Odisha Link
Bridging the Missing Links in Odisha
Daily Archives

April 14, 2021

ପିପିଲି: କଂଗ୍ରେସ ପ୍ରାର୍ଥୀ ମୃତ

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଆଉ ମାତ୍ର ୩ ଦିନ ଥିବା ବେଳେ ଏକ ଦୁଃଖଦ ଖବର ଆସିଛି। କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ଆଜି ମୃତ୍ୟୁ ହୋଇଛି। ଗତ ସପ୍ତାହରେ ନିର୍ବାଚନ ପ୍ରଚାର ବେଳେ ବାଇକ୍‌ ଶୋଭାଯାତ୍ରାରେ…

ପିପିଲି ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ…

ଭୁବନେଶ୍ବର: ପିପିଲି ଉପନିର୍ବାଚନ ପାଇଁ କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇ ପଡ଼ିଛି। ଗତ ୭ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ପ୍ରଚାରକୁ ବାହାରୁଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଅସୁସ୍ଥ ହୋଇପଡିଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ…

ପିପିଲି ପଲିଟିକ୍ସରେ ଗଡ଼ିଲା ମୁଣ୍ଡ

ଭୁବନେଶ୍ବର: ପିପିଲି ରାଜନୀତିର ନିଆଁ ବଢ଼ିବାରେ ଲାଗିଛି। ଉପନିର୍ବାଚନ ପୂର୍ବରୁ ରାଜନୈତିକ ହିଂସାରେ ଜଣେ ମତଦାତାଙ୍କ ଜୀବନ ଚାଲିଯାଇଛି। ତିନିଦିନ ତଳେ ସଂଘଟିତ ଏହି ହିଂସାରେ ସଂକଟାପନ୍ନ ଅବସ୍ଥାରେ ଥିବା ଜଣେ ବ୍ୟକ୍ତିଙ୍କର ଆଜି ମୃତ୍ୟୁ ହୋଇଛି। ମୃତକଙ୍କ ନାମ ପାଣ୍ଡବ ବେହେରା, ଘର ଡେଲାଙ୍ଗ ଥାନା…

ହାଇଦର ଖସିବା ପଛରେ ବଡ଼ ଲୋକଙ୍କ ହାତ:…

ଭୁବନେଶ୍ୱର: କେମିତି ଫେରାର ମାରିଲା ଗ୍ୟାଙ୍ଗଷ୍ଟର ହାଇଦର। ପୁଲିସ ଆଖିରେ ଧୂଳି ଦେଇ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ହେବା ଘଟଣା ପରେ ଆଜି ରାଜ୍ୟ ସରକାରଙ୍କୁ ବିଜେପି ଘେରିଛି। ଏନେଇ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ପ୍ରକାଶ ମିଶ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ହାଇଦର…

ଆମ୍ବେଦକରଙ୍କ ସାମାଜିକ ଏବଂ ରାଜନୈତିକ…

ଭୁବନେଶ୍ୱର: ଭାରତୀୟ ସମ୍ବିଧାନର ନିର୍ମାତା ଏବଂ ସାମାଜିକ ନ୍ୟାୟର ପ୍ରଣେତା ବାବାସାହେବ ଡ. ଭିମରାଓ ଆମ୍ବେଦକରଙ୍କ ୧୩୦ତମ ଜୟନ୍ତୀ ଅବସରରେ ଭୁବନେଶ୍ୱର ସ୍ଥିତ ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କାଳବୈଶାଖୀ ଆଶଙ୍କା, ୬ ଜିଲ୍ଲାକୁ ସତର୍କ…

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ନେଇ ଆଶଙ୍କା।କାଳବୈଶାଖୀ ନେଇ ୬ ଜିଲ୍ଲାକୁ ସତର୍କ କଲା ଭାରତୀୟ ପାଣିପାଗ ବିଭାଗ। ବିଶେଷ କରି ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ, ରାୟଗଡା ଓ କୋରାପୁଟ ଜିଲ୍ଲାରେ ଅପରାହ୍ନରେ ବର୍ଷା, ବଜ୍ରପାତ ଓ କୁଆପଥର ବର୍ଷା ସହ 60 କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା କରିଛି…

ସିବିଏସଇ ଦଶମ ପରୀକ୍ଷା ବାତିଲ, ଦ୍ୱାଦଶ…

ନୂଆଦିଲ୍ଲୀ: ସିବିଏସଇ ଦଶମ ପରୀକ୍ଷା ବାତିଲ। ପରୀକ୍ଷା ବାତିଲ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ସୂଚନା ଦେଇଛନ୍ତି। ଆଜି ସିବିଏସଇ ପରୀକ୍ଷା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ସହ ବୈଠକ କରିଥିଲେ। ଏହାପରେ କେନ୍ଦ୍ର ସରକାର ଦଶମ…

ଯୋଗୀ ଆଦିତ୍ୟନାଥଙ୍କୁ କରୋନା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କରୋନା। କରୋନା ପଜିଟିଭ୍‌ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ କରି ସୂଚନା ଦେଇଛନ୍ତି। ଯୋଗୀ ଆଦିତ୍ୟନାଥ କହିଛନ୍ତି, କରୋନାର ପ୍ରାଥମିତ ଲକ୍ଷଣ ପ୍ରକାଶ ପାଇବା ପର ମୁ କରୋନା ପରୀକ୍ଷା କରାଇଥିଲି। ମୋର କରୋନା ରିପୋର୍ଟ…

ପିପିଲି ଲାଇଭ୍: ନଥାମାନଙ୍କର କଥା କିଏ…

ଭୁବନେଶ୍ବର: ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀ ଲୋକଙ୍କ କଥା ବୁଝିବେ ବୋଲି ସବୁଜ ପ୍ରତିଶ୍ରୁତି ଢାଳନ୍ତି ତ କେନ୍ଦ୍ରମନ୍ତ୍ରୀ ପରିବର୍ତ୍ତନର ଆହ୍ବାନ ଦେଇ ବିକାଶର ଗୈରିକ ସ୍ବପ୍ନ ନେଇ ଉଭା ହୁଅନ୍ତି। ଏମିତି ଗୋଟିଏ ପରେ ଗୋଟିଏ ନିର୍ବାଚନ ଆସେ ଆଉ ଯାଏ। କିନ୍ତୁ ସବୁଜ ସ୍ବପ୍ନ ଓ ଗୈରୀକ ସ୍ବପ୍ନ ଏକାକାର…

କୋଭିଡ୍ ନିୟମ ଉଲଂଘନ: ୨ କୋଟି ୧୭ ଲକ୍ଷ…

ଭୁବନେଶ୍ବର: ରାଜ୍ୟରେ ହୁହୁ ହେଇ ବଢୁଛି କରୋନା ସଂକ୍ରମଣ ସଂଖ୍ୟା। କୋଭିଡ୍‌ ସଂକ୍ରମଣରକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଉଛି କମିଶନରେଟ୍ ପୁଲିସ। ଅମାନିଆଙ୍କ ଠାରୁ ମୋଟା ଅଙ୍କର ଜରିମନା ଆଦାୟ କରିଛି ପୁଲିସ। କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୭ ଦିନରେ ୨ କୋଟିରୁ ଅଧିକ ଟଙ୍କାର ଜରିମନା ଆଦାୟ କରିଛି…