Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ୨୪ ଘଣ୍ଟାରେ ୮୩୮୬ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପୁଣି ଦୃତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ।। ଗତ ୨୪ ଘଣ୍ଟାରେ ରାଜ୍ୟରୁ ୮୩୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୪୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଅନୁଗୁଳରୁ ୩୪୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୦୨ ଜଣ, ବରଗଡ଼ର ୨୫୭ ଜଣ, ଭଦ୍ରକରୁ ୬୭ ଜଣ, ବଲାଙ୍ଗିରରୁ ୩୫୮ ଜଣ, ବୌଦ୍ଧରୁ ୮୩ ଜଣ, କଟକରୁ ୪୯୬ ଜଣ, ଦେବଗଡ଼ରୁ ୬୧ ଜଣ, ଢେଙ୍କାନାଳରୁ ୨୧ ଜଣ, ଗଜପତିରୁ ୯୬ ଜଣ, ଗଞ୍ଜାମରୁ ୨୦୯ ଜଣ, ଜଗତସିଂହପୁରରୁ ୧୨୯, ଯାଜପୁରରୁ ୨୭୦ ଜଣ, ଝାରସୁଗୁଡ଼ାରୁ ୪୩୩ ଜଣ, କଳାହାଣ୍ଡିରୁ ୧୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ସେହିଭଳି କନ୍ଧମାଳରୁ ୫୩ ଜଣ, କେନ୍ଦ୍ରାପଡ଼ାରୁ ୪୯ ଜଣ, କେନ୍ଦୁଝରରୁ ୧୭୫ ଜଣ, କୋରାପୁଟରୁ ୬୯ ଜଣ, ମାଲକାନଗିରିରୁ ୨୪ ଜଣ, ମୟୂରଭଞ୍ଜରୁ ୨୮୯ ଜଣ, ନବରଙ୍ଗପୁରରୁ ୩୮୮ ଜଣ, ନୟାଗଡ଼ରୁ ୧୨୨ ଜଣ, ନୂଆପଡ଼ାରୁ ୨୩୩ ଜଣ, ପୁରୀରୁ ୨୫୯ ଜଣ, ରାୟଗଡ଼ାରୁ ୭୫ ଜଣ, ସମ୍ବଲପୁରରୁ ୩୦୭ ଜଣ, ସୋନପୁରରୁ ୬୭ ଜଣ, ସୁନ୍ଦରଗଡ଼ରୁ ୯୩୩ ଜଣ ଏବଂ ଷ୍ଟେଟ ପୁଲରୁ ୩୪୮ ଜଣ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.