Odisha Link
Bridging the Missing Links in Odisha
Daily Archives

February 12, 2021

ମାଓଙ୍କ ଟାରଗେଟରେ ଠିକାଦାର

ଲାଞ୍ଜିଗଡ଼: ମାଓଙ୍କ ଟାରଗେଟରେ ଠିକାଦାର। ଲାଞ୍ଜିଗଡରେ ଉପସ୍ଥିତି ଜାହିର କରିଛି ଲାଲବାହିନି। ତାଙ୍କ ଟାରଗେଟରେ ଅଛନ୍ତି ୪ ଠିକାଦାର ଓ ରାଜନେତା। ମାଓ ଠିକାଦାର, କୁଜିନେତା ଓ ରାଜନେତାମାନଙ୍କୁ ପୋଷ୍ଟର ମାଧ୍ୟମରେ ଚେତାବନି ଦେଉଥିବା ବେଳେ ଆଜି ସକାଳୁ ଲାଞ୍ଜିଗଡ ଅଞ୍ଚଳରେ ପୁଣି ଏକ ମାଓ ପୋଷ୍ଟର…

ପାର୍ଟିରେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା,…

ନୂଆଦିଲ୍ଲୀ: ଜନ୍ମଦିନ ପାର୍ଟିରେ ଜଣେ ଯୁବକଙ୍କୁ ଛୁରୀ ଭୁସି ହତ୍ୟା। ଏହି ଘଟାଣାଟି ଦିଲ୍ଲୀର ମଙ୍ଗଳପୁରୀ ଅଞ୍ଚଳରେ ଘଟିଛି। ମୃତ ହେଲେ ରିଙ୍କୁ ଶର୍ମା। ତାଙ୍କୁ ୪ଜଣ ଚାରି ଯୁବକ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣାରେ ପୋଲିସ ୪ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ପ୍ରକାଶ ଯେ , ରିଙ୍କୁ…

କୋଟିଆ ମାମଲା: ଆନ୍ଧ୍ରକୁ ନୋଟିସ କଲେ…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ କୋଟିଆ ମାମଲାର ଶୁଣାଣି ହୋଇଛି। ଓଡ଼ିଶାର ଆବେଦନ ଉପରେ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ। ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ନେଇ ସୁପ୍ରିମକୋର୍ଟ ଆନ୍ଧ୍ରର ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ନିର୍ଦ୍ଧାରିତ ସମୟ ଭିତରେ ଜବାବ ଦାଖଲ ପାଇଁ ଆନ୍ଧ୍ରକୁ ନୋଟିସ ଦିଆଯାଇଛି । ଆସନ୍ତା ୧୯…

ଆଜି ମିଳିବ କାଳିଆ ତୃତୀୟ କିସ୍ତି

ଭୁବନେଶ୍ୱର: ଆଜି ତୃତୀୟ କିସ୍ତିରେ ମିଳିବ ‘କାଳିଆ’ ଟଙ୍କା। ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ଡିବିଟି ଜରିଆରେ ଦିଆଯିବ କାଳିଆ ଟଙ୍କା। କ୍ଷୁଦ୍ର ଓ ନାମମାତ୍ର ଚାଷୀ, ଭୂମିହୀନ ଚାଷୀ ପରିବାରକୁ ୨୦୨୦-୨୧ର କାଳିଆ ସହାୟତା ପ୍ରଦାନ କରାଯିବ । ଆଜି ଅପରାହ୍ନ ୫ଟାରେ ଆନୁଷ୍ଠାନିକ ଭାବେ ଏହାର ଘୋଷଣା କରିବେ…

ମାଟି ତଳୁ ମିଳିଲା ୧୦ ଝୁଡ଼ି କଉଡ଼ି

ରଣପୁର: ପୁୁରୁଣା ଘର ଭାଙ୍ଗି ନୂଆ ଘର ନିର୍ମାଣ ପାଇଁ ନିଅଁ ଖୋଳିବା ସମୟରେ ମାଟି ତଳୁ ମିଳିଲା କଉଡ଼ି। ରଣପୁର ତାଳକଣି ପଞ୍ଚାୟତ ନଛିପୁରର ନାରାୟଣ ସାହୁ ତାଙ୍କର ପୁରୁଣା ଘର ଭାଙ୍ଗି ନୂଆ ଘର ନିର୍ମାଣ ପାଇଁ ନିଅଁ ଖୋଳାଉ ଥିଲେ । ଏହି ସମୟରେ ଶ୍ରମିକ ମାନେ ମାଟି ଖୋଳିବା ସମୟରେ ୪ ଫୁଟ ତଳେ ୫ ଫୁଟ…

