Odisha Link
Bridging the Missing Links in Odisha
Daily Archives

April 11, 2021

ହାଇଦର ଫେରାର ଘଟଣା: ସସପେଣ୍ଡ୍‌ ହେଲେ ୬…

ଭୁବନେଶ୍ବର: କଟକ ବଡ଼ ମେଡ଼ିକାଲରୁ ଗ୍ୟାଙ୍ଗଷ୍ଟାର ଫେରାର ହେବା ଘଟଣାରେ ପୁଲିସ ବିଭାଗ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀଙ୍କ ଅବହେଳା ଯୋଗୁ ଏପରି ଘଟଣା ଘଟିଥିବା ଜଣାପଡ଼ିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ବିଭାଗୀୟ…

ଖୁବଶୀଘ୍ର ଧରାପଡ଼ିବ ହାଇଦର: କମିଶନରେଟ୍…

କଟକ: ଗ୍ୟାଙ୍ଗଷ୍ଟାର ହାଇଦରକୁ ଧରିବା ପାଇଁ ବଡ଼ଧରଣର ଅଭିଯାନ ଆରମ୍ଭ କରିିଛି କମିଶନରେଟ୍ ପୁଲିସ୍। କଟକ ଡିସିପିଙ୍କ ନେତୃତ୍ୱରେ ୪ଟି ଟିମ୍ ଗଠନ କରି ହାଇଦରକୁ ଠାବ କରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି। ଗ୍ୟାଙ୍ଗଷ୍ଟାର ହାଇଦର ଅପରାଧିକ ସାମ୍ରାଜ୍ୟ ସହ ସଂପୃକ୍ତ ଥିବା ଜିଲ୍ଲା କେନ୍ଦ୍ରାପଡ଼ା,…

ସ୍ତ୍ରୀର ଲୁହା ରଡ୍‌ ମାଡ଼ରେ ଚାଲିଗଲା…

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଅନ୍ତର୍ଗତ ବାଲିଶଙ୍କରା ଶୁଖା ମହାଦେବ ଡୁଙ୍ଗରିପଡ଼ା ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ଅଵସ୍ଥାରେ ସ୍ବାମୀଙ୍କ ମୁଣ୍ଡକୁ ଲୁହା ପାଇପରେ ପିଟିପିଟି ହତ୍ୟା କରିଛି ସ୍ତ୍ରୀ। ଏହାପରେ ସେ ରାତିରେ ହିଁ ଥାନାକୁ ଯାଇ ଆତ୍ମସମର୍ପଣ କରିଛି। ନିହତ ସ୍ବାମୀ ହେଲେ…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା…

ଚଣ୍ଡିଖୋଲ: ଅକାଳରେ ଚାଲିଗଲା ଜୀବନ। ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ବାପା-ଝିଅଙ୍କ ଜୀବନ। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ। ମିଳିଥିବା ସୂଚନା ମୁତାବିକ, ଧର୍ମଶାଳାର ନେଳପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଅମାନିଆଙ୍କୁ ଛାଟ: ମାନିଲେଣି କଟକଣା,…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସ୍ଥିତି ବିଗିଡ଼ିବାରେ ଲାଗିଛି। କରୋନା ସଂକ୍ରମଣକୁ ମାତ୍‌ ଦେବା ପାଇଁ ସାରା ରାଜ୍ୟରେ କୋଭିଡ କଟକଣାକୁ ଜୋରଦାର କରିଛନ୍ତି ସରକାର। ଏସବୁ ମଧ୍ୟରେ କମିଶନରୋଟ୍‌ ପୁଲିସର ସ୍ପେଶାଲ ସ୍କ୍ବାର୍ଡ ରାଜଧାନୀର ବିଭିନ୍ନ ସ୍ଥାନ ପରିଦର୍ଶନ କରି କୋଭିଡ କଟକଣାକୁ ଅବମାନନା କରୁଥିବା…

କରୋନା: ୨୪ ଘଣ୍ଟାରେ ୧୩୭୯ ପଜିଟିଭ…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। ବିଗତ କିଛିଦିନ ହେବ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୭୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୮୦୮ ଜଣ କ୍ଵାରାଣ୍ଟିନରେ ଥିବା ବେଳେ ୫୭୧ ଜଣ ସ୍ଥାନୀୟ…

ତାତିରୁ ସାମାନ୍ୟ ଆଶ୍ବସ୍ତି, ୧୬…

ଭୁବନେଶ୍ବର: ଭୀଷଣ ତାତିରୁ ସାମାନ୍ୟ ଆଶ୍ବସ୍ତି। ଉପକୂଳ ଭଳି ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଅଳ୍ପ ମାତ୍ରାରେ କିମିଛି।ସବୁଠୁ ବଡ଼କଥା ହେଲା ଶନିବାର ଦିନ ରାଜ୍ୟର କୌଣସି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁନଥିଲା। ରାଜ୍ୟର ୬ ଟି ସ୍ଥାନର ପାରଦ ୩୯ ଡିଗ୍ରୀ ଉପରେ ରହିଥିଲା। ଏହାରି ମଧ୍ୟରେ ପାଣିପାଗ…

ଆଜିଠୁ ସାରା ଦେଶରେ ଟିକା ଉତ୍ସବ

ନୂଆଦିଲ୍ଲୀ: ଆଜିଠୁ ସାରା ଦେଶରେ ଆରମ୍ଭ ହୋଇଛି ଟିକା ଉତ୍ସବ। ଏହି ଉତ୍ସବ ଜ୍ୟୋତିରାଓ ଫୁଲେଜୀଙ୍କ ଜୟନ୍ତୀରୁ ଆରମ୍ଭ ହୋଇ ଏପ୍ରିଲ ୧୪ରେ ବାବା ସାହେବ ଆମ୍ବେଦକରଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ। କରୋନା ନିୟନ୍ତ୍ରଣ ପାଇଁ ସାରା ଦେଶରେ ଟିକା ଉତ୍ସବର ଆୟୋଜନ କରାଯାଇଛି। ସୂଚନାଯୋଗ୍ୟ, ଗତ ଗୁରୁବାର ଦିନ…