Odisha Link
Bridging the Missing Links in Odisha
Daily Archives

January 20, 2021

ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀ ମୃତ

ନୀଳଗିରି: କାର ଧକ୍କାରେ ବାଇକ ଆରୋହୀ ମୃତ। ଏହି ଦୁର୍ଘଟଣାଟି ବାଲେଶ୍ଵର ଜିଲ୍ଲା ସେରଗଡ ଉଦଳା ରାସ୍ତା ଆମ୍ବୁଡ଼ିହା ଅଞ୍ଚଳରେ ଘଟିଛି। ମୃତକ ଜଣଙ୍କ ହେଲେ ବାଲେଶ୍ଵର ଜିଲ୍ଲା ସିନ୍ଧିଆ ଗାଁର କାର୍ତ୍ତିକ ନାୟକ। ସୂଚନାଯୋଗ୍ୟ ଯେ, ବାଲେଶ୍ଵର ଜିଲ୍ଲା ସେରଗଡ ଉଦଳା ରାସ୍ତା ଆମ୍ବୁଡ଼ିହାରେ…

ସମ୍ ହସ୍ପିଟାଲ୍‌ରେ ଜାରି ରହିଛି ଶତ…

ଭୁବନେଶ୍ୱର: ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ସବୁଠାରୁ ବଡ କୋଭିଡ-୧୯ ଟିକାକରଣ ଅଭିଯାନ ଜାରି ରହିଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍‌ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ମଧ୍ୟ ଜୋରସୋରରେ ଚାଲିଛି ଟିକାକରଣ। ନିର୍ଦ୍ଧାରିତ ଟାର୍ଗେଟ ଅନୁଯାୟୀ ଚାରି…

ଅସ୍ଥାୟୀ ଭାବେ ବନ୍ଦ ହେଲା କଙ୍ଗନାଙ୍କ…

ମୁମ୍ବାଇ:ବଲିଉଡ଼ର ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଟ୍ୱିଟର ଆକାଉଣ୍ଟ ଖୁବ ଚର୍ଚ୍ଚାରେ ରହିଛି। ତାଙ୍କର ଟ୍ୱିଟର ଆକାଉଣ୍ଟଟି ଅସ୍ଥାୟୀ ଭାବେ ବନ୍ଦ ହୋଇଯାଇଛି। ସେ ଏହା ନିଜ ଟ୍ବିଟରେ ସୂଚନା ଦେଇଛନ୍ତି। https://twitter.com/KanganaTeam/status/1351763172349382659 ସେ କହିଛନ୍ତି, ନିଜକୁ…

୯୦ ଟଙ୍କା ପାଇଁ ଯୁବକଙ୍କୁ ହତ୍ୟା, ୨…

ସମ୍ବଲପୁର: ୯୦ ଟଙ୍କା ପାଇଁ ଯୁବକଙ୍କୁ ପଥରରେ ଛେଚି ହତ୍ୟା। ମାସେ ତଳେ ସମ୍ୱଲପୁର ଜିଲ୍ଲାରେ ଘଟିଥିବା ଏହି ଘଟଣାର ପର୍ଦ୍ଦାଫାସ ହୋଇଛି। ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ସମ୍ୱଲପୁର ଏସ୍‌ପି ବି.ଗଙ୍ଗାଧର। ସୂଚନା ଅନୁସାରେ, ଡିସେମ୍ବର ୫ ତାରିଖ ରାତିରେ ମହମ୍ମଦ ଅଫତର…

ଜାନୁଆରୀ ୨୬ ରୁ ଆଦିବାସୀ ମେଳା

ଭୁବନେଶ୍ବର: ଭୁବନେଶ୍ବରରେ ଜାନୁଆରୀ ୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା। ଏହି ମେଳା ଜାନୁଆରୀ ୨୬ରୁ ଫେବୃୟାରୀ ୯ ତାରିଖ ଯାଏଁ ଅନୁଷ୍ଠିତ ହେବ। ଭୁବନେଶ୍ବର ୟୁନିଟ୍‌-୧ ଆଦିବାସୀ ପଡ଼ିଆରେ ହେବ ଆଦିବାସୀ ମେଳା। ଦୈନିକ ପୁବାହ୍ନ ୧୧ଟା ରୁ ସଂଧ୍ୟା ୭ ଟା ଯାଏ ଚାଲିବ ମେଳା। କୋଭିଡ଼ ନିୟମ ମାନି ମେଳା ଆୟୋଜନ…

