Odisha Link
Bridging the Missing Links in Odisha
Daily Archives

January 31, 2021

ସୟଦ ମୁସ୍ତାକ ଅଲି ଟ୍ରଫି: ଆଜି ଫାଇନାଲ,…

ନୂଆଦିଲ୍ଲୀ: ସୟଦ ମୁସ୍ତାକ ଅଲି ଟ୍ରଫି ଟି-ଟ୍ୱେଣ୍ଟି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ ମୁକାବିଲା ଆଜି। କରୋନା କାଳରେ ଦେଶରେ ଖେଳାଯାଉଥିବା ପ୍ରଥମ ଘରୋଇ ଟୁର୍ଣ୍ଣାମେଣ୍ଟର ଫାଇନାଲ ମୁକାବିଲା ବରୋଦା ଓ ତାମିଲନାଡ଼ୁ ସାମ୍ନାସାମ୍ନି ହେବ । ଉଭୟ ଦଳ ଅପରାଜେୟ ଥିବାବେଳେ ଦୃଢ଼ ମନୋବଳରେ ରହିଛନ୍ତି।…

କରୋନା: ରାଜ୍ୟରେ ଚିହ୍ନଟ ହେଲେ ୧୧୪…

ଭୁବନେଶ୍ବର: ଦୀର୍ଘ ଦଶ ମାସ ପରେ ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟା ମଧ୍ୟରେ ୧୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୫୦୭୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା…

ଫେବ୍ରୁଆରୀ ୭ରେ ନୟାଗଡ଼ ସାହିତ୍ୟ ଉତ୍ସବ

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ଆନୁକୂଲ୍ୟରେ ନୟାଗଡ଼ ସାହିତ୍ୟ ଉତ୍ସବ ୨୦୨୧ ଆସନ୍ତା ଫେବ୍ରୁଆରୀ ୭ ତାରିଖ ରବିବାର ଦିନ ଅନୁଷ୍ଠିତ ହେବ। ଦିବସ ବ୍ୟାପୀ ଏହି ସମାରୋହରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲେଖକ, କଳାକାର ଓ ବୁଦ୍ଧିଜୀବୀମାନେ ଯୋଗଦେବେ ବୋଲି କଥାକାର ତଥା ଉତ୍ସବ…

ବାଲିଗୁଡ଼ାରେ ପୁଣି ମାତିଲେ ମାଓବାଦୀ

ବାଲିଗୁଡ଼ା: ବେଲଘର ଥାନା ଗୁମୁ ଗାଁରୁ ପୋଲିସ୍ ଇନଫରମର୍ ସନ୍ଦେହରେ ଦୁଇଜଣ ଯୁବକଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି। ଦୁଇ ଯୁବକ ଗୁମୁ ଗାଁର ଗୋବିନ୍ଦ ମାଝୀ ଓ ଦେବେନ୍ଦ୍ର ମାଝୀ ହୋଇଥିବା ସୂଚନା ମିଳିଛି। ଗତକାଲି କନ୍ଧମାଳ ଜିଲ୍ଲା ବେଲଘର ଥାନା ଭଣ୍ଡରଙ୍ଗି ପଞ୍ଚାୟତର ଗୋଛାଗୁଡ଼ା ଗାଁରେ ପୋଲିସ…

ହାତୀ ଉପଦ୍ରବକୁ ନେଇ ଜାତୀୟ ରାଜପଥ…

ଢେଙ୍କାନାଳ: ଆଜି ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଗାଁରେ ଜଣେ ଚାଷୀଙ୍କୁ ହାତୀ ଆକ୍ରମଣ କରିଛି। ଫଳରେ ସେ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି। ଗୁରୁତର ଯୁବକଙ୍କ ନାମ ପ୍ରଶାନ୍ତ ରାଉତ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ, ଆଜି…

କଲରାପତରିଆ ବାଘ ମୃତ୍ୟୁ ଘଟଣା, ୬ ଗିରଫ

ବ୍ରହ୍ମପୁର: ଗଞ୍ଜାମ ବୁଗୁଡ଼ା ରେଞ୍ଜ ବଡ଼ପଥରରେ ଶିକାରୀ ଫାଶରୁ ଉଦ୍ଧାର କଲରାପତରିଆ ବାଘ ମୃତ୍ୟୁ ଘଟଣାରେ ୬ ଜଣ ଗିରଫ ହୋଇଛନ୍ତି। ସୂଚନା ଅନୁସାରେ, ଗତ ୨୮ ତାରିଖ ଦିନ ବୁଗୁଡ଼ା ରେଞ୍ଜର ବଡ଼ପଥର ଠାରେ ଶିକାରୀ ଫାସରୁ ଉଦ୍ଧାର ପରେ ବାଘର ମୃତ୍ଯୁ ଘଟିଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରଞ୍ଜିତ…

ଚାକିରିରୁ ବିଦା ହେଲେ ବରିଷ୍ଠ କିରାଣି

ମାଲକାନଗିରି: ଜାଲିଆତି କରି ପାଇଥିବା ଜାତି ପ୍ରମାଣପତ୍ର ଦେଇ ସରକାରୀ ଚାକିରି ହାତେଇଥିଲେ ବରିଷ‌୍ଠ କିରାଣି। ସରକାରୀ ସୁବିଧା ସୁଯୋଗ ସହ ପଦୋନ୍ନତି ମଧ୍ୟ ମିଳିଥିଲା। ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ ନିର୍ଦ୍ଦେଶ ପରେ ହୋଇଥିବା ଖୋଳତାଡ଼ରୁ ୨୪ବର୍ଷ ତଳେ ହୋଇଥିବା ଜାଲିଆତି ସାମ୍ନାକୁ ଆସିଥିଲା।…

ଆଜି ଭଦ୍ରକରେ ବିଜୁ ଯୁବ ଓ ଛାତ୍ର…

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆଜି ବିଜୁ ଯୁବ ଓ ଛାତ୍ର ନେତୃତ୍ୱ ସମ୍ମିଳନୀ ଅନୁଷ୍ଠିତ ହେବ। ଏନେଇ ସଜେଇ ହୋଇଛି ଭଦ୍ରକ ନେହେରୁ ଷ୍ଟାଡିୟମ। ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ବହୁ ଯୁବନେତା। ଭର୍ଚୁଆଲରେ ଯୁବ ଓ ଛାତ୍ର ନେତା ଏବଂ କର୍ମୀଙ୍କୁ ଗୁରୁମନ୍ତ୍ର ଦେବେ ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ। ଆଗାମୀ…

ସାରଦା ଖଣିକୁ ୨ ହଜାର ୫୬ କୋଟି ଟଙ୍କାର…

କେନ୍ଦୁଝର: ସାରଦା ମାଇନ୍ସ ପ୍ରାଇଭେଟ୍ ଲିମିଟେଡ୍ ଉପରେ ୨ ହଜାର ୫୬ କୋଟି ଟଙ୍କାର ଜରିମାନା କରାଯାଇଛି। କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ସାରଦା ଖଣିର ନିର୍ଦ୍ଦେଶକ ଅର୍ଜୁନ ସାରସ୍ୱତଙ୍କ ନିକଟକୁ ୨ ହଜାର ୫୬ କୋଟି ୩୮ ଲକ୍ଷ ୪୩ ହଜାର ୫୬୭ ଟଙ୍କା ଜରିମାନା ପାଇଁ…