Odisha Link
Bridging the Missing Links in Odisha
Daily Archives

January 28, 2021

ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ମୃତ

ମୋହନା : ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ମୃତ। ଏହି ଅଭାବନୀୟ ଘଟଣାଟି ଗଜପତି ଜିଲ୍ଲା ମୋହନା ଥାନା କମଳାପୁର ଗାଁରେ ଘଟିଛି। ପୁଲିସ ଅଭିଯୁକ୍ତ ଦାଦା ଭୂଷଣ ନାୟକକୁ ଅଟକ ରଖି ପଚରା ଉଚରା କରୁଛି । ପ୍ରକାଶ ଯେ, ବୁଧବାର ରାତି ପ୍ରାୟ ୯ଟାରେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ସେହି ସମୟରେ…

ଗଞ୍ଜେଇ ଭର୍ତ୍ତି ପିକଅପ ଭ୍ୟାନ୍ ଜବତ

ଖୋର୍ଦ୍ଧା : ଗଞ୍ଜେଇ ଭର୍ତ୍ତି ପିକଅପ ଭ୍ୟାନ୍ ଜବତ। ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଗୋଡିପଡା ଟୋଲ୍ ଗେଟ୍ ନିକଟରେ ଜବତ କଲା ପୁଲିସ । ୭୦ କେଜି ଗଞ୍ଜେଇ ଜବତ ହୋଇଥିବାବେଳେ ଏହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା…

୫ ଘଣ୍ଟା ବିଳମ୍ବରେ ସୁନାବେଶ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସୁନାବେଶରେ ବିଳମ୍ବ ହୋଇଛି। ମହାପ୍ରଭୁଙ୍କ ନୀତିକାନ୍ତି ୫ ଘଣ୍ଟା ଧରି ବିଳମ୍ବ ହୋଇଛି। ସିଂଘାରୀ ଓ ଅନ୍ୟ ସେବାୟତଙ୍କ ମଧ୍ୟରେ ବିବାଦ। ବିବାଦ ଯୋଗୁଁ ନୀତିକାନ୍ତିରେ ବିଳମ୍ବ ହୋଇଛି। ଏହାସହ ମହାପ୍ରଭୁଙ୍କୁ ଦର୍ଶନ ନକରି ଶ୍ରଦ୍ଧାଳୁମାନେ ଫେରିଯାଇଛନ୍ତି। ଆଜି…

ସିନେମା ‘ବଚନ ପାଣ୍ଡେ’ ଟିମ୍ ବିରୁଦ୍ଧରେ…

ଜୟପୁର : ବଲିଉଡ ସିନେମା ‘ବଚନ ପାଣ୍ଡେ’ ନାଁରେ ମାମଲା ରୁଜୁ। ଅଭିନେତା ଅକ୍ଷୟ କୁମାର ଏବଂ ତାଙ୍କ ପୁରା ଟିମ ବିରୋଧରେ କରୋନା ନିୟମ ଉଲ୍ଲଘଂନ କରିବାର ଅଭିଯୋଗ ହୋଇଛି । ଜୈସଲମେର ର ଜଣେ ବସିନ୍ଦା ପୁରା ଟିମ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସୂଚନା ଅନୁସାରେ, ଜୈସଲମେର ଭାସ୍କର…

କଲରାପତରିଆ ବାଘ ଉଦ୍ଧାର

ଭଞ୍ଜନଗର : ଗଞ୍ଜାମ ଜିଲ୍ଲାରେ ଫାଶରେ ଫସିଲା କଲରାପତରିଆ ବାଘ । ଶିକାର କରିବାକୁ ଆସିଥିବା ସମୟରେ ବାଘଟି ଜାଲରେ ଫସିଯାଇଥିଲା। ତେବେ ଫାସଟିକୁ କିଏ ବସାଇଥିଲା ଜଣା ପଡ଼ିନାହିଁ। ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ମାଣିତରା ସେକ୍ସନ ନଗୁଡୁ ଗ୍ରାମ୍ୟ ପାହାଡ଼ ବାର୍‌ହା ଧରିବା ପାଇଁ ବିଛା ଯାଇଥିଲା…

