Odisha Link
Bridging the Missing Links in Odisha
Daily Archives

February 12, 2021

ଆନ୍ଧ୍ରପ୍ରଦେଶ ଆରାକୁ ଘାଟିରେ ବସ୍…

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶ ଆରାକୁ ଘାଟିରେ ବସ୍ ଦୁର୍ଘଟଣା। ପର୍ଯ୍ୟଟକଙ୍କୁ ନେଇ ଯାଉଥିବାବେଳେ ଘାଟି ତଳକୁ ଖସିପଡିଲା ବସ୍। ଏହି ଦୁର୍ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ଆଜି ସନ୍ଧ୍ୟାରେ ପ୍ରାୟ ୩୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବାବେଳେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାର ଆରାକୁ ଘାଟିରେ ଦୁର୍ଘଟଣାର…

ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଜୟପୁର…

ଜୟପୁର: ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବ ଜୟପୁର ଏୟାରପୋର୍ଟ। ଆସନ୍ତା ୩ ମାସ ମଧ୍ୟରେ ନିୟମିତ ଉଡାଣ ପାଇଁ ଲାଇସେନ୍ସ ମିଳିବ। ପରେ ବିଡିଂ ଡକାଯାଇ ଏହି ବର୍ଷ ଶେଷ ସୁଦ୍ଧା ଏଠାରୁ ନିୟମିତ ଉଡାଣ ଆରମ୍ଭ ହେବ ବୋଲି ଜୟପୁରରେ ସ୍ଥିତି ସମୀକ୍ଷା ପରେ କହିଛନ୍ତି ବାଣିଜ୍ୟ ଓ ପରିବହନ ବିଭାଗ ମୁଖ୍ୟ ସଚିବ ମଧୁସୂଦନ…

ବିପଦରେ ଗଜରାଜ, କର୍ଲାପାଟ ଯିବେ…

କଳାହାଣ୍ଡି: ବିପଦରେ ଗଜରାଜ। କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟରେ ଗତ ୧୨ ଦିନ ମଧ୍ୟରେ ୪ ହାତୀଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବରଣ କରିଥିବା ୪ଟି ଯାକ ମାଈହାତୀ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଗୋଟିଏ ହାତୀ ଗର୍ଭବତୀ ଥିଲା ବୋଲି ଡିଏଫ୍ଓ ଦକ୍ଷିଣ ବନଖଣ୍ଡ ଟି.ଅଶୋକ କୁମାର ସୂଚନା ଦେଇଛନ୍ତି। ଏଥିସହ…

ଉତ୍ତରାଖଣ୍ଡ ହିମସ୍ଖଳନ: ମୃତ୍ୟୁ ସଂଖ୍ୟା…

ଉତ୍ତରାଖଣ୍ଡ‌: ଉତ୍ତରାଖଣ୍ଡରେ ହୋଇଥିବା ହିମସ୍ଖଳନରେ ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଜାରି ରହିଛି। ଉଦ୍ଧାରୀ କାର୍ଯ୍ୟ ୬ ଦିନରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ଏବେ ବି ୨୦୬ ଜଣ ଲୋକ ଫଶି ରହିଥିବା…

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ…

ପୁରୀ: ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ। ଚଳିତ ବର୍ଷ ରଥଯାତ୍ରା ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ନୟାଗଡ ବନଖଣ୍ଡରୁ ଆଜି ପ୍ରଥମ ପର୍ଯ୍ୟାୟରେ ଦୁଇଟି ଟ୍ରକରେ ରଥକାଠ ପୁରୀରେ ଆସି ପହଞ୍ଚିଛି। ଦୁଇଟି ଟ୍ରକରେ ସମୁଦାୟ ୪୯ ଖଣ୍ତ ଅସନ ଓ ଧଉରା କାଠ ରହିଛି। ସେଥି ମଧ୍ୟରୁ ୧୨ ଫୁଟିଆ ଅସନ ୨୦ ଟି ଓ…

