Odisha Link
Bridging the Missing Links in Odisha
Daily Archives

May 1, 2021

ଗୋଷ୍ଠୀ ସଂକ୍ରମଣ ଯୋଗୁଁ ରାଜ୍ୟରେ ବଢୁଛି…

ଭୁବନେଶ୍ବର: ରାଜ୍ୟରେ ପୁଣି ବଢ଼ୁଛି କରୋନା ସଂକ୍ରମଣ। ସ୍ଥିତି ହେଉଛି ବେକାବୁ। ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି। ଏହାରି…

କୋଭିଡ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ…

ଭୁବନେଶ୍ବର: ରାଜ୍ୟରେ କରୋନାର ଦୈନିକ ସଂକ୍ରମଣ ୧୦ ହଜାର ପାର କରିଥିବା ବେଳେ ଅନୁଗୁଳରେ ମଧ୍ୟ ସ୍ଥିତି ସଙ୍ଗୀନ ରହିଛି। ଆଉ ଏଭଳି ସ୍ଥିତିରେ ଅନୁଗୁଳରେ ବଢୁଥିବା କୋଭିଡ୍-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେର ସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ଼୍ ହସ୍ପିଟାଲରେ ପରିଣତ କରିବା ସହ ଆନୁଷଙ୍ଗିକ ବ୍ୟବସ୍ଥା…

ରାଜଧାନୀରେ ୩ୟ ପର୍ଯ୍ୟାୟ ଟିକାକରଣ ପାଇଁ…

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣର ଡ୍ରାଏ ରନ୍। ୧୮ ରୁ ୪୪ ବର୍ଷର ୫୦ ଜଣଙ୍କୁ ଟିକା ଦିଆଯାଇଛି। ବିଏମସି କମିଶନରଙ୍କ ଉପସ୍ଥିତିରେ ହେଲା ଟିକାକରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ନୟାପଲ୍ଲୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ରାଏରନ୍ ହୋଇଛି।  ସୋମବାରରୁ କେବଳ…

ଜୁଲାଇ ୩୧ ତାରିଖ ଯାଏଁ ଭିତରକନିକା ଜାତୀୟ…

ପଟ୍ଟାମୁଣ୍ଡାଇ: ଆଜିଠୁ ୩ ମାସ ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ। କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ବନ୍ଦ ରହିବ। ପ୍ରଜନନ ସମୟରେ କୁମ୍ଭୀର ମାନେ ଅଧିକ ହିଂସ୍ର ହୋଇଥାନ୍ତି ତେଣୁ ଆସନ୍ତା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା।…

କରୋନାରେ ଚାଲିଗଲା ଆଉ ଜଣେ ସିନେ…

ନୂଆଦିଲ୍ଲୀ: ୧୩ ବର୍ଷ ପର୍ଯ୍ୟନ୍ତ ଦେଶର ସେବା କଲେ। ପରେ ପିଲାଦିନର ସ୍ବପ୍ନକୁ ମଧ୍ୟ ପୂରଣ କରିଥିଲେ। ସବୁଥିରେ ବାଜି ମାରି ଚର୍ଚ୍ଚାରେ ଥିଲେ। ହେଲେ ଆଜି କରୋନା ସଂକ୍ରମଣରେ ଶେଷ ନିଶ୍ବାସ ତ୍ୟାଗ କରି ସିନେ ଜଗତକୁ କନ୍ଦେଇ ଦେଇ ଗଲେ। କରୋନାରେ ଚାଲିଗଲେ ଆଉ ଜଣେ ଅଭିନେତା । ସିନେ ଅଭିନେତା ବିକ୍ରମଜିତ୍…

ହାଇକୋର୍ଟଙ୍କୁ ଅଞ୍ଜନାଙ୍କ ଚିଠି ‘ମୋର…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ପୀଡିତା ଅଞ୍ଜନା ମିଶ୍ର ଆଜି ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ଏକ ଚିଠି ଲେଖିଛନ୍ତି। “ମୋର ଆର୍ଥିକ ସ୍ଥିତି ଭଲ ନାହିଁ। ହାଇକୋର୍ଟ ମୋ ପାଇଁ ଓକିଲ ନିଯୁକ୍ତ କରନ୍ତୁ। ମୋତେ ନ୍ୟାୟ ମିଳୁ।” ଦୀର୍ଘ ୨୨ ବର୍ଷ ହେଲା ନ୍ୟାୟ ଅପେକ୍ଷାରେ ଥିବା…