କାଲିଠୁ ସଂସଦର ବଜେଟ୍ ଅଧିବେଶନ:…

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଆରମ୍ଭ ହେବ ସଂସଦରେ ବଜେଟ ଅଧବେଶନ। ପ୍ରଥମ ଦିନରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ ୧୬ ବିରୋଧୀ ଦଳ। ଏମିତି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଗୁଲାମନବୀ ଆଜାଦ, ଆସନ୍ତାକାଲି ୧୬ଟି ରାଜନୈତିକ ଦଳ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବେ। ତିନି ନୂଆ କୃଷି…

ଶଗଡ଼ ଉପରେ ମାଡିଗଲା ହାଇଓ୍ୱା, ୩ ଗୁରୁତର

ବଲାଙ୍ଗୀର:  ଶଗଡ଼ ଗାଡ଼ି ଉପରେ ହାଇୱା ଚଢ଼ି ୪ବଳଦ ମୃତ। ଏହି ଅଭାବନୀୟ ଘଟଣା ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରାସ୍ତା ଧୁବଲପଡ଼ା ନିକଟରେ ଘଟିଛି।  ଘଟଣାସ୍ଥଳରେ ୩ ଜଣ ବ୍ୟକ୍ତି ଗୁରୁତର ହୋଇଥିବା ଜାଣାପଡ଼ିଛି। ଆହତମାନଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଆଯାଇଛି । ଆହାତ…

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ମୁନିଗୁଡା: ରେଳଧାରଣାରେ କାମ ଚାଲିଥିବା ବେଳେ ମାଲବାହୀ ଟ୍ରେନ୍ ଲାଇନ ଚ୍ୟୁତ । ରାୟଗଡାରେ ଟ୍ରେନର ୪ଟି ବଗି ଲାଇନ ଚ୍ୟୁତ ହୋଇଥିବା ସୂଚନା ମିଳିଛି । ପ୍ରକାଶ ଯେ, ରାୟଗଡା ଜିଲ୍ଲା ମୁନିଗୁଡା ରେଳ ଷ୍ଟେସନ ନିକଟ ମୁନିଖୋଲରେ ଏକ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ଫଳରେ ଟ୍ରେନର ୪ଟି ବଗି…

୬ ରାଜ୍ୟରେ ନିର୍ବାଚନ ଲଢ଼ିବ ଆମ୍ ଆଦମୀ…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବଡ ନିଷ୍ପତ୍ତି। ଏଥର ୬ଟି ରାଜ୍ୟରେ ନିର୍ବାଚନ ଲଢିବାକୁ ଯାଉଛନ୍ତି ଆମ୍ ଆଦମୀ ପାର୍ଟି। ଆପର ବସିଥିବା କାର୍ଯ୍ୟକାରିଣୀ ବୈଠକରେ ଏହି ବଡ ନିଷ୍ପତ୍ତି ନେଇଛନ୍ତି କେଜ୍ରିୱାଲ ସରକାର। ଆସନ୍ତା ୨ ବର୍ଷରେ ୬ଟି ବିଧାନସଭା ଆସନରେ ହେବାକୁ ଥିବା ନିର୍ବାଚନରେ…

ପିପିଲି ଉପନିର୍ବାଚନ; ଯାହା…

ପିପିଲି: ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋର ଧରିଲାଣି। ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଯାଇଛି। ଟିକେଟ ପାଇଁ ଆଶାୟୀଙ୍କ ମଧ୍ୟ କସରତ ଆରମ୍ଭ କରିଲେଣି। ଆଜି ପିପିଲି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପର୍ଯ୍ୟବେକ୍ଷକ ଘୋଷଣା…