ଟାଇଲରେ ଚାପି ହୋଇ ଶ୍ରମିକ ମୃତ

ବଲାଙ୍ଗୀର : ଟାଇଲରେ ଚାପି ହୋଇ ଜଣେ ଶ୍ରମିକ ମୃତ ୨ ଜଣ ଗୁରୁତର। ଏହି ଅଘଟଣାଟି ବଲାଙ୍ଗୀର ପୁଲିସ ଲାଇନ ନିକଟରେ ଥିବା ଗୋପାଳ ଅଗ୍ରୱାଲଙ୍କ ଘରେ ଘଟିଛି। ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ , ଗୋପାଳଙ୍କ ଘର କାମ ଚାଲିଥିବା ବେଳେ ଏହି ଅଘଟଣଟି ଘଟିଛି। ଟାଇଲ ବୋହୁଥିବା ବେଳେ…

ଆସନ୍ତାକାଲି ସମ୍ବଲପୁର ଆରଡିସି ଅଫିସ…

ଭୁବନେଶ୍ୱର: ଧାନମଣ୍ଡିରେ ଭିତିଭୂମିର ବ୍ୟବସ୍ଥା କରିବା, ମଣ୍ଡି ଗୁଡିକରେ ଚଟାଣ, ପାନୀୟ ଜଳ, ପାଲ, ମାପ ଓଜନ ବିଜୁଳୀ ଆଦି ସୁବିଧା ପହଂଚାଇବା, କେନ୍ଦ୍ର ସରକାର ଦେଉଥିବା ଧାନ ଅଖା, ସୁତୁଲି, ଶ୍ରମିକ ଖର୍ଚ୍ଚ, ଯାତାୟତ ଖର୍ଚ୍ଚକୁ ଚାଷୀଙ୍କ ପାଖରେ ପହଂଚାଇବା, ଟୋକନ ବ୍ୟବସ୍ଥାକୁ ଉଚ୍ଛେଦ କରି କେଉଁ…

ହରିଣ ଛାଲ ଓ ବଜ୍ରକାପ୍ତା ଖୋଳ ଜବତ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡରୁ ଗୋଟେ ହରିଣ ଛାଲ, ୭ଟି ବଜ୍ରକାପ୍ତା ଖୋଳ ଓ ବାଇକ ଜବତ। ଗତକାଲି ସନ୍ଧାରେ ଏଥିରେ ସମ୍ପୃକ୍ତ ୪ଜଣଙ୍କୁ ଗିରଫ କରିଛି ଢ଼େଙ୍କାନାଳ ବନଖଣ୍ଡ ବିଭାଗ । ଅଭିଯୁକ୍ତମାନେ ହେଲେ ନିହାଲ ପ୍ରସାଦ ଥାନା କରଡାବାଣୀ ଗ୍ରାମର ବଳରାମ ସାହୁ ,ସଞ୍ଜୟ ହୋତା,ଗଡ଼ ଖାଙ୍କିରା ଗ୍ରାମର କୁନା…

ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରକୁ…

ଭୁବନେଶ୍ବର: କେନ୍ଦୁଝରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡ଼ି ଉପରେ ଆକ୍ରମଣ ମାମଲାରେ ଆଜି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କେନ୍ଦୁଝର ପୁଲିସ। ଏହା ସହିତ ଆକ୍ରମଣ ସମୟରେ ବ୍ୟବହାର ହୋଇଥିବା ବୋଲେରୋ ଗାଡ଼ି ପୁଲିସ ଜବତ କରିଛି। ପୂର୍ବରୁ ଏହି ମାମଲାରେ ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟ ସଂଜୟ…

ବିଜେଡ଼ିରେ ମିଶିଲେ କରଞ୍ଜିଆର ଶତାଧିକ…

ଭୁବନେଶ୍ୱର: ବିଜେଡ଼ିରେ ମିଶିଲେ ମୟୁରଭଞ୍ଜ କରଞ୍ଜିଆ ଏନଏସିର ବିଜେପି ଓ କଂଗ୍ରେସର ଶତାଧିକ କର୍ମୀ। ଆଜି ବିଜେଡ଼ି କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବ ହୋଇଛି। ସ୍ଥାନୀୟ ନେତା ଗିରିଧାରୀ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଏମାନେ ସମସ୍ତେ ବିଜେଡ଼ିରେ ଯୋଗ ଦେଇଛନ୍ତି। ବିଜେଡ଼ିର ସାଂଗଠନିକ ସଂପାଦକ ପ୍ରଣବ…