Odisha Link
Bridging the Missing Links in Odisha
Daily Archives

May 15, 2021

ବ୍ରହ୍ମପୁର ଓ ଭୁବନେଶ୍ବରରେ ଘରେ ପହଞ୍ଚିବ…

ବ୍ରହ୍ମପୁର: ଲକ୍‌ଡାଉନ୍‌ ସମୟରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଟିକାକରଣ କେନ୍ଦ୍ରକୁ ଆସିପାରୁ ନଥିବା ବରିଷ୍ଠ ନାଗରିକଙ୍କ ପାଇଁ ଏଣିକି ଟିକା ଗାଡ଼ି ଘରକୁ ଆସିବ। ବ୍ରହ୍ମପୁର ନଗର ନିଗମ ଅଞ୍ଚଳରେ ଏଭଳି ସେବା ଆରମ୍ଭ କରିଛନ୍ତି ଜିଲ୍ଲା ପ୍ରଶାସନ। ରାଜ୍ୟରେ ପ୍ରଥମ ଥର ପାଇଁ…

ଉତ୍ତରପ୍ରଦେଶ ପ୍ରଶାସନର ନିର୍ଯାତନା…

ଉନ୍ନାଓ: ଉନ୍ନାଓ ଜିଲ୍ଲାରେ ସରକାରୀ ପ୍ରଶାସନର ଚାପ ଓ ମାନସିକ ନିର୍ଯାତନା ସହିନପାରି ସରକାରୀ ଚିକିତ୍ସାଳୟରେ କାର୍ଯ୍ୟରତ ୧୪ ଜଣ ଡାକ୍ତର ଚାକିରିରୁ ଇସ୍ତଫା ଦେଇଛନ୍ତି। ଅନ୍ୟପଟେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସେମାନଙ୍କର ଇସ୍ତଫା ନେଇ ପ୍ରଶାସନ ସହ ଆଲୋଚନା ଜାରି ରଖିଥିବା ବେଳେ ନିଷ୍ପତ୍ତି ନହେବା…

ବିଧାନସଭା, ରାଜଭବନ ନିର୍ମାଣ ବନ୍ଦ:…

ରାୟପୁର: ଦେଶ କୋଭିଡ୍‌ ଦାଉରେ ସିଝୁଥିବା ବେଳେ କେନ୍ଦ୍ର ସରକାର ନୂଆ ସଂସଦ ଓ ପ୍ରଧାନମନ୍ତ୍ରୀ ଆବାସ 'ସେଣ୍ଟ୍ରାଲ ଭିଷ୍ଟା' ପ୍ରକଳ୍ପ ନିର୍ମାଣରେ ମାତିଛନ୍ତି। ଏଭଳି ସମୟରେ ଏକ ଉଦାହରଣ ଯୋଗ୍ୟ ପଦକ୍ଷେପ ନେଇଛନ୍ତି ଛତିଶଗଡ଼ ସରକାର। କୋଭିଡ୍‌କୁ ଗୁରୁତ୍ବ ଦେବାକୁ ଯାଇ ନୂଆ ରାୟପୁରରେ ନିର୍ମାଣାଧିନ ନୂଆ…

ଭେଣ୍ଟିଲେଟରରେ କୋଭିଡ୍‌କୁ ହରାଇଲା ୧୫…

ଭୁବନେଶ୍ବର: କୋଭିଡ୍‌ର କଳା ବାଦଲ ଭିତରେ ଧାପେ ସୂର୍ଯ୍ୟାଲୋକ ପରି ଉଭା ହୋଇଛି ଏ ଖବର। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ କୋଭିଡ୍‌‌କୁ ପରାଜିତ କରିଛି ୧୫ ଦିନର ଏକ ଶିଶୁ କନ୍ୟା। କଳାହାଣ୍ଡି ଜିଲ୍ଲା ଏମ୍‌ ରାମପୁରର ଅଙ୍କିତ ଅଗ୍ରଓ୍ବାଲ ଓ ପ୍ରୀତି ଅଗ୍ରଓ୍ବାଲଙ୍କ କୋଳକୁ ଗତମାସରେ ଏକ ଶିଶୁକନ୍ୟା…

