Odisha Link
Bridging the Missing Links in Odisha
Daily Archives

April 21, 2021

ହସ୍ପିଟାଲ୍‌ରେ ଅକ୍ସିଜେନ୍‌ ଲିକ୍‌,…

ନାଶିକ: ମହାମାରୀ କରୋନାର ଦ୍ରୁତ ସଂକ୍ରମଣ ଭିତରେ ବଡ଼ ଅଘଟଣ ଘଟିଛି। ଆଜି ମହାରାଷ୍ଟ୍ରର ନାସିକରେ ଥିବା ଏକ ଡାକ୍ତରଖାନା ବାହାରେ ଟ୍ୟାଙ୍କରରୁ ଅମ୍ଲଜାନ ଲିକ୍ ହେବା ଫଳରେ ପ୍ରାୟ ୩୦ମିନିଟ୍ ପର୍ଯ୍ୟନ୍ତ ଅମ୍ଳଜାନ ଯୋଗାଣ ବନ୍ଦ ରହିଥିଲା। ଏହା ଫଳରେ ୨୨କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।…

କରୋନା ରୋଗୀଙ୍କୁ ଅକ୍ସିଜେନ୍‌ ଯୋଗାଇବ…

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି। ଦେଶର ଅଧିକାଂଶ ହସ୍ପିଟାଲରେ ଏବେ ଅକ୍ସିଜେନ୍ ସିଲିଣ୍ଡର କମ୍ ଥିବା ସବୁଠାରୁ ବଡ୍ ସମସ୍ୟା ପାଲଟିଛି। ଏହି ଅକ୍ସିଜେନର ସମସ୍ୟା ଦୂର କରିବା ପାଇଁ ସାହାର୍ଯ୍ୟର ହାତ ବଢାଇଛନ୍ତି ରତନ ଟାଟା। ରତନ ଟାଟାଙ୍କ ଏଭଳି ନିଷ୍ପତ୍ତି ପରେ ରତନଙ୍କୁ…

ମେ’ ପ୍ରଥମ ସପ୍ତାହରେ ପିକ୍‌ରେ ରହିବ…

ଭୁବନେଶ୍ୱର: ରାଜ୍ୟରେ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ତେବେ କରୋନା ସଂକ୍ରମଣ ବୃଦ୍ଧି ନେଇ ପ୍ରତିକ୍ରିୟା ରଖିଛନ୍ତି DMET ନିର୍ଦ୍ଦେଶକ ସିବିକେ ମହାନ୍ତି। ସେ କହିଛନ୍ତି ବିଭିନ୍ନ ସଂସ୍ଥାର ସମୀକ୍ଷା ପରେ ଜଣାପଡ଼ିଛି ଅପ୍ରେଲ ଶେଷ…

କୋଭିସିଲଡ୍ ଟିକାର ଦର ଧାର୍ଯ୍ୟ

ନୂଆଦିଲ୍ଲୀ: ଏଣିକି ଖୋଲା ବଜାରରେ ମିଳିବ ଟିକା। ରାଜ୍ୟ ସରକାରଙ୍କୁ ୫୦ ପ୍ରତିଶତ ଟିକା ଏବଂ ଖୋଲା ବଜାରରେ ଟିକା ଉପଲବ୍ଧ କରାଇବା ପାଇଁ କେନ୍ଦ୍ର ସରକାର ଟିକା ଉତ୍ପାଦନକାରୀ କମ୍ପାନୀଗୁଡିକୁ ନିର୍ଦ୍ଦେଶ ଦେଇଥିଲେ। କୋଭିସିଲ୍ଡ ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ସେରମ ଇନଷ୍ଟଚ୍ୟୁଟ ଅଫ ଇଣ୍ଡିଆ ଟିକା…

