Odisha Link
Bridging the Missing Links in Odisha

ଯୋଗୀ ଆଦିତ୍ୟନାଥଙ୍କୁ କରୋନା

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କରୋନା। କରୋନା ପଜିଟିଭ୍‌ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟୁଇଟ କରି ସୂଚନା ଦେଇଛନ୍ତି।

ଯୋଗୀ ଆଦିତ୍ୟନାଥ କହିଛନ୍ତି, କରୋନାର ପ୍ରାଥମିତ ଲକ୍ଷଣ ପ୍ରକାଶ ପାଇବା ପର ମୁ କରୋନା ପରୀକ୍ଷା କରାଇଥିଲି। ମୋର କରୋନା ରିପୋର୍ଟ ପଜିଟିଭ୍‌ ଆସିଛି। ମୁ ଏବେ ସେଲ୍ଫ ଆଇସୋଲୋସନ୍‌ରେ ଅଛି। ଚିକିତ୍ସକଙ୍କ ପରାମର୍ଶ ପାଳନ କରୁଛି ଏବଂ ସବୁ କାର୍ଯ୍ୟ ଭର୍ଚୁଆଲି ସମ୍ପାଦିତ କରୁଛି।

Leave A Reply

Your email address will not be published.