ପୁଷ୍ପଲତା ହତ୍ୟା ମାମଲା, ରିମାଣ୍ଡରେ ଗଲେ…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଭୁବନେଶ୍ୱର ଦାସପୁର-ଅନ୍ଧାରୁଆ ମୁଣ୍ଡବିହୀନ ମହିଳାଙ୍କ ମୃତ୍ୟୁ ମାମଲା। ମୁଣ୍ଡବିହୀନ ମହିଳାଙ୍କ ସମ୍ପର୍କରେ ଗତକାଲି କମିଶନରେଟ ପୁଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। କଟାମୁଣ୍ଡ ନାମ ପୁଷ୍ପଲତା ରାଉଳ (୨୮) ବୋଲି ଜଣାପଡିଥିଲା। ଏହି ମାମଲାରେ ଆଜି ୨…

ସୋଆରେ ସ୍ପ୍ଲିଟ୍ କର୍ଡ ମାଲଫରମେସନ୍…

ଭୁବନେଶ୍ୱର: ବିଶିଷ୍ଟ ନ୍ୟୁରୋସର୍ଜନ୍ ପ୍ରଫେସର (ଡ.) ଅଶୋକ କୁମାର ମହାପାତ୍ରଙ୍କ ଦ୍ୱାରା ଲିଖିତ ‘ସ୍ପ୍ଲିଟ୍ କର୍ଡ ମାଲ୍‌ଫରମେସନ୍‌’ ପୁସ୍ତକକୁ ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ଉନ୍ମୋଚନ କରିଛନ୍ତି। ଥିମ୍ ଦ୍ୱାରା ପ୍ରକାଶିତ ଏହି ପୁସ୍ତକରେ…

ହସ୍ପିଟାଲ୍‌ରୁ ନବଜାତ ଶିଶୁ ନିଖୋଜ!

କୋରାପୁଟ: ହସ୍ପିଟାଲ୍‌ରୁ ନବଜାତ ଶିଶୁ ନିଖୋଜ। ଶିଶୁ ନିଖୋଜ ଘଟଣା କୋରାପୁଟ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏସଏନସିୟୁରୁ ହୋଇଥିବା ନେଇ ଅଭିଯୋଗ ହୋଇଛିି। ପ୍ରସବ ପରେ ମା’ର ମୃତ୍ୟୁ ହେବାରୁ ପରିବାର ଲୋକେ ମୃତଦେହ ଘରକୁ ଆଣିଥିଲେ। ପରେ ମେଡିକାଲ ଯାଇ ନବଜାତକୁ ପରିବାର ଲୋକେ ପାଇନଥିଲେ। ଶିଶୁଟିକୁ କେହି…

କାଳିଆ ଯୋଜନା: ଚାଷୀଙ୍କ ଖାତାକୁ ଗଲା ୨…

ଭୁବନେଶ୍ୱର: ଚାଷୀଙ୍କୁ ମିଳିଲା ତୃତୀୟ କିସ୍ତି କାଳିଆ ଟଙ୍କା। ୫୩ ଲକ୍ଷ ଚାଷୀଙ୍କୁ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ଜରିଆରେ ୨ ହଜାର ଟଙ୍କା ପ୍ରଦାନ କରାଯାଇଛି। ୫୩ ଲକ୍ଷ ଚାଷୀଙ୍କ ଖାତାକୁ ମୋଟ ୧୨୭୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୨୦-୨୧ ବର୍ଷ ପାଇଁ କାଳିଆ ସହାୟତା କ୍ଷୁଦ୍ରଚାଷୀ,…

ଦେହରେ କିରାସିନ ଢାଳି ଯୁବକଙ୍କର…

ଜି.ଉଦୟଗିରି: ଦେହରେ କିରାସିନ ଢାଳି ଆତ୍ମହତ୍ୟା କଲେ ଯୁବକ। ଏଭଳି ଏକ ଅଭାବନୀୟ ଘଯଣା ଘଟିଛି ଜି.ଉଦୟଗିରି ଅନ୍ତର୍ଗତ ଲିଙ୍ଗାଗଡ ଗ୍ରାମରେ। ଜଣେ ୨୮ ବର୍ଷର ଯୁବକ ଗତକାଲି ରାତିରେ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଛନ୍ତି। ମୃତକଙ୍କର ନାଁ ଅଶୋକ ଦଳବେହେରା (୨୮) ବେଲି ଜଣା ପଡିଛି। ସୂଚନା…