Odisha Link
Bridging the Missing Links in Odisha
Daily Archives

March 16, 2021

କରୋନାର ନୂଆ ଷ୍ଟ୍ରେନ୍‌ ପାଇଁ ରାଜ୍ୟ…

ଭୁବନେଶ୍ବର: ପୁଣି କଲବଲ କଲାଣି କରୋନାର ଦ୍ବିତୀୟ ସଂକ୍ରମଣ। ମହାରାଷ୍ଟ୍ର ସମେତ ଦେଶରେ ଅନେକ ରାଜ୍ୟରେ ଏହାର ପ୍ରବାଭ ଜାରି ରହିଛି। କିଛି ରାଜ୍ୟରେ ବି ନାଇଟ୍‌କର୍ଫ୍ୟୁ ମଧ୍ୟ ଜାରି ହେଲାଣି। ଓଡ଼ିଶାରେ ସଂକ୍ରମଣର ଆଶଙ୍କାକୁ ଦୃଷ୍ଟିରେ ରଖି ଆଗୁଆ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଯଦିଓ…

ପିପିଲି ଉପନିର୍ବାଚନ ପାଇଁ ୩ ଦଳର କସରତ,…

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି। ଏନେଇ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନର। ଏହାକୁ ନେଇ ତିନି ଦଳ ନିଜ ନିଜର କସରତ ଆରମ୍ଭ କରି ଦେଇଛନ୍ତି। ସେପଟେ ନିର୍ବାଚନକୁ ଦୃଷ୍ଟିରେ ରଖି ତିନି ଦନ ଆଜି ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇଛନ୍ତି। ବିଜେଡି, ବିଜେପି ଓ…

ଚଳିତ ବର୍ଷ ଥରେ ହିଁ ହେବ ନିଟ୍ ପରୀକ୍ଷା:…

ନୂଆଦିଲ୍ଲୀ: ଚଳିତ ବର୍ଷ ନ୍ୟାସନାଲ୍‌ ଏଲିଜିବିଲିଟି କମ୍‌ ଏନ୍‌ଣ୍ଟ୍ରାନ୍ସ ଟେ‌ଷ୍ଟ(ନିଟ୍‌) ପରୀକ୍ଷା କେବଳ ଥରେ ହିଁ ହେବ। ପରୀକ୍ଷାର୍ଥୀମା‌ନେ କେବଳ ଥରେ ହିଁ ନିଟ୍ ପରୀକ୍ଷା ଦେବାର ସୁଯୋଗ ପାଇବେ ଏବଂ ଏହା ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଦ୍ୱାରା ପରିଚାଳନା କରାଯିବ। ଏ ନେଇ କେନ୍ଦ୍ର…

ନାବାଳକ ଡ୍ରାଇଭରକୁ ୫୭ ହଜାର ଟଙ୍କାର…

ବାଲେଶ୍ୱର: ନାବାଳକ ଟ୍ରାକ୍ଟର ଡ୍ରାଇଭରକୁ ୫୭ ହଜାର ୫୦୦ ଟଙ୍କାର ଜରିମାନା। ବାଲେଶ୍ବର ଆରଟିଓ ତରଫରୁ ଏହି ଜରିମାନା କରାଯାଇଛି। ଗାଡ଼ି ଚାଳାଇବା ନେଇ ନିର୍ଦ୍ଧାରିତ ବୟସ ହୋଇନଥିବା ଏବଂ ଲାଇସେନ୍ସ ନଥାଇ ଗାଡ଼ି ଚଳାଇବା, କୃଷି କାର୍ଯ୍ୟ ପାଇଁ ପଞ୍ଜିକୃତ ହୋଇଥିବା ଟ୍ରାକ୍ଟରକୁ ବ୍ୟବସାୟରେ ବ୍ୟବହାର…

ରାଜ୍ୟର ବନାଗ୍ନି ପରିସ୍ଥିତି ବର୍ତ୍ତମାନ…

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମ ଓ ବନ ବିଭାଗର କ୍ଷେତ୍ର କର୍ମଚାରୀଙ୍କ ଦ୍ବାରା ନିଆଯାଇଥିବା ୨୪X୭ ଘଣ୍ଟିଆ ଉଦ୍ୟମ ଫଳରେ ରାଜ୍ୟରେ ସୃଷ୍ଟି ହୋଇଥିବା ବନାଗ୍ନିକୁ ପ୍ରଶମନ ଓ ଆୟତାଧିନ କରାଯାଇପାରିଛି। ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି। ରାଜ୍ୟକୁ ଆସିଥିବା‌…

