Odisha Link
Bridging the Missing Links in Odisha
Daily Archives

May 27, 2021

ସଂଜୟ ଦତ୍ତଙ୍କୁ ମିଳିଲା ୟୁଏଇର ଗୋଲଡେନ୍…

ନୂଆଦିଲ୍ଲୀ: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଗୋଲ୍ଡେନ ଭିସା ପ୍ରଦାନ କରିଛନ୍ତି ସଂଯୁକ୍ତ ଆରବ ଏମିରେଟ୍ସ କର୍ତ୍ତୃପକ୍ଷ। ଏହି ପରିପ୍ରେକ୍ଷୀରେ ୟୁଏଇର ଜିଡିଆରଏଫଏ, ଦୁବାଇ ମହାନିର୍ଦ୍ଦେଶକ ମେଜର ଜେନେରାଲ ମହମ୍ମଦ ଅଲ୍ ମାରି ସଞ୍ଜଙ୍କୁ ଏହି ଭିସା ପ୍ରଦାନ କରିଛନ୍ତି। ତେବେ ସଞ୍ଜୟ ଦତ୍ତ ଏନେଇ ନିଜ ସୋସିଆଲ…

ପୁଣି କାୟା ମେଲାଉଛି ବ୍ୟୁବୋନିକ୍ ପ୍ଲେଗ୍

ନୂଆଦିଲ୍ଲୀ: ମହାମାରୀ କରୋନା ହନ୍ତସନ୍ତ କରୁଥିବା ବେଳେ ଏବେ ଆଉ ରୋଗ ବିପଦ ହୋଇ ଠିଆ ହୋଇଛି। ଆଫ୍ରିକାର କଙ୍ଗୋରେ ପୁଣି କାୟା ମେଲାଉଛି ବ୍ୟୁବୋନିକ ପ୍ଲେଗ। ଗତବର୍ଷ ପରି ଏବର୍ଷ ମଧ୍ୟ ଏହି ରୋଗ ବ୍ୟାପିବାରେ ଲାଗିଛି। କଙ୍ଗୋରେ ୧୫ଟି ନୂଆ କେସ୍ ଚିହ୍ନଟ ହେବା ସହ ୧୧ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଏହାକୁ…

କେନ୍ଦୁଝର ମୟୂରଭଞ୍ଜ ମଧ୍ୟରେ ଯୋଗାଯୋଗ…

କେନ୍ଦୁଝର: ବାତ୍ୟା ‘ୟାସ’ ପ୍ରଭାବରେ ରାଜ୍ୟର ବହୁ ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ଫଳରେ ଆନନ୍ଦପୁର ରାଜଘାଟ ନିକଟରେ ବୈତରଣୀ ବିପଦ ସଂକେତ ଉପରେ ରହିଛି। ସେଠାରେ ବିପଦ ସଂକେତ ୩୮.୩୬୦ ମିଟର ଥିବାବେଳେ ଏବେ ଜଳସ୍ତର ୩୮.୫୫ ମିଟର ଉପରେ ରହିଛି। ସେହିପରି ଏନଏଚ-୪୯ର ତୁରୁମୁଙ୍ଗା ନିକଟରେ…

ରାଜ୍ୟରେ ୬୭୩୬ ନୂଆ କରୋନା ପଜିଟିଭ୍…

ଭୁବନେଶ୍ୱର: ରାଜ୍ୟରେ କମିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୬୭୩୬ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୭୭୪ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୨୯୬୨ ଜଣ ସ୍ଥାନୀୟ ବାସିନ୍ଦା…

ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ…

କଟକ: ବିଶିଷ୍ଟ ଓଡ଼ିଆ ଗାୟକ ଓ ସଙ୍ଗୀତକାର ଶାନ୍ତିରାଜ ଖୋସଲାଙ୍କ ପରଲୋକ। କୋଭିଡରେ ଆକ୍ରାନ୍ତ ହୋଇ ହୋମ୍ ଆଇସୋଲେସନରେ ଥିଲେ ଶାନ୍ତିରାଜ। ହଠାତ୍ ନିଶ୍ୱାସ- ପ୍ରଶ୍ୱାସ ନେବାରେ ସମସ୍ୟା ଅନୁଭବ କରିବାରୁ ମେଡିକାଲକୁ ଯାଉଥିଲେ। ଏହି ସମୟରେ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ଶାନ୍ତିରାଜ…

ଆଜି ଅପରାହ୍ନରେ ବାତ୍ୟାଞ୍ଚଳ ଏରିଏଲ…

ଭୁବନେଶ୍ୱର: ଆଜି ଅପରାହ୍ନରେ ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆକାଶମାର୍ଗରୁ ବାତ୍ୟା ‘ୟଶ’ ପରର ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ପ୍ରଭାବିତ ଅଞ୍ଚଳ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରପଡାରେ ସେ ସ୍ଥିତି ଅନୁଧ୍ୟାନ କରିବେ। ୧୨.୩୦ରେ ସମୟରେ ମୁଖ୍ୟମନ୍ତ୍ରୀ ଏହି…

ବାତ୍ୟା ୟାସରେ ମୃତକଙ୍କ ପରିବାରକୁ ମିଳିବ…

ଭୁବନେଶ୍ୱର: ବାତ୍ୟା ୟାସରେ ମୃତ୍ୟୁ ହୋଇଥିବା ଲୋକଙ୍କର ପରିବାରକୁ ସହାୟତା ଘୋଷଣା କରିଛନ୍ତି ରାଜ୍ୟ ସରକାର। ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରଶି ପ୍ରଦାନ କରାଯିବା ନେଇ ସରକାର ଘୋଷଣା କରାଯାଇଛି। ସୂଚନା ମୁତାବକ, ଲଗାଣ ବର୍ଷା ପବନ ଯୋଗୁଁ ଘର କାନ୍ଥ ଧସି ଯିବାରୁ ପ୍ରାଣ…