Odisha Link
Bridging the Missing Links in Odisha

ଗଣଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ

ରାଉରକେଲା: ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ଆଜି ଶୁଣାଣି ହୋଇଛି। ୩ ଦୋଷୀଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡର ସଜା ଶୁଣାଇଛନ୍ତି କୋର୍ଟ । ଜଣେ ଦୋଷୀକୁ ଅଧିକ ଏକ ବର୍ଷର ଦଣ୍ଡ ଓ ୫ ହଜାର ଦଣ୍ଡାଦେଶ କରିଛନ୍ତି କୋର୍ଟ ।

Comments are closed.