ଅନଲାଇନରେ ହେବ +୩ ପ୍ରଥମ ବର୍ଷ କ୍ଲାସ

ଭୁବନେଶ୍ୱର: ଅନଲାଇନରେ ହେବ +୩ ପ୍ରଥମ ବର୍ଷ କ୍ଲାସ୍। ମାର୍ଚ୍ଚ ୧ ତାରିଖରୁ ଅନଲାଇନ୍ କ୍ଲାସ ଆରମ୍ଭ ହେବ। ୨୦୨୧-୨୨ ଶିକ୍ଷାବର୍ଷ ଆଇଁ ଅନଲାଇନରେ ଆରମ୍ଭ ହେବ କ୍ଲାସ୍।
ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ +୩ ଶେଷ ବର୍ଷର ବିଦ୍ୟାର୍ଥୀଙ୍କ ପାଇଁ ପାଠପଢା ଆରମ୍ଭ ହୋଇସାରିଛି। ଏହି ପରିପ୍ରେକ୍ଷୀରେ ବିଭିନ୍ନ ମହାବିଦ୍ୟାଳୟର +୩ ଶେଷ ବର୍ଷ କଳା,ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ର ଛାତ୍ରୀ ମାନେ ସହ ମହାବିଦ୍ୟାଳୟକୁ ଆସିଥିବା ଦେଖିବାକୁ ମିଳିଛି।
J urol. cialis tadalafil In areas evaluate laboratory results will be the rst dose, despite this.