ଉଦାହରଣ: ବାସଭବନକୁ କୋଭିଡ୍‌ ହସ୍ପିଟାଲ…

ବେଙ୍ଗାଲୁରୁ: ଦେଶରେ କୋଭିଡ୍‌ ସଂକଟ ଦିନକୁ ଦିନ ଜଟିଳ ହେଉଥିବା ବେଳେ ଏକ ବିରଳ ପଦକ୍ଷେପ ନେଇଛନ୍ତି କର୍ଣ୍ଣାଟକ ଗୃହମନ୍ତ୍ରୀ ବାସବରାଜ ବୋମାଇ। ଏକ ଅସ୍ଥାୟୀ କୋଭିଡ୍‌ ହସ୍ପିଟାଲ ଖୋଲିବା ଲାଗି ସେ ନିଜ ଘରକୁ ଏକ ଏନ୍‌ଜିଓ ହାତକୁ ଟେକି ଦେଇଛନ୍ତି। ଅନୁରୂପ ପଦକ୍ଷେପ ନେଇଛନ୍ତି କର୍ଣ୍ଣାଟକର ଉପ…

ରାଜଧାନୀରୁ ଦିନକରେ ୧୧୧୮ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି ମହାମାରୀ କରୋନା। ଭୁବନେଶ୍ବରରୁ ଗତ ୨୪ ଘଣ୍ଟା ମଧ୍ୟରେ୧୧୧୮ଜଣ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ୧୭୪ ଜଣ ଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୯୪୪ଜଣ ରହିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟୁଇଟ…

ବରିଷ୍ଠ ନାଗରିକଙ୍କୁ ଟିକାକରଣ କେନ୍ଦ୍ରକୁ…

ଭୁବନେଶ୍ୱର: ମହାମାରୀ କରୋନାକୁ ମାତ୍‌ ଦେବାକୁ ସାରା ରାଜ୍ୟରେ ଚାଲିଛି ଟିକାକରଣ। ଏହାରି ମଧ୍ୟରେ ବରିଷ୍ଠ ନାଗରିକଙ୍କ ଟିକାକରଣ ପାଇଁ ନୂତନ ବ୍ୟବସ୍ଥା ଆରମ୍ଭ କରିଛି ବିଏମସି। ୧୯୨୯ ନମ୍ବରକୁ କଲ୍ କଲେ ବିଏମସି ତରଫରୁ ଉକ୍ତ ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ସେମାନଙ୍କୁ ଟିକାକରଣ କେନ୍ଦ୍ରକୁ ଆଣିବା ପାଇଁ…

ଗ୍ଲୋବାଲ୍ ଟେଣ୍ଡର ଜରିଆରେ ୩.୮ କୋଟି…

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା କାୟା ବିସ୍ତାର କରୁଥିବା ବେଳେ ଏହାକୁ ମାତ୍‌ ଦେବା ପାଇଁ ପଦକ୍ଷେପ ନିଆଯାଉଛି। ଖୁବଶୀଘ୍ର ରାଜ୍ୟରେ ଦୂର ହେବ ଟିକାର ଅଭାବ। ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ବିଶ୍ୱ ବଜାରରୁ ୩ କୋଟି ୮୦ ଲକ୍ଷ ଭ୍ୟାକ୍ସିନ୍ କିଣିବ ଓଡ଼ିଶା। ଏଥିପାଇଁ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା…

ରାଜଧାନୀରେ ହେବ ଅକ୍ସିଜେନ୍ ବ୍ୟାଙ୍କ୍

ନୂଆଦିଲ୍ଲୀ: କରୋନା ମହମାରୀ ସମୟରେ ଦେଖାଯାଉଥିବା ଅକ୍ସିଜେନ୍‌ ସଙ୍କଟକୁ ମାତ୍ ଦେବାକୁ ଅଣ୍ଟା ଭିଡିଛନ୍ତି କେଜରିୱାଲ ସରକାର। ରାଜଧାନୀ ଦିଲ୍ଲୀରେ ଅକ୍ସିଜେନ୍‌ର ସଙ୍କଟ ଏବଂ ଡାକ୍ତରଖାନାରେ ବେଡ୍ ସମସ୍ୟା ଦୂର କରିବାକୁ ନୂଆ ଯୋଜନା ପ୍ଲାନ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କୋଜରୀଓ୍ୱାଲ୍। ଦିଲ୍ଲୀରେ…

୨୧୦ କମିଶନରେଟ୍ ପୁଲିସ କର୍ମଚାରୀଙ୍କୁ…

ଭୁବନେଶ୍ଵର: ରାଜ୍ୟରେ କାୟା ବିସ୍ତାର କରୁଛି ମହାମାରୀ କରୋନା। ଏବେ କଟକ ଓ ଭୁବନେଶ୍ଵର ପୁଲିସ ଶିବିରରେ ପ୍ରବେଶ କରିଛି। କମିଶନରେଟ୍ ପୁଲିସର ୨୧୦ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୧୪ ଜଣ ଅଫିସର ରାଙ୍କର…