Odisha Link
Bridging the Missing Links in Odisha
Daily Archives

March 6, 2021

ପୋଲିସ ଭ୍ୟାନ ଜାଳିଦେଲେ ଉତ୍ୟକ୍ତ ଲୋକେ

ଯାଜପୁର: ପୋଲିସ ଭ୍ୟାନ ଜାଳିଦେଲେ ଉତ୍ୟକ୍ତ ଲୋକେ। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଚଣ୍ଡିଖୋଲର ବାଲିଚନ୍ଦ୍ରପୁର ଥାନା ଭରତପୁର ଅଞ୍ଚଳେର। କିଛି ଦିନ ତଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯାହାକୁ ନେଇ ବଚସା ମଧ୍ୟ ହୋଇଥିଲା। ଆଜି ଘଟଣାସ୍ଥଲରେ ପୋଲିସ ପହିଁଚିଥିଲା। ପୋଲିସର ବିଳମ୍ବତା…

ବିଶ୍ୱ ମହିଳା ଦିବସ ପାଳିବ ବିଜୁ ଜନତା ଦଳ

ଭୁବନେଶ୍ୱର: ବିଶ୍ୱ ମହିଳା ଦିବସ ଅବସରରେ ମାର୍ଚ୍ଚ ୮ ତାରିଖରେ ଦିନ ବିଜେଡ଼ି ମୁଖ୍ୟାଳୟରେ ବିରାଟ କାର୍ଯ୍ୟକ୍ରମ ଆୟୋଜନ ହେବ। ସମସ୍ତ ନିର୍ବାଚନମଣ୍ଡଳୀରେ ବି ଏହା ପାଳନ ପାଇଁ ବିଜେଡ଼ି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେବେ।…

ରାଜଧାନୀରେ ହତ୍ୟା: ଆଇନଶୃଙ୍ଖଳାକୁ ନେଇ…

ଭୁବନେଶ୍ବର: ଆଇନଶୃଙ୍ଖଳା ଆଗରେ ଅପରାଧୀଙ୍କ ବାଜିମାତ୍, ସାମନ୍ତାରପୁର ପରେ ସିଆରପି ଛକରେ ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଏମିତି ସେମିତି ହତ୍ୟା ନୁହେଁ, ଶହ ଶହ ଲୋକଙ୍କ ସାମ୍ନାରେ ହତ୍ୟାକାଣ୍ଡ ଘଟାଇଲେ ଦୁଇଭାଇ। ଏକ ପିକଅପ ଭ୍ୟାନ ଭିତରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ମାରଣାସ୍ତ୍ରରେ ଭୁଷି ଚାଲିଥିଲେ…

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ମମତା…

କଲିକତା: ଭାରତୀୟ ଜନତା ପାର୍ଟି ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ପ୍ରକାଶ କରିଛି ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା। ଏହି ତାଲିକାରେ ୫୭ ଜଣଙ୍କର ନାମ ସ୍ଥାନ ପାଇଛି। ତେବେ ଏ ମଧ୍ୟରେ ବହୁଚର୍ଚ୍ଚିତ ତଥା ସମ୍ମାନଜନକ ନନ୍ଦୀଗ୍ରାମ ବିଧାନସଭା ଆସନ ରହିଛି। ଏଠାରୁ ତୃଣମୂଳ କଂଗ୍ରେସ ଛାଡ଼ି…

ନୂଆ ବିଭାଗ ହେଲା ମିଶନ ଶକ୍ତି

ଭୁବନେଶ୍ୱର: ମହିଳା ଦିବସ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏଣିକି ରାଜ୍ୟରେ କାର୍ଯ୍ୟ କରିବ ନୂଆ ମିଶନ ଶକ୍ତି ବିଭାଗ। ମିଶନ ଶକ୍ତି ନାଁରେ ନୂଆ ବିଭାଗକୁ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ତେବେ ରାଜ୍ୟରେ ୨୦୦୧ ମସିହାରେ ମିଶନ ଶକ୍ତି ସ୍ଥାପନ ହୋଇଥିଲା। ଏବେ ରାଜ୍ୟରେ ୬ ଲକ୍ଷ ସ୍ୱୟଂ ସହାୟକ…

