Odisha Link
Bridging the Missing Links in Odisha

ରାହୁଲ ଗାନ୍ଧିଙ୍କୁ କରୋନା

ନୂଆଦିଲ୍ଲୀ: ​ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କରୋନା। କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ନିଜେ ରାହୁଲ ଗାନ୍ଧି ସୂଚନା ଦେଇଛନ୍ତି।ରାହୁଲ ନିଜ ଟୁଇଟର ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, କରୋନାର ସାମାନ୍ୟ ଲକ୍ଷଣ ଥିଲା, ଟେଷ୍ଟରୁ କରେନା ପଜିଟିଭ ଜଣାପଡିଛି। ସର୍ମ୍ପକରେ ଆସିଥିବା ଲୋକଙ୍କୁ ସଙ୍ଗରୋଧରେ ରହିବା ସହ କୋଭିଡ ଗାଇଡଲାଇନ ମାନିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଛନ୍ତି ରାହୁଲ।

Leave A Reply

Your email address will not be published.