Odisha Link
Bridging the Missing Links in Odisha
Daily Archives

January 20, 2021

ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଲେ…

ୱାଶିଂଟନ: ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ବାଇଡେନ। ବାଇଡେନକୁ ଶପଥ କରାଇଲେ ଆମେରିକା ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି। ସେହିପରି ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ। କମଲା ହାରିସ ହେଉଛନ୍ତି ଭାରତୀୟ ବଂଶୋଦ୍ଭବ। ଶପଥ ପାଠ ଉତ୍ସବରେ ଆମେରିକା ବାସୀଙ୍କୁ ସମ୍ବୋଧନ କରିଛନ୍ତି…

ଆମେରିକାର ଉପରାଷ୍ଟ୍ରପତି ଭାବେ ଶପଥ ନେଲେ…

ୱାସିଂଟନ: ଆମେରିକାର ଉପରାଷ୍ଟ୍ରପତି ଭାବେ କମଲା ହାରିସ ଶପଥ ଗ୍ରହଣ କରିଛନ୍ତି । ୪୯ତମ ଉପରାଷ୍ଟ୍ରପତି ଭାବେ ନେଲେ ଶପଥ। ଭାରତୀୟ ବଂଶୋଦ୍ଭବ ହେଉଛନ୍ତି କମଲା ହାରିସ। କମଲା ହାରିସ ହେଲେ ଆମେରିକାର ପ୍ରଥମ ମହିଳା ଉପ ରାଷ୍ଟ୍ରପତି। ଆଉ କିଛି ସମୟ ପରେ ଶପଥ ନେବେ ଜୋ ବାଇଡେନ। ଏନେଇ ସଜେଇ ହୋଇଛି…

ରାଜ୍ୟରେ ଶାସନ କରୁଛି ହୃଦୟହୀନ ସରକାର:…

ଭୁବନେଶ୍ୱର: ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମର ୫୨ ବର୍ଷର ଚାଷୀ ଦିବ୍ୟ କୁମାର ସାହୁ ହୃଦଘାତରେ ମୁତ୍ୟୁବରଣ କରିଛନ୍ତି। ଏହି ଘଟଣା ପ୍ରଚାରିତ ହେବା ପରେ ଶତାଧିକ ଚାଷୀ ମାଣ୍ଡୋସିଲ ଧାନମଣ୍ଡିରେ ଏକଜୁଟ ହୋଇ ସ୍ୱର୍ଗତଃ ସାହୁଙ୍କ ପ୍ରତି ଗଭୀର ଶ୍ରଦ୍ଧାଜଂଳୀ ଅର୍ପଣ କରିଥିଲେ। ସ୍ୱର୍ଗତଃ…

ଜାନୁଆରୀ ୨୨ରେ ପୁଣି ବସିବ ସରକାର ଓ କୃଷି…

ନୂଆଦିଲ୍ଲୀ: ପୁଣି ଜାନୁଆରୀ ୨୨ରେ କୃଷି ଆଇନ ବିଷୟରେ ସରକାରଙ୍କ ସହ ଆଲୋଚନା କରିବେ ଚାଷୀ। ସରକାର ଦେଢ ବର୍ଷ ପର୍ଯ୍ୟନ୍ତ କୃଷି ଆଇନ୍‌ ରୋକିବାକୁ ପ୍ରସ୍ତାବ ଦେଇଛନ୍ତି। କୃଷକ ସଂଗଠନ ସରକାରଙ୍କ ଏହି ପ୍ରସ୍ତାବ ଉପରେ ବିଚାର କରିବା ପାଇଁ କାଲି ପର୍ଯ୍ୟନ୍ତ ସମୟ ମାଗିଛନ୍ତି। କେନ୍ଦ୍ର କୃଷି ମନ୍ତ୍ରୀ…

କୋହଳ ହେବ ସ୍କୁଲ ଫି

ଭୁବନେଶ୍ୱର : କୋହଳ ହେବ ସ୍କୁଲ ଫି। ଅନୁଦାନପ୍ରାପ୍ତ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସ୍କୁଲ ଫି କୋହଳ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର। ୭ଟି ସ୍ଲାବରେ ସ୍କୁଲ ଫି କୋହଳ କରାଯିବ । ଏଥି ସହ ପରିବହନ ଓ ଖାଦ୍ୟ ବାବଦ ଖର୍ଚ୍ଚ ମନଇଚ୍ଛା ସ୍କୁଲ ପକ୍ଷରୁ ଆଦାୟ କରାନଯାଇ ପ୍ରକୃତ ସ୍ଥିତିକୁ…

