Odisha Link
Bridging the Missing Links in Odisha
Daily Archives

May 1, 2021

ପୁଲିସ ବାବୁଙ୍କ ପରକୀୟା ପ୍ରୀତି: ଭିଡିଓ…

ଭୁବନେଶ୍ବର: ବାହାଘରକୁ ୧୭ ବର୍ଷ ହେଲାଣି। ଘରେ ସ୍ତ୍ରୀ ଓ ପୁଅ ବି ଅଛନ୍ତି। ହେଲେ ପରକୀୟା ପ୍ରୀତିରେ ଉବୁଟୁୁବୁ ପୁଲିସ ବାବୁ। ନିଜ ପରିବାର ଥାଉ ଥାଉ ବିଭାଗର ମହିଳା ଇନ୍ସପେକ୍ଟରଙ୍କ ପ୍ରେମରେ ଭାସୁଛନ୍ତି ମହାଶୟ। ପ୍ରେମରେ ଏତେ ମୁତଆଲା ହୋଇ ଯାଇଛନ୍ତି ଯେ, ସ୍ତ୍ରୀଙ୍କଠୁ ଅଲଗା ହେବାକୁ କୋର୍ଟର…

ଲସି ପିଇ ୧୦୦ରୁ ଉର୍ଦ୍ଧ୍ବ ଗୁରୁତର

ମାଲକାନାଗିରି: ଲସି ପିଇ ୧୦୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର। ଏଭଳି ଘଟଣା ଘଟିଛି ମାଲକାନାଗିରି କାଲଦା ପଞ୍ଚାୟତରେ। କାଲଦା ପଞ୍ଚାୟତର ବିଭିନ୍ନ ଗାଁରୁ ୬୦ ଜଣ ଲସି ପିଇ ପଡ଼ିଆ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ, ଗତକାଲି କୁର୍ତ୍ତି ହାଟରୁ ଲସି ପିଇବା ପରେ ରାତିରେ ବହୁ ଜଣ ଅସୁସ୍ଥ ହୋଇ…

ଦେଶରେ ଅଣାୟତ୍ତ କରୋନା: ଦିନକରେ ୪…

ନୂଆଦିଲ୍ଲୀ: ଦେଶରେ ଅଣାୟତ୍ତ ହେଲାଣି କରୋନା। କରୋନା ସଂକ୍ରମଣ ହହୁ ହୋଇ ବଢିଚାଲିଛି। ଅନେକ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଦୈନିକ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷରୁ ଉର୍ଦ୍ଧ୍ବ ହେଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪ ଲକ୍ଷ୧ ହଜାରରୁ ଅଧିକ କରୋନା…

ମେ’ ପ୍ରଥମ ସପ୍ତାହରେ ହେବ ତୃତୀୟ…

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ଆଜି ସମଗ୍ର ଦେଶରେ ତୃତୀୟ ପର୍ଯ୍ୟାୟ କୋଭିଡ୍‌-୧୯ ଟିକାକରଣ ଆରମ୍ଭ ହେଉଛି। ଏଥିରେ ୧୮ରୁ ୪୪ ବର୍ଷ ବୟସବର୍ଗର ନାଗରିକମାନଙ୍କୁ ଟିକା ଦିଆଯିବ। ତେବେ ଯଥେଷ୍ଟସଂଖ୍ୟକ ଟିକା ନ ଥିବାରୁ କେତେକ ରାଜ୍ୟରେ ଟିକାକରଣ କେନ୍ଦ୍ର ବନ୍ଦ ରହିଛି। ଏହାରି ଭିତରେ…

ଆଜିଠୁ ଝାରସୁଗୁଡ଼ାରୁ ପାଟନାକୁ…

ଝାରସୁଗୁଡ଼ା: ଆଜିଠାରୁ ଝାରସୁଗୁଡ଼ାରୁ ପାଟନାକୁ ଉଡ଼ିବ ବିମାନ। ଦୀର୍ଘ ଦିନର ଦାବି ପରେ ସ୍ପାଇସ ଜେଟ ପକ୍ଷରୁ ଆଜିଠାରୁ ଏହି ବିମାନସେବା ଆରମ୍ଭ ହେଉଛି । ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରୁ ବିହାର ରାଜଧାନୀ ପାଟନାକୁ ବିମାନଚଳାଚଳ କରିବ। ପାଟଣାରୁ ଏହା ଯାତ୍ରା ଆରମ୍ଭ କରି ଝାରସୁଗୁଡ଼ାରେ…

ଗୁଜରାଟର କୋଭିଡ୍‌ ହସ୍ପିଟାଲ୍‌ରେ…

ଗୁଜରାଟ: ଗୁଜରାଟର କୋଭିଡ୍‌ ହସ୍ପିଟାଲ୍‌ରେ ଅଗ୍ନିକାଣ୍ଡ। ଗତକାଲି ରାତି ପ୍ରାୟ ୧ଟା ବେଳେ ଗୁଜରାଟର ଭରୁଚ ଅନ୍ତର୍ଗତ ‘ୱେଲ୍‌ଫେୟାର୍‌ ହସ୍ପିଟାଲ୍‌’ରେ ନିଆଁ ଲାଗିଯାଇଥିଲା। ଫଳରେ ୧୮ଜଣ କୋଭିଡ୍‌-୧୯ ରୋଗୀଙ୍କ ମୃତ୍ୟୁ ଘଟିଛି। ସକାଳ ୬.୩୦ ସୁଦ୍ଧା ୧୨ଜଣ ରୋଗୀଙ୍କର ମୃତ୍ୟୁ ଘଟିଥିବା ନେଇ…

ଆଉ ୧୧ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢ଼ିବାରେ ଲାଗିଥିବା ବେଳେ ଥମୁନାହିଁ ମୃତ୍ୟୁ ସଂଖ୍ୟା। ରାଜ୍ୟରେ ଦୈନିକ ସଂକ୍ରମଣ ହାର ୧୦ ହଜାର ପାର୍‌ ହେଲାଣି। ଯାହା ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ଗତ ୨୪ ଘଣ୍ଟାରେ ରାଜ୍ୟରେ୧୦୪୧୩ ପଜିଟିଭ ଚିହ୍ନଟ ହୋଇଥିବା ବେଳେ…

ରାଜ୍ୟରେ କରୋନା: ଦୈନିକ ସଂକ୍ରମଣ ହାର ୧୦…

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ହୁହୁ ବଢ଼ିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଦୈନିକ ସଂକ୍ରମଣ ହାର ୧୦ ହଜାର ପାର୍‌ ହେଲାଣି। ଯାହା ଚିନ୍ତାଜନକ ସ୍ଥିତି ସୃଷ୍ଟି କଲାଣି। ଏହାରି ମଧ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟରେଆଜି୧୦୪୧୩ ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ…