Odisha Link
Bridging the Missing Links in Odisha

ଆଜି ସାଢେ ୪ରେ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍‌ବାର୍ତ୍ତା, ରାଜ୍ୟରେ ବଢିପାରେ ଲକ୍‌ଡାଉନ!

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟା ୩୦ରେ ମୁଖ୍ୟ ଶାସନ ସଚିବ କିଛି ବଡ ଘୋଷଣା କରିବାର ସୂଚନା ମିଳିଛି। ରାଜ୍ୟରେ ଲକ୍‌ଡାଉନ ବଢିବା ନେଇ କିଛି ବଡ ଘୋଷଣା କରିବା ନେଇ ଆଶଙ୍କା କରାଯାଉଛି।

ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି। ଲକ୍‌ଡାଉନ ସତ୍ତ୍ବେ ରାଜ୍ୟରେ ସଂକ୍ରମଣ ହାର କମୁନି। ଗତ ୨୪ ଘଣ୍ଟାରେ ୧୧ହଜାରରୁ ଅଧିକ ପଜିଟିଭ୍ କେସ୍ ବାହାରିଥିବା ବେଳେ ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଏସବୁକୁ ନଜରରେ ରଖି ମୁଖ୍ୟ ଶାସନ ସଚିବ କିଛି ବଡ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି।

Leave A Reply

Your email address will not be published.