Odisha Link
Bridging the Missing Links in Odisha
Daily Archives

March 7, 2021

ଟୁକୁନା ଛୁରୀରେ ଟୁକୁନା ମଲା: ଡିସିପି

ଭୁବନେଶ୍ୱର: ଭୁବନେଶ୍ୱର ସିଆରପି ଛକରେ ହତ୍ୟାକାଣ୍ଡ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଦୁଇ ହତ୍ୟାକାରୀ ଭାଇଙ୍କୁ ଗିରଫ କରାଯାଇଛି। ଏଥି ସହିତ ପିସିଆର ଗାଡିରୁ ଅଭିଯୁକ୍ତଙ୍କୁ ଛଡେଇ ଆଣି ମାଡ଼ ମାରିବା ସହ, ପିସିଆରକୁ ଭାଙ୍ଗିଥିବା ଘଟଣାରେ ୫ ଜଣଙ୍କୁ କରାଯାଇଛି ଗିରଫ। ଆଇନକୁ ହାତକୁ ନେଇଥିବା…

ପଦ୍ମ ଧରିଲେ ମିଥୁନ

କୋଲକାତା: ପଦ୍ମ ଶିବିରରେ ଯୋଗ ଦେଲେ ବଲିଉଡର ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ। କୋଲାକାତାରେ ଅନୁଷ୍ଠିତ ହେବାକୁ ଥିବା ପିଏମ୍‌ ମୋଦୀଙ୍କ ନିର୍ବାଚନ ରାଲି ପୂର୍ବରୁ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ବିଜେପିରେ ସାମିଲ ହୋଇଛନ୍ତି। ବିଜେପିରେ ସାମିଲ ହେବା ପରେ ମିଥୁନ ମଞ୍ଚରେ ଜୟ ଶ୍ରୀରାମ ଦେଇଥିଲେ।…

ଟିକା ନେବା ପରେ ବି କରୋନା ପଜିଟିଭ…

ରାଉରକେଲା: କରୋନା ଟିକା ନେଇ ସାରିବା ପରେ ପୁଣିଥରେ କୋଭିଡ ପଜିଟିଭ ଚିହ୍ନଟ ହେଲେ ଡାକ୍ତର। ଯାହାକୁ ନେଇ ରାଉରକେଲାରେ ଲାଗି ରହିଛି ଚର୍ଚ୍ଚା। ଆରଜିଏଚ୍‌ରେ ଡିଏମ୍‌ଏଫ୍‌ ପାଣ୍ଠିରୁ କାର୍ଯ୍ୟରତ ଜଣେ ୭୧ ବର୍ଷ ବୟସର ଡାକ୍ତର କରୋନା ଯୋଦ୍ଧା ଭାବେ ଗତ ଜାନୁଆରୀ ୧୬ ତାରିଖ କରୋନାର ପ୍ରଥମ ଟିକା କୋଭିସିଲ୍ଡ…

ମହିଳାଙ୍କଠୁ ସୁନା ଚେନ ଝାମ୍ପିନେଲେ…

ଭୁବନେଶ୍ୱର: ଆଜି ସକାଳେ ଫୁଲ ତୋଳିବାକୁ ଆସିଥିବା ଜଣେ ମହିଳାଙ୍କ ଉପରେ ଆକ୍ରମଣ କରି ଲୁଟିନେଛନ୍ତି ସୁନା ଚେନ। କିଛିଦିନ ତଳେ ନିଳାଦ୍ରୀ ବିହାରରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିବା ବେଳେ ଆଜି ଭରତପୁର ଥାନା ଖଣ୍ଡଗିରି ବାରି ଅଞ୍ଚଳରେ ଏହି ଘଟଣାଟି ଦେଖିବାକୁ ମିଳିଛି। ମିଳିଥିବା ସୂଚନା ଅନୁସାରେ,…

ଭୋଟରଙ୍କୁ ଧମକ ଦେଲେ ଟିଏମସି ନେତା,…

କୋଲକାତା: ବାଜିସାରିଲାଣି ନିର୍ବାଚନ ବିଗୁଲ। ମାର୍ଚ୍ଚ ୨୭ରୁ ଆରମ୍ଭ ହେବ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ। ଏଥିପାଇଁ ସରଗରମ ବେଙ୍ଗଲ ରାଜନୀତି। ବିଭିନ୍ନ ରାଜନୈତିକ ଦଳ ଭୋଟରଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିବା ପାଇଁ ଆପଣାଉଛନ୍ତି ବିଭିନ୍ନ କୌଶଳ। ଅନ୍ୟପଟେ ଜୋରଦାର ହେଉଛି ନିର୍ବାଚନ ପ୍ରଚାର। ଏସବୁ…

