Odisha Link
Bridging the Missing Links in Odisha

ବିନା ଶ୍ରଦ୍ଧାଳୁରେ ଚନ୍ଦ୍ରଭାଗା ବୁଡ଼

କୋଣାର୍କ: ଏଥର ବିନା ଶ୍ରଦ୍ଧାଳୁରେ ହେବ ବୁଡ଼ ଉତ୍ସବ। ଶୋଭାଯାତ୍ରା କେବଳ ୫ ଶହ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ। କୋଭିଡ଼ କଟକଣା ମଧ୍ୟରେ ନୀତିକାନ୍ତି ଓ ଚନ୍ଦ୍ରଭାଗା ବୁଡ଼ ହେବ। ଶୋଭାଯାତ୍ରାରେ ଥିବା ଶଦ୍ଧାଳୁ ଠାକୁରଙ୍କ ସହ ବୁଡ଼ ପକାଇ ପାରିବେ। ଏନେଇ ଜିଲ୍ଲା ପ୍ରଶାସନ ସହ ମିଟିଂ ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି।

Comments are closed.