ରାଜ୍ୟରେ ସୁସ୍ଥ ହେଲେ ୨୭୦ଜଣ କରୋନା…

ଭୁବନେଶ୍ବର: ରାଜ୍ୟରେ ସୁସ୍ଥ ହେଲେ ୨୭୦ଜଣ କରୋନା ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ ୩୩୦୩୨୧ଜଣ କରୋନା ଆକ୍ରାନ୍ତ ସୁସ୍ଥ ସଂଖ୍ୟାକୁ ବୃଦ୍ଧିି ପାଇଛି।ଏହା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟୁଇଟ କରି ସୂଚନା ଦେଇଛନ୍ତି। https://twitter.com/HFWOdisha/status/1351886854186913792…

ପୁଣି ବଢ଼ିଲା ବସ୍ ଭଡା

କଟକ : ପୁଣି ବଢ଼ିଲା ବସ୍ ଭଡା। ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହେବା ପରେ ରାଜ୍ୟରେ ପୁଣି ଥରେ ବସ୍ ଭଡା ବୃଦ୍ଧି କରାଯାଇଛି । ଏ ନେଇ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସୂଚନା । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡା ଏକ ପଇସା ଲେଖାଏଁ ବଢିଛି । ସାଧାରଣ ବସ୍ ଭଡା ୭୩ ପଇସାରୁ ୭୪କୁ ବୃଦ୍ଧି କରାଯାଇଛି ।…

ସିବିଆଇ ଜାଲରେ ସିବିଆଇ ଅଧିକାରୀ,…

ନୂଆଦିଲ୍ଲୀ : ସିବିଆଇ ଜାଲରେ ପଡ଼ିଲେ ଖୋଦ ସିବିଆଇ ଅଧିକାରୀ। ୫୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଡିଏସ୍‌ପି ଆରକେ ଋଷି ଓ ଇନସ୍‌ପେକ୍ଟର କପିଲ ଧନଖଡ଼ଙ୍କୁ ସିବିଆଇ ଗିରଫ କରିଛି । ଏହା ବ୍ୟତୀତ ସିବିଆଇ ଓକିଲ ମନୋହର ମାଲିକଙ୍କୁ ବି ଗିରଫ କରିଥିବା ଜଣାପଡ଼ିଛି। ସିବିଆଇ ଡିଏସପି ଆରକେ ଋୁଷିଙ୍କ ଦେବବନ୍ଦ ଓ…

ରାଉରକେଲାରେ ସେକ୍ସ ରାକେଟ ଠାବ

ରାଉରକେଲା : ରାଉରକେଲାରେ ସେକ୍ସ ରାକେଟ ଠାବ। ପୁଲିସର ଅତର୍କିତ ଭାବେ ଚଢ଼ାଉରେ ୨ ଦେହଜୀବୀଙ୍କ ସମେତ ଜଣେ ଦେହ ଦଲାଲ ଏବଂ ରାଣୀ ମହୁମାଛି ଗିରଫ ହୋଇଛନ୍ତି।  ସେକ୍ଟର ୧୫ ପୁଲିସ ଏ ସଂପର୍କ ଜାଣିବା ପରେ ଷ୍ଟିଲପ୍ଲାଣ୍ଟ ନିକଟରେ ଥିବା ପରିତ୍ୟକ୍ତ ଘରେ ଚଢ଼ାଉ କରିଥିଲା। ପୁଲିସ ସୂଚନା ଅନୁସାରେ, ଦଲାଲ…

ଦୁଇ ଜଣ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ…

ଭୁବନେଶ୍ବର: ରାଜ୍ୟ ସରକାର ଦୁଇ ଜଣ ଜଙ୍ଗଲ ବିଭାଗର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ବାଲେଶ୍ବର ବନ୍ୟପ୍ରାଣୀ ଅନ୍ତର୍ଗତ କୁଲଡିହା ରେଂଜ ସହକାରୀ ବନ ସଂରକ୍ଷକ ଲକ୍ଷ୍ମଣ ପ୍ରଧାନ ଓ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ରେଂଜ ଅଧିନରେ କାର୍ଯ୍ୟାରତ ଫରେଷ୍ଟର ଭରତ କୁମାର ଘଡ଼େଇଙ୍କୁ ବାଧ୍ୟତାମୂଳକ ଭାବେ…