ବିନା ହେଲମେଟ ଓ ମାସ୍କରେ ଚୌଦ୍ବାରରୁ…

ଭୁବନେଶ୍ବର: ରାଜନୈତିକ ଶୋଭାଯାତ୍ରା ଓ ଧାର୍ମିକ ସମାଗମରେ ସରକାରୀ ନିୟମର ବେଖାତିର କରାଯିବା କିଛି ନୂଆକଥା ନୁହେଁ। ସେଭଳି ଆଉ ଗୋଟିଏ ଉଦାହରଣ ସୃଷ୍ଟି କରିଛନ୍ତି ପୁରୀର ଚର୍ଚ୍ଚିତ ନାଗା ବାବା ବୈଷ୍ଣବ ପୁରୀ। ଗତ ଏକ ମାସ ଧରି ଏକ ମାମଲାରେ ଚୌଦ୍ବାର ଜେଲରେ ବନ୍ଦୀ ଥିବା ନାଗା ବାବା ଜାମିନରେ ଆସିଛନ୍ତି।…

ଆଉ ୧୩ କୁମ୍ଭମେଳା ଫେରନ୍ତା ପଜିଟିଭ…

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହାରି ଭିତରେ କଟକରେ କୁମ୍ଭମେଳା ଫେରନ୍ତା ଆଉ ୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କଟକ ରେଳ ଷ୍ଟେସନରେ ଆରଟି-ପିସିଆର ଟେଷ୍ଟରେ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।  ୧୩ ପଜିଟିଭ ଚିହ୍ନଟ…

୧୨ ବର୍ଷର ଭାଣିଜୀକୁ ପାଖରେ ରଖି ୩ ଛୁଆର…

ଭୁବନେଶ୍ବର: ୧୨ ବର୍ଷର ଭାଣିଜୀକୁ ଲିଭ୍‌-ଇନ୍‌ରେ ରଖି ୩ ଛୁଆର ବାପା ହେଲା ପିଶାଚ ମାମୁଁ। ଏଥିସହ ଅକଥନୀୟ ନିର୍ଯାତନା ଦେଇଛି ସଇତାନ ମାମୁ।  ୧୫ ବର୍ଷ ଲିଭ୍‌-ଇନ୍‌ ପରେ ଦାଣ୍ଡକୁ ଟାଣି ଲଙ୍ଗଳାମୁକୁଳା କରି ପିଟିବା ସମୟରେ। ପୀଡ଼ିତାକୁ ଉଦ୍ଧାର କରିଛି ଏକ ସଂଗଠନ। ଏବେ ମହିଳା ଥାନାର ଦ୍ବାରସ୍ଥ…

ବାତିଲ ହେଲା ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ବର: ବାତିଲ ହେଲା ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା। ମାଟ୍ରିକ୍ ପରୀକ୍ଷାକୁ ନେଇ ବଡ଼ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସିବିଏସସି/ଆଇସିଏସସି ମାଟ୍ରିକ୍ ପରୀକ୍ଷା ବାତିଲ ପରେ ରାଜ୍ୟ ବୋର୍ଡ ମଧ୍ୟ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଛନ୍ତି।କରୋନା ସଂକ୍ରମଣକୁ…

ବାତିଲ ହୋଇପାରେ ମାଟ୍ରିକ୍ ପରୀକ୍ଷା!

ଭୁବନେଶ୍ବର: ବାତିଲ ହୋଇପାରେ ମାଟ୍ରିକ୍ ପରୀକ୍ଷା।ମାଟ୍ରିକ୍ ପରୀକ୍ଷାକୁ ନେଇ ବଡ଼ ଘୋଷଣା କରିପାରନ୍ତି ଗଣଶିକ୍ଷା ମନ୍ତ୍ରୀ। ଆଜି ଦିନ ୧୧ଟାରେ ମାଟ୍ରିକ୍ ପରୀକ୍ଷାକୁ ନେଇ ଘୋଷଣା କରିବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସିବିଏସସି/ଆଇସିଏସସି ମାଟ୍ରିକ୍ ପରୀକ୍ଷା ବାତିଲ ପରେ ରାଜ୍ୟ ବୋର୍ଡ…

ବର୍ଷା ସହ ବଜ୍ରପାତ ଆଶଙ୍କା, ୧୦…

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିପାରେ ଆଶ୍ୱସ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ଏନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କିଛି ସ୍ଥାନରେ ହାଲୁକା ବର୍ଷା ସହ ବଜ୍ରପାତ ହେବା ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୦ ଜିଲ୍ଲାରୁ ବଜ୍ରପାତ…