Odisha Link
Bridging the Missing Links in Odisha
Daily Archives

February 12, 2021

ବଜେଟ ଅଧିବେଶନ ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ମୁତାବକ, ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ହେବ RT-PCR ଟେଷ୍ଟ। ବିଧାୟକ, ସେମାନଙ୍କର ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କର ମଧ୍ୟ କରୋନା ଟେଷ୍ଟ ହେବ। ବିଧାନସଭା ସଚିବାଳୟ କର୍ମଚାରୀ, ସିଏମ୍‌ଓ ଷ୍ଟାଫ୍‌ଙ୍କର ମଧ୍ୟ…

ବାଇ-ଲ ପ୍ରତ୍ୟାହାର ପାଇଁ…

ଭୁବନେଶ୍ବର: ବାଇ-ଲ ପ୍ରତ୍ୟାହାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଟ୍ବିଟ୍। ଏକାମ୍ର କ୍ଷେତ୍ରର ଦୁଇ ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ପାଇଁ ଟ୍ବିଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏକାମ୍ର କ୍ଷେତ୍ରରେ ଥିବା ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ବର ମନ୍ଦିରରୁ ବାଇ-ଲ ପ୍ରତ୍ୟାହାର ପାଇଁ କେନ୍ଦ୍ରକୁ…

ବାଣ କାରଖାନାରେ ଅଗ୍ନିକାଣ୍ଡ: ୧୧ମୃତ

ତାମିଲନାଡୁ: ତାମିଲନାଡୁର ଏକ ବାଣ କାରଖାନାରେ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ସାଥୁର ନିକଟସ୍ଥ ଅଚାନଗୁଲାମ ଅଞ୍ଚଳ ବାଣ କାରଖାନାରେ ଏହି ଅଗ୍ନିକାଣ୍ଡ  ଘଟିଛି। ନିଆଁକୁ ଆୟତ୍ତ କରିବା ପାଇଁ ଘଟଣାସ୍ଥଳରେ ଦଶଟି ଦମକଳ ମୁତୟନ…

ଦୋଷୀକୁ ଫାଶୀ ମିଳୁ: ପୁଷ୍ପଲତାଙ୍କ…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଦାସପୁର-ଅନ୍ଧାରୁଆ ମୁଣ୍ଡବିହୀନ ମହିଳାଙ୍କ ମୃତଦେହ ଚିହ୍ନଟ ମାମଲା ଏବେ ନୂଆ ମୋଡ଼ ନେଇଛି। ଗତକାଲି କମିଶନରେଟ ପୁଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଥିଲେ ଯେ, କଟାମୁଣ୍ଡ ନାମ ପୁଷ୍ପଲତା ରାଉଳ (୨୮)। ବିବାହକୁ ନେଇ ବିବାଦ କାରଣରୁ ପୁଷ୍ପଲତାଙ୍କୁ ହତ୍ୟା…

୪୦ କିଲୋ ଆଇଇଡି ନିଷ୍କ୍ରିୟ କଲେ…

ରାଞ୍ଚି: ବଡ଼ଧରଣର ମାଓ ଷଡଯନ୍ତ୍ର ପଣ୍ଡ। କମ୍ବିଂ ଅପରେସନ୍ କରୁଥିବା ରାସ୍ତାରେ ବିସ୍ଫୋରଣ ଷଡଯନ୍ତ୍ର ରଚିଥିଲେ ମାଓବାଦୀ। ଝାଡ଼ଖଣ୍ଡର ସିଂହଭୂମ ଜିଲ୍ଲା ଚାଇବାସା-ଗୋଇଲକେରା ରାସ୍ତାରେ ବିସ୍ଫୋରଣ ଷଡଯନ୍ତ୍ର ରଚିଥିଲେ ମାଓବାଦୀ। ସୌଭାଗ୍ୟ ବଶତଃ ବିସ୍ଫୋରଣ ପୂର୍ବରୁ ଷଡଯନ୍ତ୍ର ସମ୍ବର୍କରେ ସିଆର୍‌ପିଏଫ୍‌…

ରାଜଧାନୀରୁ ୧୫୫ ବ୍ରାଉନସୁଗାର ଜବତ

ଭୁବନେଶ୍ୱର: ପୁଣି ରାଜଧାନୀରୁ ଜବତ ହେଲା ଧଳା ଜହର। ରାଜଧାନୀ ଭୁବନେଶ୍ବରରେ ବ୍ରାଉନସୁଗାର କାରବାର ବଢ଼ିବାରେ ଲାଗିଛି। ବ୍ରାଉନସୁଗାର ବିକ୍ରି ସମୟରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରି ୧୫୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ବୟ ହେଲେ…

ଦେଶୀ ରନ୍ଧା ମଦ ଜବତ, ୨ ଜଣଙ୍କୁ ଗିରଫ

ଭଦ୍ରକ: ଦେଶୀ ରନ୍ଧା ମଦ ଜବତ। ଭଦ୍ରକ ଜିଲ୍ଲାପାଳ ଡକ୍ଟର ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧୀକ୍ଷକ ଗୌତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ମାମଲାରେ ୬ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସ ଏବଂ…

ରାଜ୍ୟସଭାରୁ ଇସ୍ତଫା ଦେଲେ ଦିନେଶ…

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରୁ ଟିଏମସି ସାଂସଦ ଦିନେଶ ତ୍ରିବେଦୀ ଇସ୍ତଫା ଦେଇଛନ୍ତି। ଏ ନେଇ ଦିନେଶ ରାଜ୍ୟସଭାରେ ଘୋଷଣା କରିଛନ୍ତି। ଏଥିସହ ନିଜ ରାଜ୍ୟରେ ଘଟି ଚାଲିଥିବା ହିଂସା ଦେଇ ଶ୍ରୀ ତ୍ରିବେଦୀ ଉଦବେଗ ପ୍ରକାଶ କରିଛନ୍ତି। ତ୍ରିବେଦୀ କହିଛନ୍ତି ଯେ, ମୋ ରାଜ୍ୟରେ ହିଂସା ଚାଲିଛି  ମୁଁ କିଛି…

ଟଙ୍କା ପାଇଁ ଜ୍ବାଇଁ ଆଖି ତାଡିଲା ଶ୍ୱଶୁର

ନୟାଗଡ଼: କରଜ ଟଙ୍କା ଶୁଝି ନ ପାରିବାରୁ ଜ୍ବାଇଁ ଆଖି ତାଡିନେଲେ ଦାଦା ଶ୍ୱଶୁର। ଏହି ଘଟଣାଟି ନୟାଗଡ଼ ସଦର ଥାନା ଅନ୍ତର୍ଗତ ସଜନାପଡ଼ା ଗାଁରେ। ପ୍ରାକଶ ଯେ, ନୟାଗଡ଼ ସଦରଥାନା ଅନ୍ତର୍ଗତ ସଜାନାପଡ଼ା ଗାଁର ପ୍ରମୋଦ ରାଉତରାୟ ଷଠିଆପଲ୍ଲୀ ଗ୍ରାମରେ ବିବାହ କରିଥିଲେ। ପ୍ରମୋଦ ଅସୁବିଧା ସମୟରେ ନିଜ ଦାଦା…

ରାଜ୍ୟରେ କରୋନା: ୫୮ କରୋନା ପଜିଟିଭ୍…

ଭୁବନେଶ୍ବର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୩୬୦୪୨ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୩ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି…