Odisha Link
Bridging the Missing Links in Odisha
Daily Archives

March 17, 2021

ଦମ୍ପତ୍ତିଙ୍କ ସହ ଜେଲ ଗଲା ୨ ମାସର ଶିଶୁ

କାଳିଆପାଣି: ଆଇନ ଆଗରେ ହାରି ଗଲା ମାନବିକତା। ସାନ ଭାଇର ପ୍ରେମ ପାଣି ଜଲେ ଗଲା ଭାଇ ଭାଉଜ ଓ ୨ ମାସର ଶିଶୁ। ୨୦୧୯ର ଏକ ପୁରୁଣା ୱାରେଣ୍ଟରେ ଅସୁସ୍ଥ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାଟି କାଳିଆପାଣି ଥାନା ଅନ୍ତର୍ଗତ ଗିରଙ୍ଗାମାଳୀ ଗ୍ରାମରେ ଘଟିଛି। ପ୍ରକାଶ ଯେ,ବଳରାମ…

ବିଧାନସଭା: ପଞ୍ଚମ ଦିନରେ ବି ସମାନ…

ଭୁବନେଶ୍ୱର: ଧାନ କିଣା ପ୍ରସଙ୍ଗ ନେଇ ବିଧାନସଭାର ପଞ୍ଚମ ଦିନରେ ବି ସମାନ ସ୍ଥିତି। ଗୃହ ମଧ୍ୟ ଭାଗରେ ଶାସକ-ବିରୋଧୀଙ୍କ ନାରାବାଜି ଓ ହଟ୍ଟଗୋଳ। ବିରୋଧୀ ଓ ଶାସକ ମୁହାଁମୁହିଁ ଫଳରେ ବିଧାନସଭାର ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ, ବଜେଟ ଆଲୋଚନା ସବୁ କିଛି ଫିକା ପଡ଼ିଯାଉଛି। ଅଧା ମିନିଟ ଗୃହକାର୍ଯ୍ୟ…

ବିଜେପି ସାଂସଦଙ୍କ ଝୁଲନ୍ତା ମୃତଦେହ…

ନୂଆଦିଲ୍ଲୀ: ବିଜେପି ସାଂସଦଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ଦିଲ୍ଲୀ ସ୍ଥିତ ବାସଭବନରୁ ସାଂସଦ ରାମ ସ୍ୱରୁପ ଶର୍ମାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରୁ କୌଣସି ସୁଇସାଇଡ଼୍‌ ନୋଟ ମିଳିନାହିଁ। ପୋଲିସ ଘଟଣାସ୍ଥଳ ପହଞ୍ଚି ତଦନ୍ତ‌ ଆରମ୍ଭ…

ବିପୁଳ ପରିମାଣର ଗଞ୍ଜେଇ ଜବତ

କଳାହାଣ୍ଡି: ବିପୁଳ ପରିମାଣର ଗଞ୍ଜେଇ ଜବତ। କଳାହାଣ୍ଡି କର୍ଲାପାଟ ଅଭୟାରଣ୍ୟ ଫରେଷ୍ଟ ତନଖି ଫାଟକ ନିକଟରୁ ଜବତ ହୋଇଛି। ପ୍ରକାଶ ଯେ, କର୍ଲାପାଟ ଅଭୟାରଣ୍ୟ ଫରେଷ୍ଟ ତନଖି ଫାଟକ ନିକଟରେ ଚେକିଂ ଚାଲିଥିଲା। ତେବେ ଫରେଷ୍ଟ ଅଧିକାରୀଙ୍କୁ ଦେଖି ଏକ ପିକଅପ ଭ୍ୟାନ୍‌ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର…

