Odisha Link
Bridging the Missing Links in Odisha

ନିଦ ବଟିକା ଖାଇ ମେଡିକାଲ ଛାତ୍ର ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର: ନିଦ ବଟିକା ଖାଇ ଛାତ୍ର ଆତ୍ମହତ୍ୟା ଉଦ୍ୟମ। ଛାତ୍ରଜଣକ ବୁର୍ଲା ଭୀମସାର ମେଡିକାଲ ପିଜି ପ୍ରଥମ ବର୍ଷର ବୋଲି ଜଣା ପଡ଼ିଛି । ସେ ମାତ୍ରାଧିକ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲା ।

ପ୍ରଥମେ ତାଙ୍କୁ ବୁର୍ଲା ସେଣ୍ଟ୍ରାଲ ଆଇସିୟୁ ଓ ପରେ ବରଗଡର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ ପୂର୍ବରୁ ନିଦ ବଟିକା ଖାଉଥିଲେ । ହେଲେ ଗୁରୁବାର ମାନସିକ ଭାରସାମ୍ୟ ହରାଇ ପାଖରେ ଥିବା ସବୁ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି ।

Comments are closed.