ଜ୍ବାଇଁକୁ ହତ୍ୟା: ଝିଅକୁ ବିଧବା କଲେ…

ପାଟନା: ବାପାଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ ବିଧବା ଝିଅ। ବିହାରର ବେଗୁସରାୟ ଜିଲ୍ଲାର ଏସପିଙ୍କ ନିକଟରେ ନିଜ ବାପାଙ୍କ ନାମରେ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, ମୋ ପିତା ମୋ ସ୍ବାମୀଙ୍କ ହତ୍ୟାକାରୀ। ମୁଁ ଭଲ ପାଇ ବିବାହ କରିଥିବାରୁ ମୋ ବାପା ମୋତେ ବିଧବା ବନେଇ ଦେଲେ। ଏମିତି କିଛି ଆକୁଳ…

ବଣ୍ଡାଘାଟିରେ ଓଲଟିଲା ଅଗ୍ନିଶମ ଗାଡ଼ି: ୪…

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଡିଜିପିଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଯାଉଥିବା ଅଗ୍ନିଶମ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ବଣ୍ଡା ଘଟିରେ ଅଗ୍ନିଶମ ବିଭାଗର ଗାଡ଼ି ଓଲଟି ପଡ଼ିଛି। ଫଳରେ ୫ ଗଣ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ଭିତରୁ ୪ ଜଣଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ପୁଲିସ ଡିଜି…

ସିଆରପି ହତ୍ୟାକାଣ୍ଡ ଘଟଣା: ପିସିଆର୍…

ଭୁବନେଶ୍ୱର: ଗତକାଲି ସିଆରପି ଛକରେ ଗାଡ଼ି ଭିତରେ ଯୁବକଙ୍କୁ ହତ୍ୟା ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି। ଗତକାଲି ଦିନ ଦ୍ୱିପହରରେ ଟୁକୁନା ସାହୁ ଓରଫ ଜଟଙ୍କୁ ଆକ୍ରମଣ ଖଣ୍ଡା ଭଳି ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ ସୁଧୀର ଓ ସାଗର। ଦୁଇଜଣ ଜଟିଆଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିଲେ…

ଆଜି କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ…

କଲିକତା: ଆଉ ମାତ୍ର ଦିନ କେଇଟା ପରେ ପଶ୍ଚିମବଙ୍ଗ ନିର୍ବାଚନ। ଏଥିପାଇଁ ଜୋରଦାର ଚାଲିଛି ରାଲି। ନିଜ ଆଶନ ବଞ୍ଚାଇବା ପାଇଁ ମମତା ଦିଦି ଭରପୁର ପ୍ରୟାସ କରୁଥିବା ବେଳେ, ଗଡ଼ ହାତେଇବାକୁ ବିଜେପି ରଣନୀତି ନିର୍ବାଚନ ରାଲିକୁ ଜୋରଦାର କରିଛି। ଆଜି ପ୍ରଚାରରେ ବଲିଉଡ୍ ସୁପରଷ୍ଟାର ମିଥୁନ୍ ଚକ୍ରବର୍ତ୍ତି…

ଥାନା ଗାଡ଼ି ପୋଡ଼ା ମାମଲା: ୧୩ ଜଣଙ୍କୁ…

ଯାଜପୁର: ଯାଜପୁର ପଣସୁଧା ଗାଁରେ ପୁଲିସ ଗାଡ଼ି ପୋଡ଼ା ମାମଲାରେ ୧୩ ଅଟକ ଅଛନ୍ତି। ଶନିବାର ବିଳମ୍ବିତ ରାତିରେ ଘରେ ପଶି ୧୩ ଜଣଙ୍କୁ ଉଠାଇନେଇଛି ପୁଲିସ। ସେମାନଙ୍କୁ ବାଲିଚନ୍ଦ୍ରପୁର ଥାନାରେ ରଖି ପଚରାଉଚରା କରୁଛି। ତେବେ ଫେରାର ଥିବା ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ ଖୋଜୁଛି। ମିଳିଥିବା ସୂଚନା…