ରାଜ୍ୟକୁ ଲେଉଟିଲା କରୋନା

ବ୍ରହ୍ମପୁର: ରଜ୍ୟକୁ ପୁଣି ଫେରିଛି କରୋନା। ବ୍ରହ୍ମପୁର ଟାଟାପାୱାର ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଅଫିସରେ କିଛି କର୍ମଚାରୀ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତେବେ ରାଜ୍ୟ ବାହାରୁ ଆସିବା ପରେ ଅଧିକାରୀମାନେ ପଜିଟିଭି ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ପ୍ରଶାସନ…

ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ଟୀକାକରଣ…

ପୁରୀ: ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ସେବାୟତଙ୍କ ଟୀକାକରଣ। ସକାଳ ୧୦ଟାରୁ ସେବାୟତମାନଙ୍କୁ ଟିକା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ କରାଯିବ। ଦୈନିକ ୧୦୦ ଜଣ ସେବାୟତଙ୍କୁ ଟିକା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଏନେଇ ସମସ୍ତ ପ୍ରସ୍ତୁତ ସରିଛି। ସୂଚନା ମୁତାବକ, ଶ୍ରୀମନ୍ଦିର…

ଏପ୍ରିଲ ୨ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି

ଭୁବନେଶ୍ୱର: ଓଡ଼ିଶା ଆସିବେ ଉପରାଷ୍ଟ୍ରପତି ଭେଙ୍କେୟା ନାୟିଡୁ। ଉତ୍କଳ ବିଶ୍ବବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗଦେବାକୁ ଏପ୍ରିଲ ୨ରେ ଓଡ଼ିଶା ଆସିବେ ଭେଙ୍କେୟା ନାଇଡୁ। ଏନେଇ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ସଫଳ କରିବା ପାଇଁ…

ରାଜଧାନୀରେ ଫାଟିଲା ଟ୍ରାନ୍ସଫର୍ମର, ୪…

ଭୁବନେଶ୍ଵର: ଭୁବନେଶ୍ୱର ଓମଫେଡ ଛକ ନିକଟରେ ବଡ଼ ଅଘଟଣ। ନିଆଁ ଲାଗିବାରୁ ଫାଟିଲା ଟ୍ରାନ୍ସଫର୍ମର। ଟ୍ରାନ୍ସଫର୍ମର ଫାଟି ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଜି ଭୋର ୫ଟା ସମୟରେ ଏଭଳି ଏକ ଅଘଟଣ ଘଟିଛି। ସୁଚନା ମୁତାବକ, ଆଜି ଭୋର ୫ଟା ସମୟରେ…

କରୋନା ସ୍ଥିତିର ସମୀକ୍ଷା କରିବେ ମୋଦି,…

ନୂଆଦିଲ୍ଲୀ: ଦେଶରେ ପୁଣି କରୋନା ସଂକ୍ରମଣ ହାର ବଢ଼ିବାରେ ଲାଗିଛି। କେତେକ ରାଜ୍ୟରେ କରୋନା ସଂକ୍ରମଣ ସ୍ଥିତି ଚିନ୍ତାଜନକ ହେବା ବେଳେ କିଛି ରାଜ୍ୟରେ ଲକ୍ ଡାଉନ୍, ସଟ୍ ଡାଉନ ଓ ରାତ୍ରୀକାଳୀନ କର୍ଫ୍ୟୁ ମଧ୍ୟ ଆରମ୍ଭ ହୋଇଛି। ଦେଶର କରୋନା ସ୍ଥିତି ନେଇ ଆଜି ସବୁ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ…

ତାତିରୁ ନାହିଁ ନିସ୍ତାର, ଆହୁରି ୨ରୁ ୩…

ଭୁବନେଶ୍ବର: ପାରଦ ଉପରମୁହାଁ ହୋଇଥିବା ବେଳେ ଆହୁରି ବଢ଼ିବ ତାତି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସହରର ଦିନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭୁବନେଶ୍ବରରେ ରାଜ୍ୟର ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଛି। ଗତକାଲି ତୁଳନାରେ ଆଜି ତାପମାତ୍ରା ୨.୩ ଡିଗ୍ରି ବୃଦ୍ଧି ପାଇ…