କାଲିଠୁ ଖୋଲିବ ରାଷ୍ଟ୍ରପତିଙ୍କ ମୋଗଲ…

ନୂଆଦିଲ୍ଲୀ: କାଲି ରାଷ୍ଟ୍ରପତି ଭବନରେ ‘ଉଦ୍ୟାନୋତ୍ସବ’ର ଶୁଭାରମ୍ଭ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଆସନ୍ତାକାଲିଠାରୁ ମୋଗଲ ଉଦ୍ୟାନ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲା ରହିବ। ସତର୍କତାମୂଳକ ପଦକ୍ଷେପ ଭାବରେ, ଚଳିତ ବର୍ଷ ୱାକ-ଇନ୍‍ ପ୍ରବେଶ ଉପଲବ୍ଧ ହେବ ନାହିଁ।…

ବସ୍ତୁବାଦୀ ଦୁନିଆରେ ସତ୍‌ ସଙ୍ଗ ମାନବ…

ଭୁବନେଶ୍ୱର: ସାମ୍ପ୍ରତିକ ସମୟରେ ସମଗ୍ର ମାନବ ଜାତିକୁ କରୋନା ମହାମାରୀ ରୂପକ ସମସ୍ୟାକୁ ସମାଧାନ କରିବା ପାଇଁ ଯେପରି ଭାବରେ ଭ୍ୟାକସିନ ଉପଯୋଗୀ ହୋଇଛି ସେହିପରି ବସ୍ତୁବାଦୀ ଦୁନିଆରେ ମାନବ ଜୀବନକୁ ଆଧ୍ୟାତ୍ମିକ ଚେତନାରେ ଯୋଡ଼ିବା ପାଇଁ ସତ୍‌ସଙ୍ଗ ହିଁ ଆଜିର ଦିନରେ ଭ୍ୟାକସିନ୍ ସଦୃଶ ହୋଇଛି ବୋଲି…

ଆରମ୍ଭ ହେଲା ମେଘନାଦ ପ୍ରାଚୀର ମରାମତି…

ପୁରୀ: ଆରମ୍ଭ ହୋଇଛି ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ମରାମତି କାମ। ଠିକ ସେହିପରି ଶ୍ରୀମନ୍ଦିର ଭିତରେ ବି ମରାମତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ନାଟମଣ୍ଡପ-ଜଗମୋହନ ସଂଯୋଗ ସ୍ଥଳରେ ଲୁହାର ଭାରା ମଧ୍ୟ ବନ୍ଧାଯାଇଛି। ଅନ୍ୟପଟେ ସିଂହଦ୍ବାର ନିକଟ ରାମଦୟା ପରିଷଦ ଘର ପାଖକୁ ଲାଗି ରହିଥିବା ମେଘନାଦ…

ବ୍ୟାଙ୍କ ଓ ସାପ୍ତାହିକ ହାଟରୁ ଚୋରି ବାଇକ

ସାଲେପୁର: ବ୍ୟାଙ୍କ ଓ ସାପ୍ତାହିକ ହାଟରୁ ଚୋରି ହେବାରେ ଲାଗିଛି ବାଇକ।ସାଲେପୁର ଥାନା ଅଞ୍ଚଳରୁ ଏହି ଅଭିଯୋଗ ଆସିଛି। ଏଭଳି ଏକ ଘଟଣାର ସିସିଟିଭି ଫୁଟେଜରେ ରେକର୍ଡ ହୋଇଛି। ସାଲେପୁର ଷ୍ଟେଟବ୍ୟାଙ୍କ ସମ୍ମୁଖରୁ ବାଇକକୁ ଚୋରି ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏ ନେଇ ବାଇକ ଚାଳକ ସାଲେପୁର ଥାନାରେ…

ଏସସିବି ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ…

କଟକ: ଏସସିବି ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଉଚ୍ଛେଦ ଆରମ୍ଭ ହୋଇଛି। ରାଣୀହାଟ ପୋଲଠାରୁ ମାତୃଭବନ ଯାଏ ଉଚ୍ଛେଦ ହେବ। ତାଳଦଣ୍ଡା କେନାଲ ରାସ୍ତାରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ଜବରଦଖଲକୁ ଉଚ୍ଛେଦ କରୁଛି ପ୍ରଶାସନ। ତେବେ ତାଳଦଣ୍ଡା କେନାଲର ଉଭୟ ରାସ୍ତାକୁ ୩ ଲେନ୍…