Odisha Link
Bridging the Missing Links in Odisha

ମାଓ ଓ ସୁରକ୍ଷାକର୍ମୀ ମୁହାଁ ମୁହିଁ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଫୁଲବାଣୀ: ଚକାପାଦ ଥାନା ଲେଙ୍ଗେରିମୁଣ୍ଡା ଜଙ୍ଗଲରେ ମାଓ କ୍ୟାମ୍ପ ଧ୍ବସ୍ତ। ଏସ୍‌ ଓ ଜି ଓ ଡ଼ିଭିଏଫ୍‌ ର ମିଳିତ ଚଢ଼ାଉ ପରେ ମାଓ କ୍ୟାମ୍ପ ଧ୍ବସ୍ତ । ମାଓ କ୍ୟମ୍ପରୁ ସୁରକ୍ଷାକର୍ମୀଙ୍କ ଉପରକୁ ଗ୍ରେନେଡ଼ ମାଡ଼ ଓ ଗୁଳି ଚଳା ଯାଇଥିଲା ।

ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ମାଓବାଦୀଙ୍କ ଛତ୍ରଭଙ୍ଗ। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ।

Comments are closed.