୋନା କଟକଣାକୁ ଦୃଷ୍ଟିରେ ରଖି କୌଣସି ସ୍ଥାନରେ ଗହଳି ନ କରିବାକୁ ​‌ସିଏମ୍‌ସି ବିଜ୍ଞପ୍ତି ଜାରି କରିଛି। କଟକରେ ହୋଟେଲ, କ୍ଲବ, ହଲ କିମ୍ବା କୌଣସି ମଣ୍ଡପରେ ଜିରୋ…

ଚାଷୀଙ୍କ ସହ ୩୦ ତାରିଖରେ ବୈଠକ କରିବେ…

ନୂଆଦିଲ୍ଲୀ: ଆସନ୍ତା ୩୦ ତାରିଖ ଦିନ ୨ଟାରେ ଚାଷୀ ସଂଗଠନର ପ୍ରତିନିଧି ଓ ସରକାରଙ୍କ ମଧ୍ୟରେ ବୈଠକ ବସିବ। ପୁଣି ଥରେ ଚାଷୀମାନଙ୍କ ସହ ପୁଣିଥରେ ଆଲୋଚନା କରିବେ ସରାକାର। ଏହାପୂର୍ବରୁ କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରିବାକୁ ଲିଖିତ ପ୍ରସ୍ତାବ ଦେଇଥିଲେ। ଏହାକୁ ପଢ଼ିବା ପରେ ଚାଷୀମାନେ ୨୯…

ଚଳନ୍ତା କାରରେ ଲାଗିଲା ନିଆଁ, ଅଳ୍ପକେ…

ରାଉରକେଲା: ରାଉରକେଲା ପାନପୋଷ ବ୍ରାମଣି ବ୍ରିଜ ଦାଣ୍ଡିଆ ପଲି ଛକରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଚଳନ୍ତା କାରରେ ହଠାତ ନିଆଁ ଲାଗିଯାଇଥିଲା। କାରଟି ସମ୍ବଲପୁରରୁ ରାଉରକେଲା ସେକ୍ଟର ୨୦ ଅଭିମୁଖେ ଯାଉଥିବା ଟାଟା ଇଣ୍ଡିକୋ କାରରେ ନିଆଁ ଲାଗିଥିଲା। ପରିବାରର ସଦସ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ ।…

ଢାକା ଅନ୍ତର୍ଜାତୀୟ ଚଳଚ୍ଚିତ୍ର…

ଭୁବନେଶ୍ୱର: ଢାକା ଠାରେ ଆୟୋଜିତ ହୋଇଥିବା ସିନେମେକିଙ୍ଗ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ 'ଅନ୍ତର୍ଧ୍ୱନି'କୁ ମିଳିଛି ୨ଟି ପୁରସ୍କାର। ଏହି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବଟି 24 ଡିସେମ୍ବରରୁ 26 ଡିସେମ୍ବର ଯାଏ ଅନୁଷ୍ଠିତ ହୋଇଛି। ଚଳଚ୍ଚିତ୍ରର ନାୟିକା ସ୍ୱପ୍ନା ପତି ଶ୍ରେଷ୍ଠ ଅନ୍ତର୍ଜାତୀୟ…

ଭିଜିଲାନ୍ସ ଜାଲରେ ଉମା ସେବା ସମବାୟ…

ବୌଦ୍ଧ: ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ସେବା ସମବାୟ ସମିତିର ସମ୍ପାଦକ । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚଢାଉ ଜାରି ରଖିଛି। ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଉମା ସେବା ସମବାୟ ସମିତି ସମ୍ପାଦକ ସନ୍ତୋଷ କୁମାର ରାଉତଙ୍କ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି ।…

ନରସିଂହ ମିଶ୍ର ସମ୍ପୂର୍ଣ୍ଣ ସୁସ୍ଥ :…

ଭୁବନେଶ୍ଵର: ବର୍ତ୍ତମାନ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ସ୍ବାସ୍ଥ୍ୟବସ୍ଥା ରେ ସୁଧାର ଆସିଛି। ଏନେଇ ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ସେ କଥାବାର୍ତ୍ତା କରୁଛନ୍ତି ବୋଲି ଡାକ୍ତର କହିଛନ୍ତି। ଡାକ୍ତର ପ୍ରଶାନ୍ତ କୁମାର ସାହୁ ସୂଚନା…

ଚିନ୍ତା ବଢାଇଲେ ବ୍ରିଟେନ୍ ଫେରନ୍ତା, ୬୨…

ଭୁବନେଶ୍ବର : ବିଶ୍ବରେ କରୋନା ଭାଇରସର ନୂଆ ଷ୍ଟେନ୍‌ ଏବେ ଚିନ୍ତାର କାରଣ ପାଲଟିଛି। ଏହି ଭାଇରସ୍ ଖାସ୍‌ କରି ବ୍ରିଟେନ୍‌, ଦକ୍ଷିଣ ଆଫ୍ରିକା, ଇଟାଲୀ, ଡେନମାର୍କ, ଅଷ୍ଟ୍ରେଲିଆରେ ଦେଖାଦେଇଛି। ଯାହା ବର୍ତ୍ତମାନ ଚିନ୍ତାର କାରଣ ହୋଇଛି‌। ତେବେ ନୂଆ ଧରଣର ଏହି ଷ୍ଟେନ୍‌ ପରୀକ୍ଷା କରିବାକୁ ଭୁବନେଶ୍ବର…

ରାଜଧାନୀରେ ଜିରୋ ନାଇଟ୍ ପାଳନ ଉପରେ ରୋକ୍

ଭୁବନେଶ୍ୱର: ରାଜଧାନୀରେ ଜିରୋ ନାଇଟ୍‌ ପାଳନ ଉପରେ ରୋକ। କରୋନା ମହାମାରୀ କାରଣରୁ ଚଳିତ ବର୍ଷ ଭୁବନେଶ୍ୱରରେ ଜିରୋ ନାଇଟ ପାଳନକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରାଯାଇଛି। ଜିରୋ ନାଇଟ ପାଳନ ଉପରେ କଟକଣା ନେଇ ବିଏମସି କମିଶନରଙ୍କ ପକ୍ଷରୁ ନିଦେ୍ର୍ଧଶନାମା ଜାରି କରାଯାଇଛି। ଭୁବନେଶ୍ୱର ମହାନଗର ଅଞ୍ଚଳରେ…

ନରସିଂହ ମିଶ୍ର ଅସୁସ୍ଥ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ଅସୁସ୍ଥ। ସିବିଆଇ ଅଫିସ ସାମ୍ନାରେ ହଠାତ ଅସୁସ୍ଥ ହୋଇପଡିଛନ୍ତି ନରସିଂହ ମିଶ୍ର। ଆଜି କଂଗ୍ରେସ ପକ୍ଷରୁ ଏକ ତ୍ରିରଙ୍ଗା ରାଲିର ଆୟୋଜନ କରାଯାଇଥିଲା। ସିବିଆଇର ନିଷ୍କ୍ରିୟତା ବିରୋଧରେ କଂଗ୍ରେସ ପକ୍ଷରୁ ଏହି ରାଲି କରାଯାଇଥିଲା। ଏକ ଖୋଲା ଜିପରେ…