କରୋନା କବଳରେ ଅଶ୍ବିନଙ୍କ ପରିବାର, ୧୦ ଜଣ…

ନୂଆଦିଲ୍ଲୀ: ମହାମାରୀ କରୋନା କରାଳରେ ସାରା ଦେଶ। ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। ଅନ୍ୟପଟେ ମୃତ୍ୟୁ ସଂଖ୍ୟା ସମସ୍ତଙ୍କ ନିଦ ହଜାଇ ଦେଇଛି। ଏସବୁ ମଧ୍ୟରେ ନିକଟରେ ଆଇପିଏଲ ଅଧାରୁ ଛାଡ଼ି ଘରକୁ ଫେରିଥିବା ଟିମ୍‌ ଇଣ୍ଡିଆର ଷ୍ଟାର ବୋଲର ରବିଚନ୍ଦ୍ରନ୍‌ ଅଶ୍ବିନଙ୍କ ପରିବାରକୁ ନେଇ ଆସିଛି ବଡ଼ ଖବର।…

ଦାଉ ସାଧିଲା ପ୍ରକୃତି: ବଜ୍ରପାତରେ…

ଭଦ୍ରକ: ବଜ୍ରପାତରେ ଜଳିଗଲା ୨୦ ବଖରା ଘର। ଭଦ୍ରକ ତିହିଡ଼ି ବ୍ଲକ ଅଚକ ପଞ୍ଚାୟତ ଗୋପ ସାହିରେ ଦାଉ ସାଧିଛି ପ୍ରକୃତି। ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ ବଜ୍ରପାତ ପରେ ଅଗ୍ନିକାଣ୍ଡ ହୋଇଥିଲା। ବଜ୍ରପାତରେ ୧୧ଟି ପରିବାରର ୨୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଏଥିସହ ଲକ୍ଷାଧିକ ଟଙ୍କାର…

ଭାରତରୁ ଆମେରିକାକୁ ପ୍ରବେଶ ଉପରେ ଲାଗିଲା…

ନୂଆଦିଲ୍ଲୀ: ଭାରତରୁ ଆମେରିକାକୁ ପ୍ରବେଶ ଉପରେ ଲାଗିଲା କଟକଣା। ଆସନ୍ତା ମଙ୍ଗଳବାର ମଧ୍ୟ ରାତ୍ରୀରୁ ଭାରତରୁ ଆମେରିକାକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଭାରତରେ କରୋନାର ନୂଆ ପ୍ରଜାତିର ସଂକ୍ରମଣରୁ ରୋକିବା ପାଇଁ ଏଭଳି ପଦକ୍ଷେପ ଘୋଷଣା କରିଛନ୍ତି ବାଇଡେନ୍ ସରକାର। ଆମେରିକା ସେଂଟର ଫର ଡିଜିଜ…

ତାଳଚେର ଏମସିଏଲ୍ ହସ୍ପିଟାଲ ହେଲା କୋଭିଡ୍…

ଭୁବନେଶ୍ବର: ତାଳଚେର ଏମସିଏଲ୍ ହସ୍ପିଟାଲ ହେଲା କୋଭିଡ୍ ହସ୍ପିଟାଲ। ଅନୁଗୁଳ ଜିଲ୍ଲାରେ ବଢ଼ୁଥିବା କୋଭିଡ୍‌-୧୯ ମାମଲାକୁ ଦୃଷ୍ଟିରେ ରଖି ତାଳଚେରସ୍ଥିତ ଏମସିଏଲ୍ ହସ୍ପିଟାଲକୁ କୋଭିଡ୍‌-୧୯ ହସ୍ପିଟାଲରେ ପରିଣତ କରିବା ପାଇଁ ଅନୁମତି ଦେବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଏପ୍ରିଲ ୨୪ରେ…