Odisha Link
Bridging the Missing Links in Odisha
Daily Archives

May 1, 2021

ଓଡ଼ିଆ ହାସ୍ୟକବି ସମ୍ମିଳନୀ ପକ୍ଷରୁ…

ଭୁବନେଶ୍ବର: କେବଳ ବ୍ୟଙ୍ଗ ନୁହେଁ ଓଡ଼ିଆ ସାହିତ୍ୟର ବିଭିନ୍ନ ବିଭାଗରେ ସଫଳ ଲେଖନୀ ଚାଳନା ସହିତ ସାହିତ୍ୟ ସଂଗଠନ ଏବଂ ସାବିତ୍ରୀ ପାଠାଗାର ଓ ସଂଗ୍ରହାଳୟ ସ୍ଥାପନ ଜରିଆରେ ଉପାନ୍ତ ଜିଲ୍ଲାମାନଙ୍କରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ଦିବଂଗତ ବିଶିଷ୍ଟ ସାହିତ୍ୟିକ ତଥା ବ୍ୟଙ୍ଗକାର ଡମ୍ବରୁଧର…

ମେ’ ଦ୍ୱିତୀୟ ସପ୍ତାହରେ ବଙ୍ଗୋପସାଗରରେ…

ଭୁବନେଶ୍ଵର: ପୁଣି ଆସିପାରେ ଆଉ ଏକ ଖରା ଦିନିଆ ବାତ୍ୟା। ମେ ଦ୍ଵିତୀୟ ସପ୍ତାହ ସୁଦ୍ଧା ତାମିଲନାଡୁ ଉପକୁଳ ବଙ୍ଗୋପ ସାଗରରେ ସୃଷ୍ଟି ହୋଇପାରେ ଘୂର୍ଣିବଳୟ। ଏହା ପରେ ବାତ୍ୟାର ରୂପ ନେବ। ଏଭଳି ଆକଳନ କରିଛନ୍ତି ପାଣିପାଗ ବିଜ୍ଞାନୀ। ମେ ୧୨ ତାରିଖ ବେଳକୁ ତାମିଲନାଡୁ ନିକଟ ଦକ୍ଷିଣ ବଙ୍ଗୋପସାଗରରେ ଏକ…

ଦିନକରେ ରାଜଧାନୀରୁ ୧୦୯୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ୱରରେ ୧୦୯୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୧ ଜଣ ଚିହ୍ନଟ ହୋଇଥିବା…

କରୋନାରେ ଚାଲିଗଲେ ବରିଷ୍ଠ ସାମ୍ୱାଦିକ…

ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି। ବଢୁଛି କରୋନାର କାୟା।  ସ୍ଥିତି ହେଉଛି ବେକାବୁ। ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା…

ଦିଲ୍ଲୀରେ ଆଉ ସପ୍ତାହେ ବଢ଼ିଲା ଲକଡାଉନ୍‌

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି। ବଢୁଛି କରୋନାର କାୟା। ସ୍ଥିତି ହେଉଛି ବେକାବୁ। ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି। କରୋନାର ବଢୁଥିବା ସଂକ୍ରମଣକୁ ଦେଖି ଦିଲ୍ଲୀରେ ପୁଣି ବଢିଲା ଲକଡାଉନ୍। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀରେ ଆଉ ସପ୍ତାହେ ପାଇଁ…

ରିଲାଏନ୍ସର ମିଶନ ଅକ୍ସିଜେନ୍: ଦୈନିକ…

ମୁମ୍ବଇ: ସମଗ୍ର ଭାରତ କୋଭିଡ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୂଲ୍ୟବାନ ଜୀବନ ବଂଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି। ସାଂପ୍ରତିକ ସମୟରେ ସମଗ୍ର ଦେଶରେ ଅତି ଗୁରୁତର ରୋଗୀମାନଙ୍କର ଚିକିତ୍ସା ପାଇଁ ଅମ୍ଳଜାନ ସବୁଠାରୁ…

ଗୌହାଟି ଏବଂ ଅମୃତସରକୁ ବିମାନ ଚଳାଚଳ…

ଭୁବନେଶ୍ୱର: ସ୍ପାଇସଜେଟ୍ ପକ୍ଷରୁ ଶନିବାର ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଦେଶର ତିନି ପ୍ରମୁଖ ସହର ପାଟଣା, ଗୌହାଟି ଏବଂ ଅମୃତସରକୁ ବିମାନ ସେବା ଆରମ୍ଭ ହେବା ଫଳରେ ପଶ୍ଚିମ ଓଡ଼ିଶାର ଲୋକମାନେ ଅଧିକ ଉପକୃତ ହେବେ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ସେ…

କାଲିଠାରୁ ରାଜଧାନୀରେ ୧୮ ବର୍ଷରୁ…

ଭୁବନେଶ୍ୱର: ରାଜ୍ୟରେ ପୁଣି ଦୃତ ଗତିରେ ବଢ଼ିଚାଲିଛି କରୋନା ସଂକ୍ରମଣ। ବଢୁଛି କରୋନାର କାୟା।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି। କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ…

IPL: ବଦଳିଲେ ସନରାଇଜର୍ସ ହାଇଦ୍ରାବାଦ…

ନୂଆଦିଲ୍ଲୀ: କରୋନା କାଳରେ ଦେଶରେ ଚାଲିଛି ଆଇପିଏଲ ମହାକୁମ୍ଭ ୨୦୨୧। ହେଲେ ଚଳିତ ସଂସ୍କରଣରେ ଏପର୍ଯ୍ୟନ୍ତ ନୈରାଶ୍ୟଜନ ପ୍ରଦର୍ଶନ କରିଥିବା ସନରାଇଜର୍ସ ହାଇଦ୍ରାବାଦ ଟିମ୍‌ କରିଛି ବଡ଼ ଘୋଷଣା। ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଥିବା ହାଇଦ୍ରାବାଦ ଟିମ୍‌ ଅଧିନାୟକ ପଦରୁ ଓ୍ବାର୍ଣ୍ଣରଙ୍କୁ ବାଦ୍‌ ଦେଇ କେନ୍‌…

ପୁଣି ଅକ୍ସିଜେନ ଅଭାବରୁ ଚାଲିଗଲା ୪ ଜୀବନ…

ନୂଆଦିଲ୍ଲୀ:  ଅକ୍ସିଜେନର ଅଭାବରୁ ଆଜି ବାତ୍ରା ହସ୍ପିଟାଲରେ ୪ ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। କୁହାଯାଉଛି କି ଅକ୍ସିଜେନ ଯୋଗାଣ ଅଭାବରୁ ଏଭଳି ଅଘଟଣ ଘଟିଛି। ହେଲେ ମେଡିକାଲ ତରଫରୁ ଦାବି କରାଯାଇଛି କି ଅକ୍ସିଜେନ ଯୋଗାଣ ଏବେ ସ୍ୱଭାବିକ ରହିଛି। ହସ୍ପିଟାଲରେ କରୋନା ରୋଗୀଙ୍କ ବ୍ୟତୀତ ଅନ୍ୟ ରୋଗରେ ପୀଡିତ…