ବିଜୁ ଯୁବ ବାହିନୀ ଅର୍ଥର ଅଡ଼ିଟ୍ କରାଯାଉ:…

ଭୁବନେଶ୍ୱର: ଗତ ୨୦୧୯ ସାଧାରଣ ନିର୍ବାଚନ ଜିତିବା ପାଇଁ ଶାସକ ବିଜେଡି କୋଟି କୋଟି ଟଙ୍କା ବ୍ୟୟ କରି ବିଜୁଯୁବ ବାହିନୀ ଗଠନ କରିଥିଲେ। ଓଡ଼ିଶା ଲୋକଙ୍କ ଝାଳବୁହା ପଇସା ଓ କରଦାତାଙ୍କ ଟିକସ ଅର୍ଥରେ ନିଜ ରାଜନୈତିକ ଫାଇଦା ହାସଲ କରିବା ପାଇଁ ଶାସକ ବିଜେଡି ଯୁବକମାନଙ୍କୁ ବ୍ୟବହାର କରିଥିଲା। ଏବେ ଯୁବ…

ରାଜ୍ୟ କୃଷକ ମୋର୍ଚ୍ଚା ପଦାଧିକାରୀ ଏବଂ…

ଭୁବନେଶ୍ୱର: ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଆଜି କୃଷକ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ, ମୋର୍ଚ୍ଚାର ବିଭିନ୍ନ ବିଭାଗର ସଂଯୋଜକମାନଙ୍କ ନାମ ତାଲିକା ଘୋଷଣା କରିଛନ୍ତି।…

ରିଲାଏନ୍ସ ଫାଉଣ୍ଡେସନର କୋଭିଡ ସୁରକ୍ଷା…

ଭୁବନେଶ୍ୱର: କୋଭିଡ ୧୯ ସୁରକ୍ଷା ସମ୍ପର୍କିତ ସତର୍କତା ଓ ନିୟମାବଳୀକୁ ପାଳନ କରିବାର ଗୁରୁତ୍ୱକୁ ଦୋହରାଇ ରିଲାଏନ୍ସ ଫାଉଣ୍ଡେସନ ଏହାର ମିଶନ କୋଭିଡ ସୁରକ୍ଷା ଅଭିଯାନର ଅଂଶ ଭାବରେ ଓଡ଼ିଶାର ବିଭିନ୍ନ ସରକାରୀ ବିଭାଗ, ସଂସ୍ଥା ଏବଂ ଅଗ୍ରଣୀ ଏନଜିଓ ସହଭାଗୀଙ୍କ ସହିତ ମିଶି ରାଜ୍ୟର ୨୨ ଜିଲାର ବିଭିନ୍ନ…

ଘୋଷଣା ହେଲା ପିପିଲି ଉପନିର୍ବାଚନ ତାରିଖ

ପିପିଲି: ଘୋଷଣା ହେଲା ପିପିଲି ଉପନିର୍ବାଚନ ତାରିଖ। ଆସନ୍ତା ଏପ୍ରିଲ ୧୭ ତାରିଖରେ ହେବ ପିପିଲିରେ ଉପ ନିର୍ବାଚନ। ଏନେଇ ଆଜି ତାରିଖ ଘୋଷଣା ହୋଇଛି। ଆସନ୍ତା ମାର୍ଚ୍ଚ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏଥିସହ ନାମାଙ୍କନ ଦାଖଲର ଶେଷ ତାରିଖ ମାର୍ଚ୍ଚ ୩୦ ରହିଛି। ସେହିପରି ନାମାଙ୍କନ ପ୍ରତ୍ୟାହାରର…

ସମୂହତାକୁ ଗୁରୁତ୍ୱ ଦେଉଥିବା ସମାଜ ଗଠନ…

ଭୁବନେଶ୍ୱର: ସମୂହତାକୁ ଗୁରୁତ୍ୱ ଦେଉଥିବା ଏକ ସମାଜର ବିଶେଷତ୍ୱ ହେଲା ଯେ ଏହା ସବୁବେଳେ ଚେଷ୍ଟା କରେ ଯେପରି ସମସ୍ତେ ଏକତ୍ର ହୋଇ ଆଗକୁ ଅଗ୍ରସର ହୁଅନ୍ତୁ। କେହି ପଛରେ ପଡ଼ିଯିବାକୁ ଏପରି ସମାଜ ଅନୁମତି ଦିଏ ନାହିଁ। ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ଶନିବାର ଭର୍ଚୁଆଲ୍ ଭାବେ…