Odisha Link
Bridging the Missing Links in Odisha
Daily Archives

January 28, 2021

ପିଏମ୍‌ ମୋଦୀ ଓ ଭାରତୀୟ ନାଗରିକଙ୍କୁ…

ନୂଆଦିଲ୍ଲୀ: ସାରା ବିଶ୍ବରେ ଭାରତ ନିର୍ମିତ କରୋନା ଟିକାର ଚାହିଦା ବଢ଼ିବାରେ ଲାଗିଛି। ଏଥିସହିତ ଅନ୍ୟ ରାଷ୍ଟ୍ରକୁ ପ୍ରତିଶୃତି ଦେଇ କଥା ରଖିଛନ୍ତି ଭାରତ ସରକାର। ଶ୍ରୀଲଙ୍କାରେ ପହଁଞ୍ଚିଲା ଭାରତରେ ନିର୍ମିତ କରୋନା ଟିକା। ୫ ଲକ୍ଷ କୋଭିଡ ଟିକା ଆଜି ଶ୍ରୀଲଙ୍କାରେ ପହଁଞ୍ଚିଛି। ଶ୍ରୀଲଙ୍କାରେ କରୋନା…

ପୁଣି ଗାଙ୍ଗୁଲିଙ୍କ କରାଗଲା…

କୋଲକାତା: ବିସିସିଆଇ ସଭାପତି ତଥା ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କର ପୁଣିଥରେ ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ଏଥିସହିତ ହୃତପିଣ୍ଡରେ ଥିବା ବ୍ଲକେଜ ପାଇଁ ୨ଟି ଷ୍ଟେଣ୍ଟ ଧମନୀରେ ଲଗାଯାଇଥିବା ଜଣାପଡ଼ିଛି। ଏନେଇ କୋଲାକାତା ଆପୋଲ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ଗୋଟିଏ ମାସରେ…

ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ…

ନୂଆଦିଲ୍ଲୀ: ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ମେ’ ୪ରୁ ଆରମ୍ଭ ହୋଇ ଜୁନ୍‌ ୧୦ ଯାଏ ଚାଲିବ। ଏହା ପୂର୍ବରୁୁ ୧ ମାର୍ଚ୍ଚରୁ ଆରମ୍ଭ ହେବ ପ୍ରାକ୍ଟିକାଲ୍‌ ପରୀକ୍ଷା। ଏଥିପାଇଁ ପରୀକ୍ଷା ସୂଚୀ (ଡେଟସିଟ୍‌) ଫେବୃଆରୀ ୨ରେ ପ୍ରକାଶ ପାଇବ। ପରୀକ୍ଷା ରେଜଲ୍ଟ ୧୫ ଜୁଲାଇ ସୁଦ୍ଧା ପ୍ରକାଶ ପାଇବ। ଏନେଇ…

ଆପଲ୍‌, ଆମାଜନ୍‌, ଡିଜ୍‌ନି,…

ଭୁବନେଶ୍ୱର: ରିଲାଏନ୍ସ ଜିଓ ପ୍ରଥମ ଥର ପାଇଁ ର‌୍ୟାଙ୍କିଙ୍ଗ୍‌ରେ ପ୍ରବେଶ କରି ବିଶ୍ୱର ପଂଚମ ସୁଦୃଢ଼ ବ୍ରାଣ୍ଡ୍‌ର ମାନ୍ୟତା (ଟାଇଟଲ୍‌) ହାସଲ କରିଛି । ଭାରତର ଏହି ଅଗ୍ରଣୀ ଟେଲିକମ୍ କଂପାନିର ବିଏସ୍‌ଆଇ ସ୍କୋର୍ ୧୦୦ରୁ ୯୧.୭ ରହିଛି ଏବଂ ଏହାକୁ ଇଲାଇଟ୍ (ସଂଭ୍ରାନ୍ତ) ଏଏଏ+ ବ୍ରାଣ୍ଡ୍ ଦୃଢ଼ତା ରେଟିଂ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଲେଖନ୍ତୁ…