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୬…

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୬ଟି ପ୍ରସ୍ତାବରେ କ୍ୟାବିନେଟ ମୋହର ବାଜିଛି । ଶକ୍ତି, କୃଷି, ସାମାଜିକ ସୁରକ୍ଷା, ଅବକାରୀ, ସାଧାରଣ ପ୍ରଶାସନ, ପଞ୍ଚାୟତି ରାଜ ଓ ପାନୀୟ ଜଳ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ଏବଂ ଇସ୍ପାତ ଓ ଖଣି…

କୂଅରୁ ମିଳିଲା ମା’ ଝିଅଙ୍କ ମୃତଦେହ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଚେକେଡ଼ା ପଞ୍ଚାୟତ କାଉଡ଼ିଗୁଡ଼ା ଗାଁରେ ଚାଞ୍ଚଲ୍ୟକର ଘଟଣା ଘଟିଛି। ଏକ ପରିତ୍ୟକ୍ତ କୂଅରୁ ମା’ ଓ ଝିଅଙ୍କର ମୃତଦେହକୁ ଉଦ୍ଧାର କରାଯାଇଛି। ଘଟଣା ଘଟିଛି ଚେଡେଙ୍ଗା ପଞ୍ଚାୟତର କଉଡ଼ିଗୁଡ଼ା ଗ୍ରାମରେ। ଏହି ଗ୍ରାମରେ ବାସ କରୁଥିବା ହରି କାଉଡ଼ି ଓ ତାଙ୍କ…

ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ର…

ଭୁବନେଶ୍ୱର: ପ୍ରଥମ ଥର ପାଇଁ ରାଜ୍ୟର ଅଗ୍ରଣୀ ଗଣମାଧ୍ୟମ ସଂସ୍ଥା ସୁମା ରିଅଲ୍ ମିଡିଆ ପ୍ରାଇଭେଟ ଲିମିଟେଡ୍ ପକ୍ଷରୁ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଶୁକ୍ରବାର ଏହି ସଂସ୍ଥା ପରିଚାଳିତ ଟିଭି ଚ୍ୟାନେଲ୍ ନ୍ୟୁଜ୍‌୭ର ସର୍ଟ ଫିଲ୍ମ କଂଟେଷ୍ଟ ‘ସୋ-କେଶ ୨୦୨୦’ର ବିଜେତା ମାନଙ୍କୁ…

ପିଏମ୍‌ କିଷାନ ଯୋଜନାର ଲାଭ ପାଇବା ନେଇ…

ନୂଆଦିଲ୍ଲୀ: ଓଡ଼ିଶାର ଚାଷୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କୁ ଶନିବାର ଲେଖିଥିବା ଚିଠିର ତତକ୍ଷଣାତ୍‌ ପଦକ୍ଷେପସ୍ୱରୂପ ଓଡ଼ିଶାର ସମସ୍ତ ଯୋଗ୍ୟ ଚାଷୀ ପିଏମ କିଷାନ ନିଧି ସମ୍ମାନ ଯୋଜନାର ଲାଭ ପାଇବା…

ପ୍ରଭୁ ଲିଙ୍ଗରାଜ ମନ୍ଦିରରେ ଜାଗର ଯାତ୍ରା…

ଭୁବନେଶ୍ଵର: ଚଳିତ ବର୍ଷ ଜାଗରରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ। ମନ୍ଦିର ପରିସରରେ ପାଳନ ହେବ କୋଭିଡ କଟକଣା। ଏହି କୋଭିଡ଼ ନିୟମ ପାଳନ କରି ଭକ୍ତ ମାନେ ଜାଳିବେ ଦୀପ। ମହାଦୀପ ଉଠିବା ପରେ ଠାକୁର ଦର୍ଶନ କରିବେ ନାହିଁ ଭକ୍ତ। ପ୍ରଭୁ ଲିଙ୍ଗରାଜଙ୍କ ଜାଗର ପାଇଁ ମନ୍ଦିର ୩ ସେବାୟତଙ୍କ…