ଭୁବନେଶ୍ୱର: ୨୦୨୨ ସୁଦ୍ଧା ରାଜ୍ୟର ସମସ୍ତ କଚ୍ଚା ଘରକୁ ପକ୍କା ଘର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟ କରୁଛନ୍ତି। କିନ୍ତୁ ଓଡିଶାରେ ରାଜ୍ୟ ସରକାର ନ୍ୟାସନାଲ ଫ୍ଲାଗସିପ ପୋଗ୍ରାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସଠିକ୍ ଢଙ୍ଗରେ କ୍ରିୟାନ୍ୱୟନ କରାଯାଉନାହିଁ। ରାଜ୍ୟବ୍ୟାପୀ ଏହି…

ଚୌଦ୍ୱାର ଚାରବାଟିଆ ଏଆରସିରେ ବଡ଼ ଧରଣର…

କଟକ: ଆଜି ଚୌଦ୍ୱାର ଚାରବାଟିଆ ଏଆରସିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଦୀର୍ଘ ସମୟ ଧରି ନିଆଁ ଲାଗିଥିବା ବେଳେ ଅଗ୍ନକାଣ୍ଡର କାରଣ ଜଣାପଡ଼ିନାହିଁ। ନିଆଁ ଆୟତ୍ତ କରିବାକୁ କଟକ, ଚୌଦ୍ୱାର ଓ ଏଆରସିର ଦମକଳ ନିୟୋଜିତ ହୋଇଛନ୍ତି। ଏଯାବତ୍ ନିଆଁ ଆୟତ୍ତ ହୋଇପାରି ନାହିଁ। ଏୟାର ବେସ୍ ନିକଟରେ ନିଆଁ ଲାଗିଛି।…

ସୀମାରୁ ସବୁ ଚାଷୀଙ୍କୁ ହଟାଇବା ପାଇଁ…

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦବସରେ ଦିଲ୍ଲୀ ହିଂସା ପରେ ଗାଜିପୁର ସୀମାରୁ ସମସ୍ତ ଚାଷୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏ ନେଇ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୁଲିସ ଅଧୀକ୍ଷକମାନଙ୍କୁ ଦାୟିତ୍ୱ ଦିଆଯାଇଛି। ଦୀର୍ଘ ୬୪ଦିନ ଧରି ନୂଆ କୃଷି ଆଇନକୁ…

ସୋଆ କୁଳପତିଙ୍କ ଦ୍ୱାରା ସମ୍…

ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫ୍ୟାକଲ୍ଟି ଅଫ୍ ମେଡିସିନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଏକ ୧୪ ମାସ ଶିଶୁର ଏକ ବିରଳ ମସ୍ତିଷ୍କ ଅସ୍ତ୍ରେପଚାର ସଫଳତାର ସହ ସଂପାଦନ କରାଯାଇଛି । ଜନ୍ମଗତ ତ୍ରୁଟି ଯୋଗୁଁ ଶିଶୁଟିର…

ଗଣଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ…

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ଆଜି ଶୁଣାଣି ହୋଇଛି। ୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡର ସଜା ଶୁଣାଇଛନ୍ତି କୋର୍ଟ । ଜଣେ ଦୋଷୀକୁ ଅଧିକ ଏକ ବର୍ଷର ଦଣ୍ଡ ଓ ୫ ହଜାର ଦଣ୍ଡାଦେଶ କରିଛନ୍ତି କୋର୍ଟ ।

ବ୍ରହ୍ମପୁରରେ ପୁଣି ନକଲି ସସ୍‌…

ବ୍ରହ୍ମପୁର: ପୁଣି ବ୍ରହ୍ମପୁରରେ ଗୋଟିଏ ଅପମିଶ୍ରିତ ସସ୍‌ କାରଖାନା ଠାବ ହୋଇଛି। ବଡ଼ବଜାର ଥାନା ସୋମନାଥପୁରରେ ଠାବ କଲା ପୋଲିସ। ଏକ ନାମୀ କମ୍ପାନୀ ନାଁରେ ଚାଲିଥିଲା ଅପମିଶ୍ରଣ କରାବାର। ଆଳୁ, ଆରାରୁଟ ପାଉଡ଼ର ଓ ଫ୍ୟାକିଂ ମେସିନ, ପ୍ଲାଷ୍ଟିକ୍‌ ବୋତଲ ଜବତ ହୋଇଛି। ଜଣଙ୍କୁ ଗିରଫ କରି ବଡ଼ବଜାର ପୋଲିସର…